Latest Odisha News

BREAKING NEWS

Browsing Category

ଅପରାଧ

ଚୂନ ପାଉଡର ଟ୍ରକ୍‌ ଟାଙ୍କି ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ଚୂନ ପାଉଡର ଟ୍ରକ୍‌ ଟାଙ୍କି ଭିତରୁ ଏକ ମୃତଦେହ ଠାବ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ଭାଲୁବସା ପେଟ୍ରୋଲ ଟାଙ୍କି ସମ୍ମୁଖ ନୋ ଏଣ୍ଟ୍ରି ଜୋନରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିଆର-୨୪…

ସିବିଆଇ ରେଡ୍ ଘଟଣାରେ ଗିରଫ ୩ ଜଣ ରିମାଣ୍ଡରେ ଗଲେ

ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ଏକ ବିଳାସପୂର୍ଣ୍ଣ ଗାଡିରୁ ନଗଦ ଟଙ୍କା ଜବତ ଘଟଣାରେ ସିବିଆଇ ଆଜି ୩  ଜଣଙ୍କୁ ଗିରଫ କରିଛି। ଓଡି-୦୫-ବିଭି-୯୯୯୯ ନମ୍ବର ବିଶିଷ୍ଟ ଏକ ମର୍ସିଡିଜ୍ ଗାଡିରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଜବତ କରିଥିଲେ ସିବିଆଇ ଅଧିକାରୀ। ଟଙ୍କା ଜବତ ପରେ ପଚରାଉଚରା ପାଇଁ କାରରେ…

୫ ନକଲି ମାଓବାଦୀ ଗିରଫ, ବନ୍ଧୁକ ଜବତ

ଚିତ୍ରକୋଣ୍ଡା: ନକ୍ସଲ ନାଁ ରେ ଧମକ ଦେଇ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ୩ ଜଣ ଓ ମାଲକାନଗିରି ପଦ୍ମଗିରି ଅଞ୍ଚଳର ୨ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକମାନେ ହେଲେ ମନ ପାଙ୍ଗୀ, ଏମ ନାରାୟଣ, ଜଗୁ ହ୍ୱନ୍ତାଳ, ବିନୋଦ ଜେନା ଓ ଉମାକାନ୍ତ ମାଧଭି।…

ଗଣଦୁଷ୍କର୍ମ ପରେ ବୃଦ୍ଧାଙ୍କୁ ହତ୍ୟା, ୨ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ମାଲକାନଗିରି: ମରିଯାଇଛି ମାନବିକତା। ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟା ପରେ ସମସ୍ତ ପ୍ରମାଣକୁ ନିଆଁ ଲଗାଇ ପୋଡି ଦେଇଥିଲେ ଦୁଷ୍କର୍ମକାରୀ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପାଉଁଶ ଭିତରୁ ପ୍ରମାଣ ବାହାର କରି ହତ୍ୟାକାରୀକୁ କାବୁ କରିଛି…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲା: ଦୋଷୀକୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ବ୍ରହ୍ମପୁର: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ୪ ବର୍ଷ ପରେ ମିଳିଲା ରାୟ। ଦୋଷୀକୁ ମିଳିଛି ୨୦ ବର୍ଷ ଦଣ୍ଡାଦେଶ। ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶନିବାର ଜଣେ ନାବାଳିକା ଛାତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।…

ଟେଣ୍ଡର ଫିକ୍ସିଂ ମାମଲାରେ ୩ ଜଣକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଟେଣ୍ଡର ଫିକ୍ସିଂ ମାମଲାରେ ରାଜଧାନୀରୁ ଦାମୀ ମୂଲ୍ଯବାନ ଗାଡ଼ି ଜବତ ହେବାର ଗୋଟିଏ ଦିନ ପରେ ୩ ଜଣ ଗିରଫ ହୋଇଛନ୍ତି। ୩ ଜଣକ ମଧ୍ୟରେ ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ ଗିରଫ। ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର…

କୋ ଅପରେଟିଭ୍ ବ୍ୟାଙ୍କ ସମେତ ୭ଟି ସ୍ଥାନରେ ଇଡି ରେଡ, ୧୩ କୋଟିରୁ ଅଧିକ ଟଙ୍କା ଜବତ

ମୁମ୍ବାଇ: ମହାରାଷ୍ଟ୍ର ମାଲେଗାଁଓ ସ୍ଥିତ ନାସିକ ମର୍ଚ୍ଚାଣ୍ଟ କୋ ଅପରେଟିଭ୍ ବ୍ୟାଙ୍କ ନାମକୋରେ ଇଡିର ଚଢାଉ। ଇଡି ପକ୍ଷରୁ ଅହମ୍ମଦାବାଦ ଓ ମୁମ୍ବାଇର ୭ଟି ସ୍ଥାନରେ ଚଢାଉ ଏକକାଳୀନ ଚଢାଉ କରାଯାଇଛି। ବ୍ୟାଙ୍କରୁ ଜବତ ହୋଇଛି ୧୩ କୋଟି ୫୦ ଲକ୍ଷ ଟଙ୍କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ…

ବେଙ୍ଗାଲୁରୁରେ ଦ୍ବୀତିୟ ପତ୍ନୀକୁ ହତ୍ୟା କରି ନାଳରେ ଫିଙ୍ଗିଥିବା ସ୍ବାମୀ ବିହାରରୁ ହେଲା ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଉପକଣ୍ଠରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ଡ୍ରେନରେ ଜଣେ ମହିଳାଙ୍କ ମୃତ ଦେହ ମିଳିବା ପରେ ଘଟଣାରେ ଉକ୍ତ ମିହିଳାଙ୍କ ସ୍ବାମୀଙ୍କୁ ବିହାରରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲା ୩୯ ବର୍ଷୀୟ ମହମ୍ମଦ ନସିମ ।…

୧୪୪୦ ବୋତଲ କଫ୍‌ ସିରପ୍‌ ଜବତ, ୫ ଗିରଫ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲାରୁ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କଲା ପୋଲିସ। ୧୪୪୦ ବୋତଲ କଫ୍‌ ସିରପ୍‌ ଜବତ ହୋଇଥିବା ବେଳେ ୫ ଜଣଙ୍କୁ ବାନ୍ଧିଲା ପୋଲିସ। ଏହା ସହ କାର୍‌, ସ୍କୁଟି ମଧ୍ୟ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ, କୋଲକାତାରୁ ସମ୍ଭଲପୁରକୁ ୧୪୪୦ ବୋତଲ କଫ୍‌ ସିରପ୍‌…

ଭଉଣୀକୁ ଅଧିକ ଭଲ ପାଉଥିଲେ ମା’ ଓ ବାପା, ରାଗରେ ପୁଅ ପୁରା ପରିବାରକୁ…

ନୂଆଦିଲ୍ଲୀ: ସାଉଥ ଦିଲ୍ଲୀର ଟ୍ରିପଲ ମର୍ଡର ମାମଲାରେ ଅଭିଯୁକ୍ତ  ପୁଅକୁ ପୋଲିସ ଗିରଫ କରିଛି। ବୁଧବାର ସକାଳେ ରାଜେଶ କୁମାର (୫୧), ତାଙ୍କ ପତ୍ନୀ କୋମଲ (୪୬) ଏବଂ ଝିଅ କବିତାଙ୍କ ମୃତଦେହ ସେମାନଙ୍କ ଦେୱଲି ଗାଁରେ ଥିବା ତାଙ୍କ ନିଜ ଘରୁ ମିଳିଥିଲା। ଛୁରୀରେ  ବେକ କାଟି  ସେମାନଙ୍କୁ…