Latest Odisha News

BREAKING NEWS

Browsing Category

ଅପରାଧ

ବାଲେଶ୍ୱରରୁ ଜବତ ହେଲା ୩୮ ଗ୍ରାମର ବ୍ରାଉନ ସୁଗାର

ବାଲେଶ୍ୱର: ବାଲେଶ୍ୱରର ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ନିକଟରେ ପୋଲିସ ଚଢାଉ କରି ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ଫୈୟଜ ମହମ୍ମଦ ଓ ଆଶିକ ଖାଁ…

ପାଟଣାଗଡ ବିଧାୟକଙ୍କ ନାଁରେ ଠକେଇ କରୁଥିଲା ଯୁବକ, ଧରିଲା ପୋଲିସ

ବଲାଙ୍ଗିର: ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ନାମରେ ଲୋକଙ୍କ ଠାରୁ ଠକେଇ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ବଲାଙ୍ଗିର ଜିଲ୍ଲା ବରପାଲିପଡାରୁ ଗିରଫ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଯୁବକ ଜଣକ ପାଟଣାଗଡ ବିଧାୟକଙ୍କ ନାମରେ ଏକ ନକଲି ଫେସବୁକ୍ ଆକାଉଣ୍ଟ…

ବିଜେପି ନେତାଙ୍କ ସହ ପରିବାର ସଦସ୍ୟଙ୍କୁ ଗୁଳିକରି ହତ୍ୟାକଲେ ଦୁର୍ବୁତ୍ତ

ଜଲଗାଁ: ଆଗକୁ ମହାରାଷ୍ଟ୍ରରେ ନିର୍ବାଚନ ଥିବାବେଳେ, ରବିବାର ବିଳମ୍ବିତ ରାତିରେ ଜଲଗାଁ ଠାରେ ବିଜେପି କର୍ପୋରେଟର ରବୀନ୍ଦ୍ର ଖରାଟ ଏବଂ ତାଙ୍କ ପରିବାରର ତିନି ଜଣଙ୍କୁ କିଛି ଦୁର୍ବୁତ୍ତ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ହତ୍ୟାକାରୀ ବିଜେପି…

ତାଳଚେରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିକୃତ କଲେ ଦୁର୍ବୃତ୍ତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ମଣ୍ଡପାଳ ହସ୍ପିଟାଲ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କେହି ଦୁବୃର୍ତ୍ତ ରବିବାର ରାତିରେ ଲାଲ୍ ରଙ୍ଗ ବୋଳିଦେଇଥିବା ନେଇ ନଜରକୁ ଆସିଛି । ଏନେଇ ଏକ ସ୍ଥାନୀୟ ଯୁବ ସଙ୍ଗଠନ ପକ୍ଷରୁ ଥାନାରେ ଅଭିଯୋଗ ଦାଏର କରାଯାଇଛି।…

କଟକରେ ମାରଣାସ୍ତ୍ର ଦେଖାଇ ୧୧ ଟ୍ରକରୁ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିଲେ ଦୁର୍ବୃତ୍ତ

କଟକ: କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ନିମେଇସାପୁର ଗ୍ରାମ ନିକଟରେ ଗତକାଲି କିଛି ଦୁର୍ବୃତ୍ତ ପାଖାପାଖି ୧୧ଟି ଟ୍ରକକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ନିମେଇସାପୁର ନିକଟସ୍ଥ ପେଟ୍ରୋଲ୍ ପମ୍ପ…

ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀକୁ ଧରିଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀକୁ ଶନିବାର ଦିନ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ କେନ୍ଦ୍ରାପଡାରୁ ଗିରଫ କରିଛି । ଏସଟିଏଫ୍ ଟିମ୍ ଆଜି ସକାଳ ପ୍ରାୟ ୯ଟା ୩୦ମି. ସମୟରେ ଶେଖ ଜାବିଦ ଓରଫ୍ ଦଙ୍ଗାକୁ ଇମାମବାଡା ମସଜିଦ୍ ଲେନ୍ ସ୍ଥିତ ତା’ ଘରୁ ଗିରଫ କରିଥିବା ନେଇ ଜଣାପଡିଛି।…

କେନ୍ଦ୍ରାପଡା: ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଅନ୍ତର୍ଗତ କଳାପୋଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଅପରାଧୀଙ୍କ ନାମ ଅନନ୍ତ ପ୍ରସାଦ ଜେନା ଏବଂ ପ୍ରଭାତ କୁମାର ନାୟକ ବୋଲି ଜଣାପଡିଛି। ତା’…

ଝାଡଖଣ୍ଡ: ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ୨ ସୁରକ୍ଷାକର୍ମୀ ସହିଦ

ରାଞ୍ଚି: ଝାଡଖଣ୍ଡ ଜିଲ୍ଲାର ରାଞ୍ଚି ଅନ୍ତର୍ଗତ ଦଶମ ଫଲ୍ ନିକଟରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଶୁକ୍ରବାର ଦିନ ୨ ଜଣ ଯବାନ ସହିଦ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାଞ୍ଚିର ବୁନ୍ଦୁ ଓ ନାମକୁମ ମଧ୍ୟରେ ଥିବା ଦଶମ ଫଲ୍ ନିକଟସ୍ଥ ନିଷେଧ ମାଓ ସଙ୍ଗଠନ…

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ ସିଟି ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ବିସ୍ଫୋରଣରେ ଉଡ଼ିଗଲା ତିନିମହଲା କୋଠା, ଏଯାଏଁ ମିଳିନି ଭଡାଟିଆଙ୍କ ପତ୍ତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଏକ ତିନି ମହଲା କୋଠାରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ବିସ୍ଫୋରଣର ଘଟଣାରେ ପୋଲିସ ଖୋଳତାଡ ଆରମ୍ଭ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା…