Latest Odisha News

BREAKING NEWS

Browsing Category

ବାଣିଜ୍ୟ

ପୁଣି ହ୍ରାସ ପାଇଲା ସୁନାରୂପା ଦର, ଜାଣନ୍ତୁ ବର୍ତ୍ତମାନ କେତେ ରହିଛି ବଜାର ମୂଲ୍ୟ

ନୂଆଦିଲ୍ଲୀ: ପୁଣି ହ୍ରାସ ପାଇଲା ସୁନାରୂପା ଦର । ଶନିବାର ସୁନା ମୂଲ୍ୟ ୧୭୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୩୮ ହଜାର ୩୯୦ ଟଙ୍କାରେ ପହଞ୍ଚିଛି । ଫଳରେ ଗତ ୫ ଦିନ ମଧ୍ୟରେ କ୍ରମାଗତ ଭାବେ ସୁନା ମୂଲ୍ୟରେ ପାଖାପାଖି ହ୍ରାସ ଘଟୁଛି। ଏହା ପୂର୍ବରୁ କେବେ ସୁନା ଦରରେ ଏଭଳି ହ୍ରାସ…

କର୍ପୋରେଟ ଟ୍ୟାକ୍ସ ହ୍ରାସ ପରେ ଶିଳ୍ପଜଗତରେ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ: ‘ଭାରତୀୟ ଶିଳ୍ପ ଜଗତ ଲାଗି ଏହାଠାରୁ ବଳି ପୂଜା ଉପହାର ଆଉ କିଛି ନାହିଁ,’ବୋଲି କହିଛି ଭାରତୀୟ ଶିଳ୍ପ ମହାସଂଘ । ଶୁକ୍ରବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟ୍ୟାକ୍ସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ ହେବା ନେଇ ଏକ ବିରାଟ ଘୋଷଣା କରିବା ପରେ…

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି !

ନୂଆଦିଲ୍ଲୀ: କାର୍ଯ୍ୟରତ ୧୨ ଲକ୍ଷ ରେଳ କର୍ମଚାରୀ ହେବାକୁ ଯାଉଛନ୍ତି ଉପକୃତ । ରେଳ ବିଭାଗରେ କାମ କରୁଥିବା ୧୨ ଲକ୍ଷ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବାଲାଗି କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହାସହ ଖୁବ ଶୀଘ୍ର 'ଡିଏ' ବୃଦ୍ଧି ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି ।…

ପିଏଫ୍‌ ଖାତାଧାରୀଙ୍କୁ ୨୦୧୮-୧୯ ଲାଗି ମିଳିବ ୮.୬୫ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ପିଏଫ୍‌ ଖାତାଧାରୀଙ୍କ ପାଇଁ ଖୁସିଖବର। ୨୦୧୮-୧୯ ବର୍ଷ ପାଇଁ ଭବିଷ୍ୟନିଧି ଜମାକାରୀଙ୍କୁ ୮.୬୫ ପ୍ରତିଶତ ଦରରେ ସୁଧ ମିଳିବ। ଏ ନେଇ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ସୂଚନା ଦେଇଛନ୍ତି। ଇପିଏଫ୍‌ଓ ପାଇଁ ନିଷ୍ପତ୍ତି ନେଉଥିବା ବୋର୍ଡ ଚଳିତବର୍ଷ ଫେବୃଆରୀ ମାସରେ ୮.୬୫…

ପ୍ରାୟ ୨୩୦୦ ଟଙ୍କା କମିଛି ସୁନାଦର !

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ସୁନାରୂପା ଦର କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଥିବା ବେଳେ କିଛିଦିନ ହେବ ଦର ଲଗାଦାର ହ୍ରାସ ହେଉଛି । ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ରୂପା କିଲୋ ୫୦ ହଜାର ଟଙ୍କା ଅତିକ୍ରମ କରିଥିବା ବେଳେ ସୁନା ୧୦ ଗ୍ରାମକୁ ୪୦ ହଜାର ଟଙ୍କା…

‘ଡିଜେଏସଆଇ’ରେ ଅନ୍ତର୍ଭୁକ୍ତ ହେଲା ‘ହିଣ୍ଡାଲକୋ’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପର କଂପାନି ହିଣ୍ଡାଲକୋ ଏସଆଣ୍ଡପି ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡିସେସ (ଡିଜେଏସଆଇ)ରେ ଅନ୍ତର୍ଭୁକ୍ତ ହୋଇଛି । ଚଳିତ ବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ଭାରତର ଏକମାତ୍ର ଆଲୁମିନିୟମ ର୍ନିମାତା ହେଉଛି ହିଣ୍ଡାଲକୋ । କର୍ପୋରେଟ ସଷ୍ଟେନେବିଲିଟି…

ତିନି ଗୁଣା ବଢିବ କ୍ୟାବ ଭଡା !

ଭୁବନେଶ୍ୱର: ଓଲା, ଉବେର ଏବଂ ଅନ୍ୟ କ୍ୟାବରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ଦେବାକୁ ପଡିପାରେ ୩ ଗୁଣା ଭଡା । କାରଣ କ୍ୟାବ ଗୁଡିକ ନିଜର ଯାତ୍ରା ଭଡା ତିନି ଗୁଣା ବଢାଇବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମୋଟର ଯାନ ସଂଶୋଧନ ଆଇନରେ କେନ୍ଦ୍ର ସରକାର କ୍ୟାବ୍‌…

ଗ୍ରାହକଙ୍କ ପାଇଁ ଖୁସି ଖବର; ୨ ହଜାର ଟଙ୍କା ହ୍ରାସ ପାଇଲା ସୁନାଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନାଦର କ୍ରମାଗତ ଭାବେ ବଢି ୧୦ ଗ୍ରାମକୁ ୪୦ ହଜାର ଟଙ୍କା ପାରି କରିଥିଲା । ହେଲେ ଏବେ ସୁନା ଦର ଟିକିଏ କମିବାରେ ଲାଗିଛି । ଗୋଟିଏ ସପ୍ତାହରେ ଏହା ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି । ସେପ୍ଟେମ୍ବର ୫ ତାରିଖରେ ଦଶଗ୍ରାମ ପ୍ରତି ୪୦,୪୭୦ ଟଙ୍କା ଥିବା ବେଳେ…

ଚଳିତ ଆର୍ଥିକ ବର୍ଷରେ ପଞ୍ଚମ ଥର ପାଇଁ ସୁଧହାର ହ୍ରାସ କଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଋଣ ଏବଂ ଫିକ୍ସଡ ଡିପୋଜିଟ୍ ଉପରେ ସୁଧହାର ହ୍ରାସ କରିଥିବା ଘୋଷଣା କରିଛି । ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଥିବା କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ…

ୟେସ୍‌ ବ୍ୟାଙ୍କ ଅଂଶଧନ କିଣିବ ପେଟିଏମ୍‌

ନୂଆଦିଲ୍ଲୀ: ଘରୋଇ ୟେସ୍‌ ବ୍ୟାଙ୍କର ଅଂଶଧନ କିଣିବାକୁ ଯାଉଛି ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଦେଶର ଅଗ୍ରଣୀ କମ୍ପାନୀ ଭାବେ ପରିଚୟ ସୃଷ୍ଟି କରି ପରିଥିବା 'ପେଟିଏମ୍‌' । ମିଳିଥିବା ସୂଚନା ଅନୁଯାୟୀ, ଅଂଶଧନ କିଣିବିକା ନେଇ ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ସହ ଆଲୋଚନା…