Latest Odisha News

BREAKING NEWS

Browsing Category

ବାଣିଜ୍ୟ

୧୦ ମିନିଟ ଚାର୍ଜରେ ୪୮୦ କିମି ଚାଲିବ ଏହି ବ୍ୟାଟେରୀ !

ଭୁବନେଶ୍ୱର: ମାର୍କେଟ ରେ ଇଲେକ୍ଟ୍ରିକ ଗାଡିର ଚାହିଦା ବଢିବାକୁ ଲାଗିଲାଣି | ଏହାକୁ ଦୃଷ୍ଟିରେ ରଖି ଗାଡି କମ୍ପାନୀ ମନେ ନୂଆ ନୂଆ ପରୀକ୍ଷଣ କରିବାକୁ ଲାଗିଲେଣି | ଆଗାମୀ ଦିନରେ ବଜାର କୁ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ ଗାଡି କବ୍ଜା କରିନେବ ଏଥିରେ ସନ୍ଦେହ ନାହିଁ | ହେଲେ ଭାରତରେ ଇଲେକ୍ଟ୍ରିକ…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ-ବିପି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ: ୫,୫୦୦ ସ୍ଥାନକୁ ସଂପ୍ରସାରିତ ହେବ…

ମୁମ୍ବାଇ: ଏକ ନୂତନ ଭାରତୀୟ ଇନ୍ଧନ ଓ ଗମନାଗମନ ଯୌଥ ଉଦ୍ୟୋଗ ସ୍ଥାପନ କରିବା ଲାଗି ବିପି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏନେଇ ଗତ ଅକ୍ଟୋବର ମାସରେ ଦୁଇ କମ୍ପାନୀ ମଧ୍ୟରେ ପ୍ରାରମ୍ଭିକ ରାଜିନାମା ହୋଇଥିଲା ।…

ଆସନ୍ତା ଫେବୃଆରୀରୁ ଏହିସବୁ ଫୋନରେ ବନ୍ଦ ହୋଇଯିବ ହ୍ୱାଟସଆପ୍ ସେବା !

ଭୁବନେଶ୍ୱର: ଆସନ୍ତା ୨୦୨୦ ଫେବୃଆରୀରୁ ଆପଣଙ୍କ ଫୋନରୁ ବନ୍ଦ ହୋଇ ଯାଇପାରେ ହ୍ୱାଟସଆପ୍ ସେବା । ଅଫିସିଆଲ ହ୍ୱାଟସଅପ ବ୍ଲଗରେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଛି । କମ୍ପାନୀ ପକ୍ଷରୁ ଜାରି ନୋଟିସ ଅନୁସାରେ, ପୂରୁଣା ମଡେଲ ସ୍ମାର୍ଟ ଫୋନରୁ ହ୍ୱାଟସଆପ୍ କାମ କରିବା ବନ୍ଦ ହୋଇପାରେ । ଏନେଇ…

ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍…

ନୂଆଦିଲ୍ଲୀ: ୨୦୨୦ ସାଧାରଣ ବଜେଟ ପୂର୍ବରୁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀ ଠାରେ ବିଭିନ୍ନ ଅଂଶୀଦାରଙ୍କ ସହିତ ପ୍ରାକ-ବଜେଟ ଆଲୋଚନା କରିଛନ୍ତି । ତାଙ୍କର ପ୍ରଥମ ବୈଠକରେ ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନଟେକ ଓ ଷ୍ଟାର୍ଟଅପ୍ସ ଜଗତର…

ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ଲିଷ୍ଟ୍; ଇଣ୍ଡିଆନ ଅଏଲକୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଶୀର୍ଷରେ !

ଭୁବନେଶ୍ୱର: ରିଲାଏନ୍ସ ଇଂଣ୍ଡଷ୍ଟ୍ରୀଜ, ଇଣ୍ଡିଆନ ଅଏଲକୁ ପଛରେ ପକାଇ ଫରଚ୍ୟୁନ ଇଣ୍ଡିଆ ୫୦୦ ସୂଚୀରେ ଶୀର୍ଷ ସ୍ଥାନରେ ପହଂଚିଗଲା । ସୂଚନାଯୋଗ୍ୟ ଯେ ୧୦ ବର୍ଷଧରି ଭାରତୀୟ କମ୍ପାନୀ ହିସାବରେ ଇଣ୍ଡିଆନ ଅଏଲ ଏହି ଲିଷ୍ଟର ଶୀର୍ଷ ସ୍ଥାନ ଅଧିକାର କରିଥିଲା । ଫରଚ୍ୟୁନ ଇଣ୍ଡିଆ କହିଛି ଯେ,…

ଆଜିଠାରୁ ବ୍ୟାଙ୍କ ଉପଭୋକ୍ତା ପାଇପାରିବେ କେଉଁ ସବୁ ସୁବିଧା, ଜାଣନ୍ତୁ…

ଭୁବନେଶ୍ୱର: ଆରବିଆଇର ନିର୍ଦେଶ ଅନୁସାରେ ଆଜିଠାରୁ ବ୍ୟାଙ୍କ କଷ୍ଟମର୍ସକୁ କୌଣସି ଦିନ ଓ କୌଣସି ସମୟରେ ଏନଇଏଫଟି ଦ୍ୱାରା ଗୋଟିଏ ଖାତାରୁ ଅନ୍ୟ ଖାତାକୁ ଟଙ୍କା ପଠାଇବାର ସୁବିଧା ମିଳିବ | କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ କହିଥିଲା ଯେ, ୧୬ ଡ଼ିସେମ୍ବରରୁ ବ୍ୟାଙ୍କ ନିଜର ଉପଭୋକ୍ତାଙ୍କୁ…

ସରକାର ଆର୍ଥିକ ବୃଦ୍ଧିରେ ଅଗ୍ରଗତି କରିବା ପାଇଁ ବଜାର ଚାହିଦା ବଢାଇବା ଉପରେ ଧ୍ୟାନ ଦେଉଛନ୍ତି: ମୁଖ୍ୟ ଆର୍ଥିକ…

ଭୁବନେଶ୍ୱର: ମୁଖ୍ୟ ଆର୍ଥିକ ପରାମର୍ଶଦାତା ବି ସୁବ୍ରମନ୍ୟମ ଶୁକ୍ରବାର ଦିନ କହିଲେ ଯେ ସରକାର ଆର୍ଥିକ ବୃଦ୍ଧିରେ ଅଗ୍ରଗତି କରିବା ପାଇଁ ବଜାର ଚାହିଦା ବଢାଇବା ଉପରେ ଧ୍ୟାନ ଦେଉଛନ୍ତି | ସେ ଅର୍ଥବ୍ୟବସ୍ଥା କୁ ଛଅ ବର୍ଷରେ ନିମ୍ନ ଆର୍ଥିକ ବୃଦ୍ଧି ରୁ ଉପରକୁ ନେବା ପାଇଁ ଉଠାଯାଉଥିବା ପଦକ୍ଷେପ…

ପେଟିଏମକୁ ଗୋଟିଏ ମାସରୁ କମ ସମୟରେ ମିଳିଲା ୨ୟ ଅର୍ଥ; ଜୁଟାଇଲା ୪,୭୨୪ କୋଟି ଟଙ୍କା

ନୂଆଦିଲ୍ଲୀ: ଡିଜିଟାଲ ପେମେଂଟ ଷ୍ଟାର୍ଟଅଫ ପେଟିଏମ୍ ୪,୭୨୪.୪୨ କୋଟି ଟଙ୍କା ତାଜା ଅର୍ଥ ସଂଗ୍ରହ କରିଛି | ପେଟିଏମ୍ ଏହି ଫଣ୍ଡିଂ ଅଲିବାବାର ଅଲି ପ୍ଲେ ଓ ସଫ୍ଟ ବ୍ୟାଙ୍କର ଏସବିଏଫ ପାର୍ଟନର ଓ ଟି ରୋ ପ୍ରାଇସ ଆଦି ନିବେଶକଙ୍କ ଠାରୁ ଏକାଠି କରିଛି | ଗଣମାଧ୍ୟମ ଖବର ସର୍ବରାହ ସଂସ୍ଥା…

ଇନକମ ଟ୍ୟାକ୍ସରେ ରିହାତି ମିଳିବାର ସମ୍ଭାବନା; ଟ୍ୟାକ୍ସ ରେଟରେ ହୋଇପାରେ ପରିବର୍ତ୍ତନ !

ଭୁବନେଶ୍ୱର: ବିତ୍ତ ମନ୍ତ୍ର ନିର୍ମଳା ସୀତାରମଣ ନିକଟରେ ଇନକମ ଟ୍ୟାକ୍ସରେ କମ କରିବା ପାଇଁ ସଂକେତ ଦେଇଛନ୍ତି | ବିସ୍ଲେଷକ କହିବାନୁସାରେ ବିତ୍ତ ବର୍ଷ ୨୦୨୦-୨୧ ର ବଜେଟ୍ ରେ ଆୟକର ରିହାତି ଘୋଷଣା ହୋଇପାରେ | ଏହି ସୁବିଧା କୋଟି କୋଟି ବେତନଭୋଗୀ ଙ୍କୁ ସିଧା ଫାଇଦା ହେବ | ଯେଉଁ ମାନେ…

କ୍ୟାବିନେଟ ବୈଠକ: ତିନି ସରକାରୀ ବୀମା କମ୍ପାନୀ ହୋଇପାରେ ବିଲୟ !

ଭୁବନେଶ୍ୱର: ଦେଶର ତିନି ପ୍ରମୁଖ ସରକାରୀ ବୀମା କମ୍ପାନୀ ଯଥା- ଓରିଏଣ୍ଟାଲ ଇଂନସୁରାନ୍ସ, ନେସନାଲ ଇଂନସୁରାନ୍ସ ଓ ୟୁନାଇଟେଡ଼ ଇଂନସୁରାନ୍ସ କୁ କେନ୍ଦ୍ର ସରକାର ବିଲୟ କରିପାରନ୍ତି | ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ସପ୍ତାହରେ ଆୟୋଜିତ ବୈଠକରେ…