Latest Odisha News

BREAKING NEWS

Browsing Category

ଅପରାଧ

ଓଡିଶାରେ ଜବତ ହେଲା ଚୀନ ଓ ୟୁଏଇରୁ ଚାଲାଣ ସୁନା

ରାଉରକେଲା: ହାୱଡା-ମୁମ୍ବାଇ ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ୨ ବ୍ୟବସାୟୀଙ୍କ ଠାରୁ ଜବତ କରାଯାଇଥିବା ସୁନା ଚୀନ ଓ ୟୁଏଇରୁ ଚାଲାଣ ହେଉଥିଲା । ଏନେଇ ଶୁକ୍ରବାର ଦିନ ଡାଇରେକୋ୍ଟରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ)ର ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାୟ ୫ କୋଟି…

ବରଗଡରେ ବ୍ୟବସାୟୀଙ୍କ ଗାଡିରୁ ଜବତ ହେଲା ୧୯ ଲକ୍ଷ ଟଙ୍କା

ବରଗଡ: ବରଗଡ ଜିଲ୍ଲା ବରପାଲି ବ୍ଲକ୍ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଜଣେ ବ୍ୟବସାୟୀଙ୍କ ଗାଡିରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ କରିଛି । ବରଗଡ ଓ ବଲାଙ୍ଗିର ଜିଲ୍ଲା ସୀମାରେ ଗତକାଲି ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫ୍ଲାଇଂ ସ୍କ୍ୱାଡ୍ ବିଭିନ୍ନ ଗାଡିକୁ ଯାଞ୍ଚ କରୁଥିବା…

ବାଲେଶ୍ୱର: କୋଠା ବିସ୍ଫୋରଣ ଘଟଣାରେ ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଅକ୍ଟୋବର ୩ ତାରିଖରେ ଏକ ତିନି ମହଲା କୋଠାରେ ହୋଇଥିବା ବିସ୍ଫୋରଣର ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସମ୍ପୃକ୍ତ ଅଭିଯୁକ୍ତର ନାମ ଶ୍ରୀଧର ମହାନ୍ତି ବୋଲି ଜଣାପଡିଛି ।…

ବୋଲ୍ଡର୍ ଆକ୍ରମଣରେ ମହିଳା ଟ୍ରାଫିକ୍ ଇନ୍ସପେକ୍ଟର ଆହତ

ଯାଜପୁର: ଯାଜପୁରରେ ଜଣେ ମହିଳା ଟ୍ରାଫିକ୍ ଇନ୍ସପେକ୍ଟର କାର୍ଯ୍ୟରତ ଥିବା ସମୟରେ କୌଣସି ଅଜଣା ଦୁର୍ବୃତ୍ତଙ୍କ ବୋଲ୍ଡର୍ ମାଡ଼ରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହି ମହିଳା ଟ୍ରାଫିକ ଇନ୍ସପେକ୍ଟର ହେଉଛନ୍ତି ବିଜୟିନୀ ମଲ୍ଲ ଏବଂ ସେ ଚଣ୍ଡିଖୋଲ ଟ୍ରାଫିକ ପୋଲିସ ଷ୍ଟେସନରେ…

ସଲମାନଙ୍କ ବଙ୍ଗଳାରେ କ୍ରାଇମବ୍ରାଞ୍ଚ ଚଢ଼ାଉ, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନଙ୍କ ବଙ୍ଗଳାରେ ବୁଧବାର ଦିନ ଚଢାଉ କରିଛି ମୁମ୍ବାଇ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଖାନଙ୍କ ଗୋରାଇସ୍ଥିତ ବଙ୍ଗଳାରେ ଚଢ଼ାଉ କରି ଜଣେ ୬୨ ବର୍ଷୀୟ ଫେରାର ଆସାମୀ ସିଦ୍ଧେଶ୍ବର ରାଣାକୁ ଗିରଫ କରିଛି ମୁମ୍ବାଇ ପୋଲିସ। ଅଭିଯୁକ୍ତ ଜଣଙ୍କ…

ବନ୍ୟା ପ୍ରଭାବିତ ଚାଷୀଙ୍କଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ନିଲମ୍ବିତ ହେଲେ କୃଷି ଅଧିକାରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁନିତଳା ବ୍ଲକ ଅନ୍ତର୍ଗତ ଜଣେ ବନ୍ୟା ପ୍ରଭାବିତ ଚାଷୀଙ୍କଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ମଙ୍ଗଳବାର ଦିନ ନିଲମ୍ବିତ ହୋଇଛନ୍ତି ଗ୍ରାମୀଣ କୃଷି ଅଧିକାରୀ ଶୁଭେନ୍ଦୁ ବେହେରା । କୃଷି ଅଧିକାରୀ ଜଣଙ୍କ ଚାଷୀଙ୍କୁ ଲାଞ୍ଚ ମାଗୁଥିବାର ଏକ ଭିଡିଓ ସୋସିଆଲ…

ମହଙ୍ଗା ପଡିଲା ଦୁର୍ନୀତି, ବନବିଭାଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ବନ ବିଭାଗ ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କୁ ରାଜ୍ୟ ସରକାର ଗୁରୁବାର ଦିନ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୨୦୧୬ ମସିହାରେ ଆଠଗଡରେ ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫଓ) ଭାବେ ଶ୍ରୀ ମିଶ୍ର ନିଯୁକ୍ତ ହୋଇଥିଲେ । ଶ୍ରୀ ମିଶ୍ର ଓ ତାଙ୍କ ପରିବାର…

ସୋସିଆଲ ମିଡ଼ିଆର ପ୍ରଭାବ; ଲାଞ୍ଚ ମାଗି ଚାକିରୀରୁ ନିଲମ୍ବିତ ହେଲେ କନଷ୍ଟେବଳ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ଟାଉନ ଥାନା କନଷ୍ଟେବଳ ଜଣେ ଟ୍ରକ ଡ୍ରାଇଭର ଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ବୁଧବାର ଦିନ ନିଲମ୍ବିତ ହୋଇଛନ୍ତି । ମିଳିଥିବା ସୂଚନା ଆନୁସାରେ, କନଷ୍ଟେବଳ ସଂକୀର୍ତ୍ତନ ପଟେଲ ଏକ ଟ୍ରକ ଡ୍ରାଇଭର ଠାରୁ ଲାଞ୍ଚ ମାଗୁଥିବାର ଭିଡିଓ ସୋସିଆଲ…

ପତ୍ନୀଙ୍କ ସହ ଝଗଡା ପରେ କାଠଯୋଡିକୁ ଡେଇଁ ପଡିଲେ ଯୁବକ

କଟକ: ନିଜ ଧର୍ମପତ୍ନୀଙ୍କ ସହ ଝଗଡା କରିବା ପରେ ଜଣେ ଯୁବକ ବୁଧବାର ଦିନ କାଠଯୋଡି ନଦୀ ମଧ୍ୟକୁ ଡେଇଁ ପଡିଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ନିଆଳି ଥାନା ଅନ୍ତର୍ଗତ କରଞ୍ଜିଆ ଗ୍ରାମର ଜଗଦାନନ୍ଦ ଏକ ବାଇକରେ ପତ୍ନୀ ଓ ଛୁଆ ସହ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ…

କେନ୍ଦୁଝରରୁ ୮ ମାଙ୍ଗାନିଜ ଲୁଟେରା ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସ୍ଥିତ ରାଗୁଡା ଥାନା ଅନ୍ତର୍ଗତ କାଟା ସାହି ନିକଟ ଜଙ୍ଗଲରୁ ମାଙ୍ଗାନିଜ ଚୋରୀ କରିବା ଅଭିଯୋଗରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ମାଙ୍ଗାନିଜ ଚାଲାଣ ନେଇ ବୁଧବାର ଦିନ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଉକ୍ତ ଅଞ୍ଚଳରେ ଚଢାଉ କରିବା…