Latest Odisha News

BREAKING NEWS

Browsing Category

ଅପରାଧ

ରାଜା ରଘୁବଂଶୀଙ୍କ ପରିବାରକୁ କ୍ଷମା ମାଗିଲେ ସୋନମଙ୍କ ଭାଇ; କହିଲେ ମୋ ଭଉଣୀ… 

ଇନ୍ଦୋର: ଇନ୍ଦୋରରେ ହନିମୁନ ମନାଇବାକୁ ଯାଇ ଦମ୍ପତି ନିଖୋଜ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ମାମଲାରେ ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ବୁଧବାର ଦିନ ରାଜାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ। ଗୋବିନ୍ଦ ତାଙ୍କ ଭଉଣୀର ଏପରି କାଣ୍ଡ ପାଇଁ ରାଜାଙ୍କ ପରିବାରକୁ କ୍ଷମା ମାଗିବା ସହ…

ଭୁବନେଶ୍ୱରରୁ ୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ୍ ସୁଗାର ଜବତ

ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଭୁବନେଶ୍ୱରରେ ୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୩୧୯ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି।  ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିଛି। ଏସଟିଏଫର ଏକ ଟିମ୍ ମଙ୍ଗଳବାର ଭୁବନେଶ୍ୱର ଉପକଣ୍ଠ ସ୍ଥିତ କୁଆଖାଇ…

ଚମକାଇ ଦେଉଛି ସୋନମଙ୍କ ଷଡଯନ୍ତ୍ର: ସ୍ବାମୀଙ୍କୁ ମାରିବାକୁ ଯୋଜନାରେ ଥିଲା ପ୍ଲାନ୍ ବି…..

ଇନ୍ଦୋର: ଇନ୍ଦୋରର ରାଜା ହତ୍ୟକାଣ୍ଡ ଘଟଣା ଏବେ ସମସ୍ତଙ୍କୁ ଥରାଇ ଦେଇଛି । କିଭଳି ନବବିବାହିତ ପତ୍ନୀ ରାଜାଙ୍କୁ ମାରିବାକୁ ମୃତ୍ୟୁର ଜାଲ ବିଛାଇଥିଲା ତାହା ଏବେ ପୂରା ଦେଶକୁ ମର୍ମାହତ କରିଛି । ଏହାରି ଭିତରେ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାର ଚାରି ଅଭିଯୁକ୍ତ ପଚରାଉଚରା ସମୟରେ…

ସ୍ତ୍ରୀକୁ ସନ୍ଦେହ କରି ସ୍ୱାମୀ..

ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଆଉ ସ୍ତ୍ରୀର ଜୀବନ ନେଇସାରିବା ପରେ ନିଜ ଜୀବନ ମଧ୍ୟ ସେ ନେଇଛି । ସ୍ୱାମୀ ଏହିକାଣ୍ଡ କରିବା ଆଗରୁ ଏକ ଭିଡିଓ କରି ସମସ୍ତ କାହାଣୀ କହିଛି । ସ୍ୱାମୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ…

ପୋଲିସ ଆଗରେ ହତ୍ୟାର କାରଣ କହିଲେ ୨ ଅଭିଯୁକ୍ତ

ପ୍ରତିଶୋଧ ନେଉ ନେଉ ଜୀବନ ନେଇଗଲେ । ଅପରାଧ କରିବା ଆଗରୁ କିଛି ଭାବିଲେ ନାହିଁ । ଆଉ ହତ୍ୟା କରିବେ ପରେ ଘଟଣାର ସତ ବଖାଣିଲେ । ହଁ ଆଜ୍ଞା ଟିକିଏ ଭଲକରି ଦେଖନ୍ତୁ । ଏହି ୨ଜଣଙ୍କ ମୁହଁରେ କଳା କପଡା ଗୁଡା ହୋଇଛି । ଏମାନେ ଗୋଟିଏ ଲୋକର ଜୀବନ ନେଇ ସର୍ବସ୍ୱାନ୍ତ କରିଛନ୍ତି । ପ୍ରତିଶୋଧ…

ଇନ୍ଦୋର ମର୍ଡର ମିଷ୍ଟ୍ରିରୁ ପରଦା ହଟିଲା, ନିଜେ ପତ୍ନୀ ଭିଆଇଥିଲେ ବର୍ବର କାଣ୍ଡ….

ଇନ୍ଦୋର: ଇନ୍ଦୋରରେ ବାହାଘର, ମେଘାଳୟରେ ହନିମୁନ୍, ଆଉ ସିଲଙ୍ଗରେ ମର୍ଡର । ହନିମୁନ ରାତିରେ ହିଁ ସ୍ବାମୀଙ୍କୁ ମାରି ଫୋପାଡି ଦେଇଥିଲେ ପତ୍ନୀ । ମର୍ଡର ପାଇଁ ୩ ଜଣଙ୍କୁ ଦେଇଥିଲେ ସୁପାରୀ । ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ରାଜା-ସୋନମ ମାମଲାରେ କିଛି ଏପରି ବଡ ଖୁଲାସା ହୋଇଛି । ଯାହା…

ମାଓବାଦୀ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ

ଭୁବନେଶ୍ୱର: ସମ୍ବଲପୁରର ଚାରମାଲ ଏବଂ ନାକଟିଦେଉଳ ଅଞ୍ଚଳରେ ଡ୍ରୋନ୍ ବ୍ୟବହାର କରି ଏକ ବିଶାଳ ମାଓ ବିରୋଧୀ ଅଭିଯାନ ଚାଲିଛି। ଛତିଶଗଡ଼ର ଏହି ବିଦ୍ରୋହୀମାନେ ସ୍ଥାନୀୟ ଜଙ୍ଗଲରେ ଆଶ୍ରୟ ନେଇଥିବା ସମ୍ପର୍କରେ ରିପୋର୍ଟ ପାଇ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଏବଂ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ…

ବାଲେଶ୍ବରରେ ଏକସଙ୍ଗେ ୫ ପୋଲିସ ଅଧିକାରୀ ନିଲମ୍ବିତ

ବାଲେଶ୍ବର: କର୍ତ୍ତବ୍ୟରେ ଅବହେଳା ଏବଂ ବିଶୃଙ୍ଖଳା ଅଭିଯୋଗରେ ବାଲେଶ୍ବର ଜିଲ୍ଲାରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ବାଲେଶ୍ବରର ପୋଲିସ ସୁପରିଟେଣ୍ଡେଣ୍ଟ ସେମାନଙ୍କର କାର୍ଯ୍ୟରେ ଅବହେଳା ଦର୍ଶାଇ ଆଭ୍ୟନ୍ତରୀଣ ରିପୋର୍ଟ ପରେ ଜଣେ…

ଏନକାଉଣ୍ଟରରେ ମାଓବାଦୀ ନେତା ଭାସ୍କର ନିହତ, ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରୁ ମୃତଦେହ ଉଦ୍ଧାର

ରାୟପୁର: ଛତିଶଗଡ଼ର ବିଜାପୁରର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ଗୁରୁବାର ଦିନ ହୋଇଥିବା ଏକ ଏନକାଉଣ୍ଟରରେ ଆଉ ଜଣେ ଶୀର୍ଷ ସିପିଆଇ (ମାଓବାଦୀ) କମାଣ୍ଡର ନିହତ ହୋଇଛନ୍ତି। ଶୁକ୍ରବାର ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।ପୂର୍ବରୁ କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଟପ୍ ମାଓବାଦୀ ନେତା ସୁଧାକର…

ମୋତେ ପଳାତକ କୁହନି; ଭାରତ ଛାଡିବା ପୂର୍ବରୁ ଅରୁଣ ଜେଟଲିଙ୍କୁ କହିଥିଲି.

ନୂଆଦିଲ୍ଲୀ: ଲଣ୍ଡନରେ ରହୁଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଛାଡିବା ପରେ ପ୍ରଥମ ଥର ପାଇଁ ଏକ ପଡକାଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି। ପଡକାଷ୍ଟରେ ସେ ନିଜ ପିଲାଦିନଠାରୁ ଆରମ୍ଭ କରି କିଙ୍ଗଫିସର ଏୟାରଲାଇନ୍ସ ପ୍ରତିଷ୍ଠା ଏବଂ ଆଇପିଏଲ୍ ଟିମ୍ କିଣିବା ପର୍ଯ୍ୟନ୍ତ ସବୁ ବିଷୟରେ…