Latest Odisha News

BREAKING NEWS

Browsing Category

ଅପରାଧ

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ନୟାଗଡ: ନୟାଗଡ ଜିଲ୍ଲାର କ୍ଷୁଦ୍ରଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ ସୁବୁଦ୍ଧିଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୁରୁବାର ଦିନ ତାଙ୍କ ଘରେ ଚଢାଉ କରିଛି । ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି ।…

ନଦୀକୁ ଡ଼େଇଁ ଆତ୍ମହତ୍ୟା କରିବା ଘଟଣା: ପୋଲିସ ଦ୍ୱାରା ମୃତଦେହ ଉଦ୍ଧାର

ଭୁବନେଶ୍ୱର: କାଠଯୋଡ଼ି ନଦୀରେ ଅକ୍ଟୋବର ୯ରେ ଜଣେ ବ୍ୟକ୍ତି ଡ଼େଇଁ ପଡ଼ିଥିଲେ ଏବଂ ସେହିଦିନଠାରୁ ତାଙ୍କର ପତ୍ତା ମିଳୁନଥିଲା । ନଦୀରୁ ଆଜି ପୋଲିସ ତାଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ପତ୍ନୀଙ୍କ ସହିତ ମନୋମାଳିନ୍ୟ ହେବା ଯୋଗୁଁ ନିଆଳି ଅନ୍ତର୍ଗତ କରଞ୍ଜ ଗ୍ରାମର ଦେବବ୍ରତ ମହାପାତ୍ର…

ଭୁବନେଶ୍ୱର ବିମାନବନ୍ଦରରୁ ବିଦେଶୀ ବ୍ରାଣ୍ଡର ସିଗାରେଟ୍ ଜବତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ)ର ଅଧିକାରୀମାନେ ମଙ୍ଗଳବାର ଦିନ ୪୦୦ ପ୍ୟାକେଟ ବିଦେଶୀ ବ୍ରାଣ୍ଡର ସିଗାରେଟ୍ ଜବତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଡିଆରଆଇର ଅଧିକାରୀମାନେ ଏୟାର ଏସିଆ…

ରାଉରକେଲାରେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ କୁଆଁରମୁଣ୍ଡା ପଞ୍ଚାୟତ ଅଫିସ୍ ସମ୍ମୁଖରୁ ମଙ୍ଗଳବାର ଦିନ କିଛି ଦୁର୍ବୃତ୍ତ ପାଖାପାଖି ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ କୁଆଁରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଥିବା…

ହତ୍ୟା ଅଭିଯୁକ୍ତଙ୍କ ସହ ସେଲଫି ନେଇ ବଦଳି ହେଲେ ପୋଲିସ ବାବୁ

କୋଣାର୍କ: ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍ଫି ଉଠାଇବା ମହଙ୍ଗା ପଡିଛି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୁରୀ ଏସପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପରିକି ଏସପିଙ୍କ ନିର୍ଦ୍ଦେଶାନୁଯାୟୀ ଆଇଆଇସିଙ୍କୁ…

ଭିନ୍ନମୋଡ଼ ନେଲା ଚୌଦ୍ୱାର ଡ଼ବଲ୍ ଏନକାଉଣ୍ଟର୍; ଅପରାଧୀଙ୍କ ପ୍ରେମିକା ମଧ୍ୟ ଗ୍ୟାଙ୍ଗରେ ସଂପୃକ୍ତ !

କଟକ: ଚୌଦ୍ୱାର ପୋଲିସ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନକାଉଣ୍ଟର୍ ମାଧ୍ୟମରେ ଏନକାଉଣ୍ଟର୍ କରି ଗିରଫ କରାଯାଇଥିଲା । ଗିରଫ ହୋଇଥିବା ଏହି ଅପରାଧୀମାନଙ୍କ ମଧ୍ୟରୁ ଜଣେ ଅପରାଧୀଙ୍କ ପ୍ରେମିକା ସମେତ ୩ ଜଣ ପରିବାର ସଦସ୍ୟଙ୍କୁ ସୋମବାର ଦିନ ଗିରଫ କରିଛି କମିଶନରେଟ…

ଆକ୍ସନ ମୁଡରେ ପୋଲିସ, ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକ ଜିଲ୍ଲାର ଚୌଦ୍ୱାର ନିକଟରେ ସୋମବାର ସକାଳୁ ପୋଲିସ ଓ ଅପରାଧି ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଉକ୍ତ ଅପରାଧୀଙ୍କ ନାମ ମୁନା ଦେହୁରୀ ବୋଲି ଜଣାପଡିଛି । ଆହତ ଅପରାଧୀର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତା’କୁ ଚିକିତ୍ସା ନିମନ୍ତେ…

ଚୌଦ୍ୱାରରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

କଟକ: ଚୌଦ୍ୱାର ନିକଟରେ ରବିବାର ଦିନ ପୋଲିସ ଓ ଅପରାଧି ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଛି । ଉକ୍ତ ଅପରାଧୀଙ୍କ ନାମ ଅଜୟ ସାହୁ ଓରଫ୍ ଜିତୁ ବୋଲି ଜଣାପଡିଛି । ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଥିବା ନେଇ ପୋଲିସ…

ଗଞ୍ଜାମରେ ଜୁଆ ଆଡ୍ଡା ଉପରେ ଚଢାଉ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବିଭିନ୍ନ ଜୁଆ ଆଡାରେ ଗତକାଲି ପୋଲିସ ଚଢାଉ କରିବା ସହିତ ପାଖାପଖି ୯୫ଜଣଙ୍କୁ ଗିରଫ କରିଛି । ଏହାବ୍ୟତିତ ସେମାନଙ୍କ ବିରୋଧରେ ୧୪ ମାମଲା ରୁଜୁ କରାଯାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଏହି ଚଢାଉ ବେଳେ ବ୍ରହ୍ମପୁରରୁ କେବଳ ୬୮ ଜଣ…

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁଁରେ ନକଲି ଫେସବୁକ୍ ଆକାଉଣ୍ଟ, ଲାଞ୍ଚ ମାଗୁଛି ଦୁର୍ବୃତ୍ତ

ସୁନ୍ଦରଗଡ: କେହି ଦୁର୍ବୃତ୍ତ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି । ଏପରକି ସରକାରୀ କାମ ହାସଲ କରିବା ଲାଗି ଲୋକଙ୍କ ଠାରୁ ଲାଞ୍ଚ ମଧ୍ୟ ମଗାଯାଉଛି । ଆହୁରି ମଧ୍ୟ ଏଭଳି କଥାରେ ନପଡିବା…