Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଓଡ଼ିଶାରେ ଜିଓର ଜୟ ଯାତ୍ରା ଜାରି; ଅକ୍ଟୋବରରେ ଓଡ଼ିଶାରେ ଯୋଡ଼ିଲା ୬.୧୪ ଲକ୍ଷ ଗ୍ରାହକ 

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଭାବରେ ନିଜର ଜୟଯାତ୍ରାକୁ ଜାରି ରଖି ରିଲାଏନ୍ସ ଜିଓ ୨୦୧୯ ଅକ୍ଟୋବର ମାସରେ ଓଡ଼ିଶାରେ ୬.୧୪ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି ବୋଲି ଟ୍ରାଇ ପକ୍ଷରୁ ୨୦୧୯ ଡିସେମ୍ବର ୩୦ରେ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ…

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ନ୍ୟାସନାଲ ଇନଫ୍ରାଷ୍ଟ୍ରକ୍ଚର ପାଇପଲାଇନ ପାଇଁ ୧୦୨ ଲକ୍ଷ କୋଟି ହେବ ନିବେଶ

ଭୁବନେଶ୍ୱର: କେନ୍ଦ୍ର ସରକାର ରଷ୍ଟ୍ରୀୟ ପାଇପଲାଇନର ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏକ ରୋଡ଼ ମ୍ୟାପ ତିଆରି କରିଛନ୍ତି। ଏହି ଇନଫ୍ରାଷ୍ଟ୍ରକ୍ଚର ପାଇପ ଲାଇନ ପାଇଁ ୧୦୨ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ । ସରକାର ଅଶାବ୍ୟକ୍ତ କରୁଛନ୍ତି ଯେ ଏଥିରେ ସରକାର ନିଜର ପାଞ୍ଚ ଟ୍ରିଲିଅନ…

ଇ-କମର୍ସରେ ଧମାଲ କରିବା ପ୍ରସ୍ତୁତିରେ ରିଲାଏନ୍ସ: ଫ୍ଲିପକାର୍ଟ ଓ ଆମାଜନ ସହ କରିବ କଡା ଟକ୍କର

ଭୁବନେଶ୍ୱର: ଭାରତରେ ଅନଲାଇନ କିଣିବାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଛୋଟ ହେଉ ଅବା ବଡ଼ ସବୁକିଛି ଅନଲାଇନ ରେ। ଏମିତିକି ସହରଠୁ ଗାଁ ପର୍ଯ୍ୟନ୍ତ ଡେଲିଭରୀ ସୁବିଧା ଲୋକମାନଙ୍କୁ ଅନଲାଇନ ରେ କିଣିବାକୁ ମନ ବଳାଉଛନ୍ତି । ବର୍ତ୍ତମାନ ଇ-କମର୍ସ କ୍ଷେତ୍ରରେ ବହୁ କମ୍ପାନୀ ଥିଲେ ମଧ୍ୟ…

ସ୍ୱତନ୍ତ୍ର ପ୍ଲାନ ସହ ଗ୍ରାହକଙ୍କୁ ବିଏସଏନଏଲର ନୂଆବର୍ଷ ଭେଟି !

ଭୁବନେଶ୍ୱର: ଭାରତ ସଞ୍ଚାର ନିଗମ ଲିମିଟେଡ଼ (ବିଏସଏନଏଲ) ନୂଆବର୍ଷ ଉପଲକ୍ଷେ ନିଜ ଗ୍ରାହକଙ୍କୁ ପାଇଁ ନୂଆ ଅଫର ଆଣିଛି । ବିଏସଏନଏଲ ପକ୍ଷରୁ ଜାରି ସୂଚନା ଅନୁସାରେ ୧୯୯୯ ଟଙ୍କାର ରିଚାର୍ଜରେ ଗ୍ରାହକଙ୍କୁ ୬୦ ଦିନ ଅଧିକ ବୈଧତା ମିଳିବ । ସ୍ୱଳ୍ପ ସମୟ ପାଇଁ ଉପଲବ୍ଧ ଏହି ସ୍ୱତନ୍ତ୍ର ଅଫର ବଡ…

ନୂଆରୂପରେ ବଜାଜ ଚେତକ; ଜାଣନ୍ତୁ କେବେ ହେବ ଲଞ୍ଚ…

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ସ୍କୁଟର ନିର୍ମାତା କମ୍ପାନୀ ବଜାଜା ଅଟୋ ଦେଶରେ ନିଜର ଲୋକପ୍ରିୟ ବ୍ରାଣ୍ଡ 'ବଜାଜ ଚେତକ'କୁ ଇଲେକ୍ଟ୍ରିକ ରୂପରେ ବଜାରକୁ ଆଣିବ | ଆଗାମୀ ଜାନୁଆରୀ ମାସରେ ଏହାକୁ ଗ୍ରାହକଙ୍କ ପାଇଁ ବିକ୍ରି କରିବ | ଏହା ପୂର୍ବରୁ କମ୍ପାନୀ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଜାରୀ…

ଜାନୁଆରୀ ୧ରୁ ଶ୍ରମ ମନ୍ତ୍ରାଳୟ ଲାଗୁ କରିବ ପେନସନ ‘କମ୍ୟୁଟେସନ’ ସୁବିଧା

ନୂଆଦିଲ୍ଲୀ: ଶ୍ରମ ମନ୍ତ୍ରାଳୟ କର୍ମଚାରୀ ଭାବିଷ୍ୟନିଧି ସଂଗଠନ (ଇପିଏଫଓ) ର କର୍ମଚାରୀ ପେନସନ ଯୋଜନା ରେ ପେନସନ ରାଶୀ ରେ ଏକକ ଆଂଶିକ ରାଶୀ କାଢ଼ିବା ବା 'କମ୍ୟୁଟେସନ' ର ସୁବିଧା ଆସନ୍ତା ଜାନୁୟାରୀ ଠାରୁ ଏହି ସୁବିଧା ମିଳିବ | ଏହି ପଦକ୍ଷେପ ଦ୍ୱାରା ୬.୩ ଲକ୍ଷ ପେନସନଭୋଗୀ ଉପକୃତ ହେବେ |…

ଭାରତର ୧୨୫ କୋଟି ଲୋକଙ୍କ ପାଖରେ ରହିଛି ଆଧାର କାର୍ଡ

ନୂଆଦିଲ୍ଲୀ: ବର୍ଷ ୨୦୧୯ର ଶେଷରେ ଆଧାର ତିଆରିରେ ନୂଆ ଉପଲବ୍ଧି ଆସିଛି | ଏବେ ଭାରତର ୧୨୫ କୋଟି ଲୋକ ନିଜର ଆଧାର ତିଆରି କରିସାରିଲେଣି | ଏଥିରେ ଛୁଆ, ବୃଦ୍ଧବୃଦ୍ଧା ଓ ଯୁବକ ସାମିଲ ଅଛନ୍ତି | ୟୁନିକ ଆଇଡେଣ୍ଟି ଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଘୋଷଣା କରିଛି ଯେ ୧.୨୫ ବିଲିଅନ…

ଜିଏସଟି ରିଟର୍ଣ୍ଣ ଦାଖଲ ନକଲେ ହୋଇପାରେ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ !

ନୂଆଦିଲ୍ଲୀ: ଜିଏସଟି ରିଟର୍ଣ୍ଣ (ଵସ୍ତୁ ଓ ସେବା କର ରିଟର୍ଣ୍ଣ) ଦାଖଲ ନକରିବା ଏବେ କାରବାର କରୁଥିବା ଲୋକଙ୍କ ପାଇଁ ଭାରୀ ପଡିବ | ମିଡ଼ିଆ ରିପୋର୍ଟ ଅନୁସାରେ, ଜିଏସଟି ରିଟର୍ଣ୍ଣ ଦାଖଲ ନକରୁଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇପାରେ ବା ତାଙ୍କ ରେଜିଷ୍ଟ୍ରେସନ ବାତିଲ ହୋଇପାରେ |…

ଆଫଗାନିସ୍ଥାନରୁ ଆସିବ ପିଆଜ; ଦରବୃଦ୍ଧି ନେଇ ବଢିଲା ଖାଉଟୀଙ୍କ ଚିନ୍ତା !

କଟକ/ଭୁବନେଶ୍ୱର: ନିକଟରେ ପିଆଜ ଦର ହ୍ରାସ ହେବାର କୌଣସି ସମ୍ଭାବନା ନଥିବାରୁ ଓଡ଼ିଶାର ଖାଉଟୀଙ୍କ ଏବେ ଚିନ୍ତା ବୃଦ୍ଧି ହେବା ସ୍ୱାଭାବିକ । ଏସମ୍ପର୍କରେ କଟକ ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଶୁକ୍ରବାର ଦିନ ‘ଓଡ଼ିଶା ସମ୍ବାଦ’କୁ କହିଛନ୍ତି ଯେ, ମହାରାଷ୍ଟ୍ରର…

ମହିଳାଙ୍କ ପାଇଁ ନୂଆ ଫିଚର ସହ ଆସୁଛି ରୟାଲ ଏନଫିଲଡ !

ଭୁବନେଶ୍ୱର: ରୟାଲ ଏନଫିଲଡ଼, ଯାହା ନିଜର ଭାରି ରେଟ୍ରୋ ମଟର ସାଇକେଲ ପାଇଁ ପ୍ରସିଦ୍ଧ ଅଟେ , ତାହା ଏବେ ମହିଳା ଓ ଯୁବ ବର୍ଗଙ୍କ ପାଇଁ ହାଲୁକା ଓ ଶସ୍ତାରେ ମୋଟରସାଇକେଲ ଆଣିବାକୁ ଯାଉଛି । ତେବେ ଏହାକୁ ଏକ୍ସପ୍ଲୋରର ବା ହଣ୍ଟର ବି କୁହାଯାଇପାରେ। ତେବେ କମ୍ପାନୀ ଏବେ ଏହାର କୋଡନେମ୍…