Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଆପଲ, ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ଏହି ଆପ୍ସ !

ସାନ ଫ୍ରାନ୍ସିସ୍କୋ: ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ଜଣାଶୁଣା ମେସ୍ସେଜିଙ୍ଗ ଆପ୍ସ "ଟୁ ଟକ" କୁ ପୁଣିଥରେ ପ୍ଲେ ଷ୍ଟୋରରୁ ହଟାଇଦେଇଛନ୍ତି | ଏହା କୁହାଯାଉଥିଲା ଯେ ଏହାର ବ୍ୟବହାର ୟୁଏଇ ସରକାର ଦ୍ୱାରା ନଜର ରେ ରଖାଯାଉଥିଲା | ଏହି ଆପ୍ସ କୁ ପୂର୍ବରୁ ଡିସେମ୍ବର ରେ…

ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ମାଗଣାରେ ଦେବ ୫ ଲକ୍ଷ ଟଙ୍କାର ଜମା ବୀମା, ବଜେଟରେ ବିତ୍ତମନ୍ତ୍ରୀ କରିଥିଲେ ଘୋଷଣା

 ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଜମା ବୀମା ପାଇଁ ସାଧାରଣ ଗ୍ରାହକଙ୍କ ଠାରୁ କୌଣସି ଚାର୍ଜ ନେବନାହିଁ | ଏହି ଭରସା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ର ଚେୟାରମ୍ୟାନ ରଜନିଶ କୁମାର ଦେଇଛନ୍ତି | ଏହି ମାସ ଆରମ୍ଭ ରେ ଆଗତ ବଜେଟ ରେ ବିତ୍ତମନ୍ତ୍ରୀ ନିର୍ମଳା…

ଜାନୁୟାରୀରେ ୪ଜି ଡାଉନଲୋଡ ସ୍ପିଡ଼ ଚାର୍ଟରେ ଜିଓ ସର୍ବାଗ୍ରେ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ଜାନୁୟାରୀ ମାସରେ ସେକେଣ୍ଡ ପ୍ରତି ୨୦.୯ ମେଗାବିଟ (ଏମବିପିଏସ) ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଅନ୍ୟ ସମସ୍ତ ଟେଲିକମ ଅପରେଟରମାନଙ୍କ ଠାରୁ ଯଥେଷ୍ଟ ଆଗରେ ରାହିଥିବା ଭାରତୀୟ…

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର: ବଜାରକୁ ଆସିଲା ୪ଟି ନୂଆ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଏୟାରଟେଲ ଆଣିଛି ୪ଟି ନୂଆ ରିଚାର୍ଜ ପ୍ଲାନ । ଟେଲିକମ୍‌ ସେକ୍ଟରରେ କମ୍ପାନୀମାନଙ୍କ ସେବା ଓ ସୁବିଧା ପ୍ରଦାନ ଲାଗି ପ୍ରତିଯୋଗୀତା ଗ୍ରାହକଙ୍କୁ ବେଶ ଉପକୃତ କରାଉଛି। ଇତି ମଧ୍ୟରେ ଭାରତୀ ଏୟାରଟେଲ ନିଜ ଗ୍ରାହକଙ୍କୁ ଭେଟି ଦେଉଛି ପୁଣି ୪ଟି…

ଆହୁରି ଶସ୍ତା ହେଲା ସୁନା: କେତେ ରହିଛି ଆଜିର ଦର, ଜାଣନ୍ତୁ…

ନୂଆଦିଲ୍ଲୀ: ବିଦେଶୀ ବଜାରରେ ଗତ କିଛିଦିନ ହେବ ସୁନାଦରରେ କ୍ରମାଗତ ହ୍ରାସ ପରିଲିଖିତ ହେଉଛି । ବିଦେଶୀ ବଜାରରେ ଦର ହ୍ରାସ ଯୋଗୁଁ ଭାରତର ଘରୋଇ ବଜାରରେ ମଧ୍ୟ ସୁନା ଦାମ୍ ଉପରେ ପ୍ରଭାବ ପଡୁଛି । ୧୨ ତାରିଖ ଦିଲ୍ଲୀ ବଜାରରେ ସୁନା ଓ ରୂପା ଦର ହ୍ରାସ ଘଟିଥିବା ଦେଖିବାକୁ ମିଳିଛି ।…

‘ଓଆଇସିଏଲ’, ‘ଏନଆଇସିଏଲ’ ଏବଂ ‘ୟୁଆଇଆଇସିଏଲ’ ଲାଗି ପୁଞ୍ଜି ଉପଲବ୍ଧ କରାଇବା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରାୟତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ ଯଥା : ଓରିଏଂଟାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିଃ (ଓଆଇସିଏଲ), ନ୍ୟାସନାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିଃ (ଏନଆଇସିଏଲ) ଓ ୟୁନାଇଟେଡ ଇଣ୍ଡିଆ…

ଲଞ୍ଚ ହେଲା ସାମସଙ୍ଗ ଏସ୨୦ ସିରିଜର ତିନି ସ୍ମାର୍ଟଫୋନ; ଜାଣନ୍ତୁ କ’ଣ ରହିବ ଦାମ…

ନୂଆଦିଲ୍ଲୀ: ବହୁତ ସମୟ ଚର୍ଚ୍ଚାରେ ଥିବା ସାମସଙ୍ଗ ଶେଷରେ ଅଫିସିଆଲି ଭାବେ ଲଞ୍ଚ କରିଛି ନିଜର ଏସ୨୦ ଫ୍ଲାଗସିପ ସ୍ମାର୍ଟଫୋନ | ଦକ୍ଷିଣ କୋରିଆର ଏହି କମ୍ପାନୀ ତାର ଏହି ସ୍ମାର୍ଟଫୋନ ଗାଲାକ୍ସି ଏସ୨୦, ଗାଲାକ୍ସି ଏସ୨୦+ ଓ ଗାଲାକ୍ସି ଏସ୨୦ ଅଲ୍ଟ୍ରା | ଏହାର ଲଂଚିଙ୍ଗ…

ତିନି ପିଏସୟୁ ସାଧାରଣ ବୀମା କମ୍ପାନୀରେ ୨୫୦୦କୋଟି ପୁଞ୍ଜି ଲଗାଇବେ ସରକାର !

ନୂଆଦିଲ୍ଲୀ: ସରକାର ତିନି ପିଏସୟୁ ସାଧାରଣ ବୀମା କମ୍ପାନୀରେ ୨୫୦୦କୋଟି ପୁଞ୍ଜି ଲଗାଇବା କୁ ସରକାର ନିଷ୍ପତ୍ତି ନେଇଛନ୍ତି | ଏହି ତିନି କମ୍ପାନୀ ହେଉଛନ୍ତି ଓରିଏଣ୍ଟାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ଼ (ଓଆଇସିଏଲ), ନେସନାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ଼ (ଏନଆଇସିଏଲ) ଓ ୟୁନାଇଟେଡ଼…

ଓଡ଼ିଶାରେ ଷ୍ଟାର୍ଟଅପ୍ ବିକାଶ ଲାଗି ଏଚଡ଼ିଏଫସି, ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ବ୍ୟାଙ୍କିଂ ମାଧ୍ୟମରେ ଷ୍ଟାର୍ଟଅପଗୁଡ଼ିକର ବିକାଶ ଲାଗି ବୁଧବାର ଦିନ ଓଡ଼ିଶା ସରକାର ଓ ଏଚଡ଼ିଏଫସି ବ୍ୟାଙ୍କ ଲିମିଟେଡ଼ ମଧ୍ୟରେ ଏକ ବୁଝାମଣା (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ଷ୍ଟାର୍ଟଅପ୍ ପଲିସି…

ମହଙ୍ଗା ହେଲା ରନ୍ଧନ ଗ୍ୟାସ; କେଉଁ ସହରରେ କେତେ ରହିଛି ଦର, ଜାଣନ୍ତୁ

ନୂଆଦିଲ୍ଲୀ: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଗ୍ରାହକଙ୍କୁ ଝଟକା। ଅଣସବସିଡି ଏଲପିଜି ଗ୍ୟାସ ବା ରନ୍ଧନ ଗ୍ୟାସ ଦର ୧୪୫ ଟଙ୍କା ବୃଦ୍ଧି ହୋଇଛି । Prices of non-subsidised 14 kg Indane gas in metros, applicable from today: In Delhi…