Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ଭାରତର ଜିଡିପି ବୃଦ୍ଧି ୪.୫% କୁ ହ୍ରାସ ଘଟିଲା

ଭୁବନେଶ୍ୱର: ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ଭାରତର ଅର୍ଥବ୍ୟବସ୍ଥାର ଅଗ୍ରଗତି ହ୍ରାସ ଘଟିଛି, କାରଣ ଉପଯୋଗ ବଢ଼ିବାରେ ବିଫଳ ହେଲା ଓ ଘରୋଇ ନିବେଶ ସ୍ଥିର ରହିଲା | ସରକାରୀ ଖର୍ଚ୍ଚ ବୃଦ୍ଧି ଘଟିଲା ଓ ଅର୍ଥବ୍ୟବସ୍ଥା କୁ ସମ୍ଭାଳିରଖିବାକୁ ସାହାଯ୍ୟ କଲା | ସକାଳ ମୂଲ୍ୟ ବର୍ଦ୍ଧିତ ଶବ୍ଦରେ,…

ଠିକାକର୍ମଚାରୀଙ୍କ ବେତନର ଦାୟିତ୍ୱ ‘ବିଏସଏନଏଲ’ ଓ ‘ଏମଟିଏନଏଲ’ର ନୁହେଁ : ଟେଲିକମ…

ଭୁବନେଶ୍ୱର: ବିଏସଏନଏଲ ଓ ଏମଟିଏନଏଲରେ କାମ କରୁଥିବା ଠିକା କର୍ମଚାରୀଙ୍କ ଚିନ୍ତା ସେମାନଙ୍କୁ ନିଜକୁ କରିବାକୁ ପଡିବ ବୋଲି ଗୁରୁବାର ଦିନ ସଂସଦରେ ଆଇଟି ଓ ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ଦୁଇ କମ୍ପାନୀ ରେ ଯେଉଁ କର୍ମଚାରୀ ଠିକାରେ…

କଲ୍ ଡ୍ରପରୁ ମିଳିବ ମୁକ୍ତି; ଏଆରଟେଲ ଆଣୁଛି ‘ଭଏସ ଓଭର ୱାଇଫାଇ’ ସେବା

ଭୁବନେଶ୍ୱର: ଟେଲିକମ୍ କମ୍ପାନୀ ଭାରତୀ ଏଆରଟେଲ ଡ଼ିସେମ୍ବର ମାସରେ ଆଣୁଛି 'ଭଏସ ଓଭର ୱାଇଫାଇ ସେବା' । ଏହିସେବା ଦ୍ୱାରା ଗ୍ରାହକ ମାନେ ଘରଭିତରେ ବା ବାହାରେ ଉତ୍ତମ ଗୁଣବତ୍ତା କଲ କରିପାରିବାର ସକ୍ଷମ ହେବେ । ଏହି ସେବାକୁ କମ୍ପାନୀ ତାର କର୍ମଚାରୀଙ୍କ ଦ୍ୱାରା ପରୀକ୍ଷଣ କରିସାରିଛି ।…

ରିଲାଏନ୍ସ କମ୍ପାନୀ ଭାରତର ପ୍ରଥମ ଫାର୍ମ ଭାବେ ଅତିକ୍ରମ କଲା ୧୦ ଲକ୍ଷ କୋଟି ମାର୍କେଟ କ୍ୟାପ

ଭୁବନେଶ୍ୱର: ଦୁନିଆର ସବୁଠୁ ବଡ଼ ନିଫାଇନାରୀ ଏବେ ଭାରତର ପ୍ରଥମ କମ୍ପାନୀ ଯିଏ ବଜାର ପୁଞ୍ଜିକରଣରେ ୧୦ ଲକ୍ଷ କୋଟି ଅଙ୍କ ପର କରିଛି । ରିଲାଏନ୍ସ କମ୍ପାନୀର ସେୟାର ୦.୬୪ ପ୍ରତିଶତ ବଢି ୧,୫୭୯.୯୦ ଟଙ୍କାରେ ପହଞ୍ଚି ଯାଇଛି । ବ୍ଲୁମବର୍ଗର ହିସାବ ଅନୁସାରେ ନିପଟି ୫୦ ଇଂଡ଼େକ୍ସର ଅବଧି…

ଭାରତରେ ଲଞ୍ଚ୍ କରୁଛି ‘ମି ନୋଟ୍ ଟେନ୍’; ୧୦୮ ମେଗାପିକ୍ସେଲ କ୍ୟାମେରା ସହ ୫୨୬୦ ଏମଏଏଚ ବ୍ୟାଟେରୀ !

ଭୁବନେଶ୍ୱର : ସାଓମି ଭାରତକରେ ଫୁଣି ଏକ ଦମଦାର ଫୋନ ଲଞ୍ଚ କରିବ | ଜାତୀୟ ଗଣମାଧ୍ୟମ ସୂଚନାନୁସାରେ ୨୦୧୯ ଶେଷ ହେବା ପୂର୍ବରୁ ଏହି ଫୋନ ଭାରତରେ ଲଞ୍ଚ କରିବ | ସାଓମି ର ଏହି ଫୋନ ମି ନୋଟ ୧୦ ହୋଇପାରେ କାରଣ ମି ନିଜ ଟିଜର ରେ ୧୦୮ ମେଗା ପିକ୍ସସେଲ କଥା କହିଛି ଯାହା କେବଳ ଏହି ଫୋନରେ ଉପଲବ୍ଧ…

ଏନଫିଲ୍ଡ ଗାଡି ପ୍ରେମୀଙ୍କ ପାଇଁ ଖୁସିଖବର, ଏବେ ବାଇକକୁ ନିଜ ଇଛାନୁସାରେ ଦେଇପାରିବେ ଲୁକ୍

ଭୁବନେଶ୍ୱର: ରୟାଲ ଏନଫିଲ୍ଡ ଗାଡି ପାଇଁ ସୌକ ରଖୁଥିବା ଗ୍ରାହକଙ୍କ ଲାଗି ଖୁସୀଖବର | ଏହି ଗାଡିକୁ ନିଜ ପସନ୍ଦ ଅନୁସାରେ ଲୁକ୍ ଦେେଇପାାରିବେ। ଏଥିପାଇଁ କମ୍ପାନୀ ଅନଲାଇନ କଂଫିର୍ଗେଟର ଲଞ୍ଚକରିଛି | ଲଞ୍ଚ କରାଯାଇଥିବା ଏହି ଅନଲାଇନ କଂଫିର୍ଗେଟରରେ କମ୍ପାନୀ ନିଜର ବିସ୍ତୃତ ରେଞ୍ଜର…

ରାଜ୍ୟର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ପ୍ରସ୍ତୁତ ହେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ବାୟୋଡିଜେଲ ଉତ୍ପାଦନ କରିବା ପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ୍(ଇଓଆଇ) ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଲିଖିତ…

ଭାରତରେ ଲଞ୍ଚ ହେଲା ଗୁଗୁଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକର

ଭୁବନେଶ୍ୱର: ସ୍ମାର୍ଟ ସ୍ପିକର କ୍ଷେତ୍ରରେ ଆମାଜନ ଇକୋ ଡଟ କୁ ମାତ ଦେବାପାଇଁ ଗୁଗୁଲ ଲଞ୍ଚ କଲା ତାର ନୂଆ ସ୍ମାର୍ଟ ସ୍ପିକର ଗୁଗୁଲ ନେଷ୍ଟ ମିନି ଲଞ୍ଚ କରିଛି । ପୂର୍ବ ମାସରେ ନ୍ୟୁୟର୍କ ରେ ଗୁଗୁଲ ପିକ୍ସେଲ ୪ ସହିତ ଗୁଗୁଲ ମିନି ଲଂଚକରିଥିଲା । ସ୍ମାର୍ଟ ସ୍ପିକର ଶ୍ରେଣୀର ସ୍ପିକର ୨୦୧୭…

ଜାନୁଆରୀ ୧ରୁ ମହଙ୍ଗା ହେବ ଫ୍ରିଜ୍ ଓ ଏସି…

ଭୁବନେଶ୍ୱର: ଫ୍ରିଜ ଓ ଏସି ଇତ୍ୟାଦି କିଣିବାକୁ ଚାହୁଁଥିବା ଉପଭୋକ୍ତା ଏକ ଜାନୁଆରୀ ପୂର୍ବରୁ କିଣିଦିଅନ୍ତୁ | କାରଣ ୧ ଜାନୁଆରୀ ୨୦୨୦ ରୁ ପକେଟରୁ ଅଧିକା ୬୦୦୦ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିପାରେ | ଜାନୁଆରୀରୁ ବ୍ୟୁରୋ ଅଫ ଏନର୍ଜି (ବି.ଇ.ଇ) ପାଞ୍ଚ ତାରକା ମାନଙ୍କ ଲାଗୁକରିବାକୁ…

ଫେସବୁକ ଲଞ୍ଚ କଲା ‘ହ୍ବେଲ୍’ ଆପ୍ସ, ସହଜରେ ତିଆରି କରିପାରିବେ ମେମେସ୍

ଭୁବନେଶ୍ୱର : ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ଲଞ୍ଚ କରିଛି ନୂଆ ଆପ୍ସ | ଏହି ଆପ୍ସ ଫେସବୁକ ଓ 'ନିୟୁ ପ୍ରଡ଼କ୍ଟ ଏକ୍ସପେରିମେଂଟ (ଏନ.ପି.ଆଇ)' ଟିମ୍ ମିଳିତ ଭାବେ ତିଆରି କରିଛନ୍ତି | ସୋସିଆଲ ମିଡ଼ିଆ ଫେସବୁକରେ ବିଭିନ୍ନ ବିଷୟକୁ ନେଇ ମେମେସ ତିଆରିକରିବା…