Latest Odisha News

BREAKING NEWS

Browsing Category

ଅପରାଧ

ବଲାଙ୍ଗିର: ବେଆଇନ ମଦ ବିକ୍ରି ଅଭିଯୋଗରେ ୩ ଅଟକ

ବଲାଙ୍ଗିର : ବଲାଙ୍ଗିରର କଣ୍ଟାବାଜି ରେଲୱେ ଷ୍ଟେସନ ନିକଟରେ ପୋଲିସ ଏକ ବେଆଇନ ମଦ ଦୋକାନ ଉପରେ ଚଢାଉ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଏସଡିପିଓ ସରୋଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଆରପି ଓ ଆରପିଏଫ୍ ପୋଲିସ ମିଳିତ ଉଦ୍ୟମରେ ଏକ ଟିମ୍ ଚଢାଉ କରିଥିଲା ।…

ଝାରସୁଗୁଡ଼ାରେ କାରରୁ ଜବତ ହେଲା ଲକ୍ଷାଧିକ ଟଙ୍କା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନା ନିକଟରେ ଗୁରୁବାର ରାତିରେ ପୋଲିସ ଏକ ଗାଡିରୁ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ଏହି ଏସୟୁଭି ଗାଡ଼ିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନାନୁଯାୟୀ ଗାଡିକୁ ଯାଞ୍ଚ…

ବାଲେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଯୁବକ ଅଟକ

ବାଲେଶ୍ୱର: ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ମିଳିଥିବା ସୂଚନାନୁଯାୟୀ, ସୋମବାର ଦିନ ଏହି ଘଟଣା ଘଟିଛି । ତେବେ ଏହି ଘଟଣାର ୪ ଦିନ ପରେ ପୀଡ଼ିତାଙ୍କ ମାଆ ବାଲେଶ୍ୱର ଶିଳ୍ପାଞ୍ଚଳ…

କଟକ: ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

କଟକ : କଟକ ଜିଲ୍ଲାର ମଙ୍ଗୁଳି ଛକ ନିକଟରେ ଗୁରୁବାର ଦିନ ଅବକାରୀ ବିଭାଗ ପ୍ରାୟ ୧୨୦ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଚେକ୍ ଗେଟରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଚାଲୁଥିବା ସମୟରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଏକ କାର୍…

କଳାହାଣ୍ଡିରେ ବାଘଛାଲ ଜବତ, ଖସିଗଲେ ଅଭିଯୁକ୍ତ

କଳାହାଣ୍ଡି : ସମ୍ବଲପୁର ଓ ମୟୁରଭଞ୍ଜ ପରେ କଳାହାଣ୍ଡି ଜିଲ୍ଲାରୁ ବୁଧବାର ଦିନ କଲରାପତରିଆ ବାଘର ଚମଡ଼ା ଜବତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ବିଶ୍ୱନାଥପୁର ପୋଲିସ ସୀମା ଅନ୍ତର୍ଗତ ଧଅଁରାଭଟା ରାସ୍ତାରେ ପୋଲିସ ଏକ ବାଇକରେ ବସ୍ତା ଟଙ୍ଗାଯାଇଥିବା ଦେଖି ତାକୁ ଅଟକାଇଥିଲା । ପରେ…

ନବରଙ୍ଗପୁର ଜେଲରେ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଉମରକୋଟ ସବ୍ ଜେଲର ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଦେବ ମାଝିଙ୍କୁ ସୋମବାର ରାତିରେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ମଙ୍ଗଳବାର ସକାଳେ…

ନବରଙ୍ଗପୁର : ଝୁଲନ୍ତା ଅବସ୍ଥାରେ ପୁଅଝିଅଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଛଟାଗୁଡ଼ା ଗାଁ ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପୁଅଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁହେଁ ଛଟାଗୁଡା ଗାଁର ବାସିନ୍ଦା ହୋଇଥିବାବେଳେ ଝିଅର ବୟସ ୧୬ ଏବଂ ପୁଅର ବୟସ ୧୫ ବୋଲି ସୂଚନା ମିଳିଛି । ପ୍ରାପ୍ତ…

ରାୟଗଡରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ରାୟଗଡ : ରାୟଗଡର ଚାନ୍ଦିଲି ଥାନା ଅନ୍ତର୍ଗତ ସିଂହାନିଆ ଛକ ନିକଟରେ ଥିବା ଏକ ଏଟିଏମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ମେସିନ ଭାଙ୍ଗି ସେଥିରୁ ଲକ୍ଷାଧିକ ଟଙ୍କା ଲୁଟ୍…

ଅନୁଗୁଳ: ମୂମୁର୍ଷ ଅବସ୍ଥାରେ ମହିଳା ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗୁରୁଧି ଗ୍ରାମ ନିକଟରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଉକ୍ତ ମହିଳା ଜଣକ ସେହି ଗ୍ରାମର ପ୍ରଣବବନ୍ଧୁ ପ୍ରଧାନଙ୍କ ସ୍ତ୍ରୀ ବୋଲି ଜଣାପଡିଛି । ଆହୁରି ମଧ୍ୟ ପାଖାପାଖି ୫ଜଣ ଲୋକ ସମ୍ପୃକ୍ତ ମହିଳାଙ୍କୁ ବଳପୂର୍ବକ ବିଷ ପିଆଇଦେଇଥିବା ନେଇ…

ଜେଲ୍ ଗଲେ ନୀରବ ମୋଦୀ, ଲଣ୍ଡନ କୋର୍ଟରେ ଜାମିନ ଆବେଦନ ଖାରଜ

ଲଣ୍ଡନ: ଭାରତୀୟ ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଲଣ୍ଡନର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ପ୍ରକାଶ । ତାଙ୍କୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖାଯିବ ବୋଲି ଗଣମାଧ୍ୟମ…