Latest Odisha News

BREAKING NEWS

Browsing Category

ଅପରାଧ

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା; ପୁଣି ତଦନ୍ତ ପାଇଁ ଦାବି କଲେ ବିଧାୟକ

ଭୁବନେଶ୍ୱର: ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ସାନି ତଦନ୍ତ ଦାବି କରିଛନ୍ତି ଓଡ଼ିଶା ବିଧାୟକ ପଦ୍ମଲୋଚନ ପଣ୍ଡା। ବିଧାନସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସିମୁଳିଆର ବିଜେପି ବିଧାୟକ କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ…

ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧାହେଲେ ସମବାୟ ସମିତିର ସେକ୍ରେଟେରୀ ଇନ-ଚାର୍ଜ

ଭୁବନେଶ୍ୱର: ବାଲେଶ୍ୱରର ଦୁର୍ଗାଦେବୀ ସମବାୟ ସମିତିର ସେକ୍ରେଟେରୀ ଇନ-ଚାର୍ଜ ଦାୟିତ୍ୱରେ ଥିବା ଗିରିଶ ଚନ୍ଦ୍ର ବେହେରାଙ୍କୁ ୫.୮ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଏହି ରାଶି…

ଘରେ ଚାଲିଥିଲା ସେକ୍ସ ରକେଟ୍; ବୃଦ୍ଧ ଦମ୍ପତିଙ୍କ ସମେତ ୩ ଗିରଫ

ରାଉରକେଲା: ରାଉରକେଲାର ଜଗଦା ଅଞ୍ଚଳର ଏକ ଘରୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ଜଣେ ବୃଦ୍ଧ ଦମ୍ପତି ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଜୋସ୍ନା ବିଶ୍ୱାଳ (୬୨), ତାଙ୍କ ସ୍ୱାମୀ ଉପେନ୍ଦ୍ର ବିଶ୍ୱାଳ (୭୨) ଏବଂ ଜଣେ ଗ୍ରାହକ ଉମେଶ ବିଶ୍ୱାଳ…

ରାଉରକେଲାରେ ସେକ୍ସ ରାକେଟ୍ ଠାବ: ୫ ଯୁବତୀ ଉଦ୍ଧାର, ଗ୍ରାହକ ଦଲାଲ ଅଟକ

ରାଉରକେଲା:ମଙ୍ଗଳବାର ରାଉରକେଲା ଜଗଦା ଅଞ୍ଚଳରେ ଏକ ସେକ୍ସ ରାକେଟ ଠାବ ହୋଇଛି । ଗ୍ରାହକ ସାଜି ସେକ୍ସ ରାକେଟ ଉପରେ ଚଢ଼ାଉ କରିଥିଲା ପୋଲିସ । ରାଉରକେଲାରେ ଖୋଲାଖୋଲି ଭାବେ ନିଜ ଘରେ ଚାଲେଇଥିଲେ ସେକ୍ସ ରାକେଟ । ଝିରପାଣି ପୋଲିସ ସେକ୍ସ ରାକେଟ ଠାବ କରି ୫ ଯୁବତୀଙ୍କୁ ଉଦ୍ଧାର କରିଛି ।…

ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ୪ ଘର

ବାଙ୍କୀ: ଗୋଷ୍ଠୀ ସଂଘର୍ଷରୁ ଜାଳିଦେଲେ ଘର । ତାଳବସ୍ତ ବନହରା ଆଦିବାସୀ ସାହିରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ଟେକାପଥର ମାଡ଼ ପରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଜଳିଗଲା ୪ ବଖରା ଘର । ସେପଟେ ଗୋଷ୍ଠୀ ସଂଘର୍ଷରେ ୧୨ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା…

ଦୁଇ ଶ୍ରମିକଙ୍କୁ ଧକ୍କା ଦେଲା ଲାମ୍ବୋର୍ଗିନୀ କାର

ନୋଏଡା: ଦିଲ୍ଲୀର ନୋଏଡାର ସେକ୍ଟର ୯୪ରେ ଥିବା M3M ପ୍ରୋଜେକ୍ଟ ନିକଟରେ ଫୁଟପାଥରେ ବସିଥିବା ଦୁଇଜଣ ଶ୍ରମିକଙ୍କୁ ଏକ ଦ୍ରୁତଗାମୀ ଲାମ୍ବୋର୍ଗିନୀ କାର ଧକ୍କା ଦେଇଥିଲା। ଯାହା ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଏକ ଘରୋଇ…

ଥାନା IIC ଙ୍କୁ ସଂଘବଦ୍ଧ ଆକ୍ରମଣ, ୨୦ ଅଟକ

କୋରେଇ : କୋରେଇ IIC ଙ୍କୁ ସଂଘବଦ୍ଧ ଆକ୍ରମଣ। ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ସମୟରେ ଯାଜପୁର ଜିଲା କୋରେଇ ପୋଲିସକୁ ପୂର୍ବକୋଟ ଆକ୍ରମଣ କରିଛନ୍ତି ତେଲେଙ୍ଗା ବସ୍ତିର ଲୋକମାନେ। ଏହା  ସହିତ ସେମାନେ  ୨ ଅଭିଯୁକ୍ତଙ୍କୁ ମଧ୍ୟ ଛଡ଼ାଇ ନେଇଛନ୍ତି । ପୋଲିସ ଏହି ଘଟଣାରେ ୨୦ଜଣଙ୍କୁ ଅଟକ…

ସୁକମା ଏନକାଉଣ୍ଟର: ପୁଣି ଜଣେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୧୭  ନକ୍ସଲଙ୍କ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିଲା। ଆଜି ପୁଣି ସୁକମା ବାସାଗୁଡା ଥାନା ଅଞ୍ଚଳର ଟେକମେଟା ଜଂଗଲରେ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ମୃତ ନକ୍ସଲ ମୁଣ୍ଡରେ ରହିଥିଲା ଲକ୍ଷେ ଟଙ୍କାର ପୁରସ୍କାର। ସୂତ୍ର…

ମୋ ସ୍ତ୍ରୀର ୪ ବୟଫ୍ରେଣ୍ଡ; ମୋତେ ମାରିବାକୁ ଧମକ ଦେଇଛନ୍ତି… 

ଗ୍ବାଲିୟର: ମୋ ସ୍ତ୍ରୀର ୪ ବୟଫ୍ରେଣ୍ଡ। ମୋତେ ମାରିବାକୁ ଧମକ ଦେଇଛନ୍ତି। ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଫୁଲବାଗ ଛକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ତଳେ ଧାରଣାରେ ବସିଥିଲେ। ସେ ଦାବି କରିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ୩ରୁ…

ସାନିଆ ମିର୍ଜାଙ୍କ ଭଉଣୀଙ୍କ ଦାୱତ-ଏ-ରମଜାନ ପ୍ରଦର୍ଶନୀରେ ଗୁଳିମାଡ଼

ହାଇଦ୍ରାବାଦ: ଭାରତର କିମ୍ବଦନ୍ତୀ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଭଉଣୀ ଅନମ ମିର୍ଜା ହାଇଦ୍ରାବାଦରେ ଏକ ଦାୱତ-ଏ-ରମଜାନ ପ୍ରଦର୍ଶନୀର ଆୟୋଜନ କରିଥିଲେ। ଯେଉଁଠାରେ ହଠାତ୍ ଗୁଳିଚାଳନା ହେବାରୁ ଉତ୍ତେଜନା ଦେଖାଦେଇଥିଲା। ସୂଚନା ଅନୁଯାୟୀ, ଅନମ ମିର୍ଜାଙ୍କ ଦ୍ୱାରା କିଙ୍ଗସ୍ ପ୍ୟାଲେସରେ…