Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଣ୍ଣୟ କରିବ ଟାସ୍କଫୋର୍ସ !

ନୂଆଦିଲ୍ଲୀ: ଝିଅଙ୍କ ବିବାହର ସର୍ବନିମ୍ନ ବୟସ ନିର୍ଦ୍ଧାରଣ କରିବ କେନ୍ଦ୍ରସରକାରଙ୍କ ଟାସ୍କଫୋର୍ସ । ଦେଶରେ ମାତୃ ମୃତ୍ୟୁ ହାର ରୋକିବା ପାଇଁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଥିବା ଆଜି ବଜେଟ ଉପସ୍ଥାପନା ସମୟରେ ଇସାରା ଦେଇଛନ୍ତି ଅର୍ଥମନ୍ତ୍ରୀ। ଦେଶରେ ବଢୁଥିବା ମାତୃହାର କମାଇବ ପାଇଁ…

କୁହାଳିଆ ସରକାରଙ୍କ ଫମ୍ପା ବଜେଟ୍‌: ରାହୁଲ ଗାନ୍ଧୀ

ମୋଦି ସରକାରଙ୍କ ୨.୦ର ପୂର୍ଣ୍ଣାଙ୍ଗ ବଜେଟ୍‌କୁ ବିରୋଧୀଙ୍କ ଟାର୍ଗେଟ୍ । ଚଳିତ ବଜେଟ୍‌କୁ କେବଳ ଭାଷଣର ରୂପ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ବଜେଟ୍‌ରେ କିଛି ନାହିଁ ବୋଲି ସେ କହିଛନ୍ତି । ଏଥିସହ…

ବଜେଟ ୨୦୨୦: ଗତବର୍ଷ ତୁଳନାରେ ୧୦ ହଜାର ୩୪୦ କୋଟି ବଢ଼ିଲା ପ୍ରତିରକ୍ଷା ବଜେଟ

ନୂଆଦିଲ୍ଲୀ: ଚଳିତ ବର୍ଷର ସାଧାରଣ ବଜେଟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ସଂସଦରେ ଉପସ୍ଥାପନା କରିଛନ୍ତି। ଅନ୍ୟ ସମସ୍ତ ବିଭାଗ ସହ ପ୍ରତିରକ୍ଷା ବିଭାଗ ପାଇଁ ମଧ୍ୟ ବଜେଟ ଘୋଷଣା କରିଛନ୍ତି ସୀତାରମଣ ୨୦୧୯-୨୦ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରତିରକ୍ଷା ବଜେଟର…

ବଜେଟ ୨୦୨୦: ପରିବେଶ ସୁରକ୍ଷା ଉପରେ ଅର୍ଥମନ୍ତ୍ରୀଙ୍କ ଫୋକସ

ନୂଆଦିଲ୍ଲୀ: ଚଳିତ ୨୦୨୦-୨୧ ବର୍ଷର ସାଧାରଣ ବଜେଟରେ ବିତ୍ତମନ୍ତ୍ରୀ ପରିବେଶ ସୁରକ୍ଷା ଉପରେ ମଧ୍ୟ ନିଜ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ନିର୍ମଳ ବାୟୁ ନୀତି ବାବଦରେ ୪୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।…

ବଜେଟ୍ ୨୦୨୦: କ’ଣ ହେଲା ମହଙ୍ଗା ଓ କ’ଣ ହେଲା ଶସ୍ତା ଜାଣନ୍ତୁ

ମହଙ୍ଗା -ସିଗାରେଟ୍‌, ଟବାକୋ, ଇମ୍ପୋଟେଡ୍ ଜୋତା ମହଙ୍ଗା -ଫର୍ଣ୍ଣିଚର, ଚିକିତ୍ସା ଉପକରଣ ଓ କାନ୍ଥ ଫ୍ୟାନ୍ ମହଙ୍ଗା -ଚୀନା ମାଟିରେ ତିଆରି ରୋଷୋଇ ସରଂଜାମ ମହଙ୍ଗା -ଅଟୋ ମୋବାଇଲ୍ ଏବଂ ଅଟୋ ପାର୍ଟସ୍ ମହଙ୍ଗା -ମୋବାଇଲ୍ ଫୋନ୍‌, ଇଲେକ୍‌ଟ୍ରିକ ବାହାନ ମହଙ୍ଗା ଶସ୍ତା -ନ୍ୟୁଜ୍…

ବ୍ୟାଙ୍କ ଜମାକାରୀଙ୍କ ପାଇଁ ବଡ଼ ଘୋଷଣା: ୫ ଗୁଣ ବଢିଲା ଇନସ୍ୟୁରାନ୍ସ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ବ୍ୟାଙ୍କ ଜମାକାରୀଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବରୁ ବ୍ୟାଙ୍କ ବୁଡିଗଲେ କିମ୍ବା ଦେବାଳିଆ ହୋଇଗଲେ ଏହାର ଖାତାଧାରକଙ୍କୁ ଇନସ୍ୟୁରାନ୍ସ ଗ୍ୟାରେଣ୍ଟି ଭାବେ ସର୍ବାଧିକ ୧ ଲକ୍ଷ ଟଙ୍କାର ଅର୍ଥରାଶି ସରକାରଙ୍କ ତରଫରୁ…

ବଜେଟ୍‌ ୨୦୨୦: କେଉଁ ଯୋଜନା ପାଇଁ କେତେ ଟଙ୍କା ଜାଣନ୍ତୁ

-ଜଳଜୀବନ ମିଶନ ୩.୬ ଲକ୍ଷ କୋଟି ଟଙ୍କା -ଗ୍ରାମାଂଚଳରେ ସ୍ୱଚ୍ଛ ଭାରତ ପାଇଁ ୧୨ ହଜାର ୩ଶହ କୋଟି ଟଙ୍କା -ଶିକ୍ଷାକ୍ଷେତ୍ର ପାଇଁ ୯୯ହଜାର ୩୦୦ କୋଟି ଟଙ୍କା -ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କା -ପାଇପ ପାଣି ଯୋଗାଣ ପାଇଁ ୩.୬ ଲକ୍ଷ କୋଟି -କୃଷି ଓ ଜଳ ସେଚନ ପାଇଁ ୨.୩୮ ଲକ୍ଷ…

‘ଏଲ୍‌ଆଇସି’କୁ ନେଇ ବଜେଟ୍‌ରେ ବଡ ଘୋଷଣା, କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ଭାରତୀୟ ଜୀବନ ବୀମା ନଗମକୁ (ଏଲଆଇସି)କୁ ନେଇ କରିଛନ୍ତି ଏକ ବଡ଼ ଘୋଷଣା । 'ଏଲଆଇସି'ରୁ ସରକାରୀ ପୁଞ୍ଜି ପ୍ରତ୍ୟାହାର କରିବାକୁ ସୀତାରମଣ ବଜେଟରେ ଘୋଷଣା କରିଛନ୍ତି । ଏଲଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ଏକ ଆଇପିଓ ଅଣାଯିବ ।…

ବଜେଟରେ ପର୍ଯ୍ୟଟନକୁ ଫୋକସ୍‌; ପ୍ରତିଷ୍ଠା ହେବ ଆଇକନିକ୍ ମ୍ୟୁଜିୟମ, ୨୫୦୦ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୦-୨୧ ଆର୍ଥିକ ବଜେଟ ଉପସ୍ଥାପନ କରୁଥିବା ବେଳେ ଏଥର ପର୍ଯ୍ୟଟନକୁ ମଧ୍ୟ ବେଶ୍ ଗୁରୁତ୍ୱ ଦେଇଛନ୍ତି । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟରେ ୨୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କୌଶଳ ବିକାଶ ଲାଗି ୯୯.୩୦୦ କୋଟି…

ଆୟକରରେ ରିହାତି, ଜାଣନ୍ତୁ ନୂଆ ଟିକସ ସ୍ଲାବ

ନୂଆଦିଲ୍ଲୀ: ବଜେଟ ୨୦୨୦-୨୧ରେ ଆୟକର ସ୍ଲାବରେ ବଡ ଧରଣ ରିହାତି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସ୍ଲାବକୁ ୪ଟି ସ୍ଲାବରେ ବିଭାଗ କରାଯାଇଛି । ୫ଲକ୍ଷ ଯାଏଁ ଆୟ ଉପରେ ସମ୍ପୂର୍ଣ୍ଣ ଆୟକର ରିହାତି ଘୋଷଣା କରିବା ସହ ସର୍ବାଧିକ ୩୦ପ୍ରତିଶତ ଟିକସ ପ୍ରସ୍ତାବ…