Latest Odisha News

BREAKING NEWS

Browsing Category

ବାଣିଜ୍ୟ

ନୂଆ ଫିଚର ସହ ଆସିଲା ହ୍ୱାଟ୍ସଆପ୍‌, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ ଆଣିଛି ଆଉ ଏକ ନୂଆ ଫିଚର୍। ହ୍ୱାଟ୍ସଆପ୍‌ର ନୂଆ ଅପଡେଟ୍‌ ୨.୧୯.୧୨୦ ଭର୍ସନରେ ଏବେ କଲ୍‌ ୱେଟିଂ ଫିଚର୍‌ ଆସିଯାଇଛି। ଏହାସହ ଏହି ନୂଆ ଅପଡେଟ୍‌ରେ ଆପଣଙ୍କୁ ହ୍ୱାଟ୍ସଆପ ଚାଟ୍ ସ୍କ୍ରିନ୍‌ରେ ମଧ୍ୟ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ…

ରିଲାଏନ୍ସ ଜିଓର ନୂଆ ‘ଅଲ-ଇନ-ୱାନ’ ପ୍ଲାନ ଘୋଷଣା

ମୁମ୍ବାଇ: ବିଶ୍ୱର ସର୍ବବୃହତ ମୋବାଇଲ ଡାଟା ଅପରେଟର ଜିଓ ପକ୍ଷରୁ ବୁଧବାର ଦିନ ନୂତନ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା କରାଯାଇଛି।  ଜିଓ ଗ୍ରାହକମାନଙ୍କୁ ପୂର୍ବ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ଲାଭ  ପ୍ରଦାନ କରୁଥିବା ଏହି ପ୍ଲାନ ସମୂହ ସର୍ବଶ୍ରେଷ୍ଠ ସେବା ସର୍ବନିମ୍ନ ମୂଲ୍ୟରେ ପ୍ରଦାନ…

ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ପୁନଃ ଚାଲୁ କରିବା ପାଇଁ ପିୟୂଷ ଗୋଏଲଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଅନୁଗୋଳ ଆଲୁମିନିୟମ୍ ପାର୍କ ପ୍ରକଳ୍ପ ପୁନଃ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିଳ୍ପ ମନ୍ତ୍ରୀ ପିୟୂଷ…

ଡ଼ିସ୍ ଟିଭିର ଆକର୍ଷଣୀୟ ଅଫର: ୨୧୯ ଟଙ୍କାରେ ୨୯୦ ଚ୍ୟାନେଲ୍ !

ଭୁବନେଶ୍ୱର: ଭାରତର ଲୋକପ୍ରିୟ ଡିଟିଏଚ କମ୍ପାନୀ ଡ଼ିସଟିଭି ତାର ଗ୍ରାହକ ବଢାଇବା ଉଦେଶ୍ୟରେ ବଜାରକୁ ଆକର୍ଷଣୀୟ ଅଫର ଆଣିଛି | ଡିସଟିଭି ୨୧୯ ଟଙ୍କାର ମାସିକ ରିଚାର୍ଜ ରେ ୨୯୦ ରୁ ଅଧିକ ଚ୍ୟାନେଲ ଦେଉଥିବା ଭଳି ଅଫର ଆଣି ଗ୍ରାହକଙ୍କୁ ନିଜ ଆଡକୁ ଟାଣିବାକୁ ଚାହିଁଛି | ଡାଇରେକ୍ଟ ଟୁ ହୋମ…

ମୂହୁର୍ତ୍ତକରେ ମିଳିବ ୧ ଲକ୍ଷ ପର୍ଯ୍ୟନ୍ତ ଋଣ; ଭାରତରେ ଲଞ୍ଚ ହେଲା ସାଓମିର ‘ଏମଆଇ କ୍ରେଡିଟ’ ଲୋନ…

ଭୁବନେଶ୍ୱର: ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ମଙ୍ଗଳବାର ଦିନ ଭାରତୀୟ ବଜାରରେ ଲଞ୍ଚ କଲା ନିଜର ପର୍ସନାଲ ଲୋନ ସର୍ଭିସ 'ଏମଆଇ କ୍ରେଡିଟ' | ଏହା ହେଉଛି ଏମଆଇ ପେ ପରେ ଦ୍ୱିତୀୟ ଫାଇନାନସିଆଲ ସର୍ଭିସ ଯାହା ଭାରତୀୟ ବଜାରରେ ଲଞ୍ଚ କରିଛି | ଅନଲାଇନ କ୍ରେଡିଟ ଲ୍ୟାଣ୍ଡିଙ୍ଗ…

ଏଲଆଇସିର ପ୍ରୀମିୟମ କ୍ରେଡିଟ କାର୍ଡରୁ ପେମେଣ୍ଟ କଲେ ଆଉ ଲାଗିବନି ଅତ୍ୟଧିକ ଶୁଳ୍କ

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ଜୀବନ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସିର ପ୍ରୀମିୟମ କ୍ରେଡିଟ କାର୍ଡରୁ ଦେଲେ ଲାଗିବନି ଅତ୍ୟଧିକ ଶୁଳ୍କ। ଏହି ସୁବିଧା ଡ଼ିସେମ୍ବର ୧ରୁ ଆରମ୍ଭ ହୋଇଥିବା ଜଣାପଡିଛି | ଏଲଆଇସି ଡିଜିଟାଲ ପେମେଣ୍ଟକୁ ଲୋକାଭିମୁଖୀ କରିବାକୁ ଏଲଆଇସିର ଏହି…

ଲୋକସଭାରେ ପାସ ହେଲା କମ୍ପାନୀ କର ସଂଶୋଧନ ବିଲ; ଅର୍ଥମନ୍ତ୍ରୀ କହିଲେ ଏହାର ଫାଇଦା ସମସ୍ତଙ୍କୁ ମିଳିବ

ଭୁବନେଶ୍ୱର : ଲୋକସଭାରେ କମ୍ପାନୀ କର ସଂଶୋଧନ ବିଲ ୨୦୧୯ ପାସ ହୋଇଯାଇଛି | ଏହା ଦ୍ୱାରା କର୍ପୋରେଟ କରରେ ସରକାରଙ୍କ ରହିଯାଇଥିବ ଗ୍ୟାପକୁ ଅତିକ୍ରମ କରିବ | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ ଯେ, ଏହି କର ହ୍ରାସ ସବୁ କମ୍ପାନୀ ଙ୍କୁ ଫାଇଦା ଦେବ ଯେଉଁମାନେ ନିୟମ ଅନୁସାରେ ପଞ୍ଜୀକୃତ…

ଆସନ୍ତାକାଲି ଠାରୁ ଏହିସବୁ କମ୍ପାନୀର କଲ ଦର ହେବ ମହଙ୍ଗା

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ଡିସେମ୍ବର ୩ ତାରିଖରୁ ମୋବାଇଲ କଲ୍ ପାଇଁ ଆପଣଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା । ମିଳିଥିବା ସୂଚନା ଅନୁଯାୟୀ, ଏୟାରଟେଲ, ଭୋଡାଫୋନ ଆଇଡିଆ ଭଳି ଟେଲିକମ୍‌ କମ୍ପାନୀ ମଙ୍ଗଳବାରଠାରୁ ସେମାନଙ୍କର ଟାରିଫ ପ୍ଲାନରେ ବୃଦ୍ଧି ଘଟାଇବାକୁ ଯାଉଛନ୍ତି ।…

ବାବା ରାମଦେବଙ୍କ ପତଞ୍ଜଳୀକୁ ମିଳିଲା ୩୨୦୦ କୋଟି ଟଙ୍କା ବ୍ୟାଙ୍କ ଲୋନ୍

ଭୁବନେଶ୍ୱର: ବାବା ରାମଦେବଙ୍କ ପରିଚାଳିତ ପତଞ୍ଜଳୀ କମ୍ପାନୀ ତରଫରୁ ଶୁକ୍ରବାର କୁହାଯାଇଛି ଯେ ଋଣ ପରିଶୋଧ ପ୍ରକ୍ରିୟାରେ ରୁଚି ସୋୟାକୁ ଅଧିଗ୍ରହଣ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କ ସମୂହ ସହିତ ୩୨୦୦ କୋଟି ଟଙ୍କା ବ୍ୟାଙ୍କ ଲୋନ ବ୍ୟବସ୍ଥା ହୋଇଛି , ଏଥିରୁ ଏସବିଆଇ ସବୁଠୁ…

ନଭେମ୍ବର ମାସରେ ଜିଏସଟି ସଂଗ୍ରହରେ ବୃଦ୍ଧି, ୬% ବଢି ସଂଗ୍ରହ ହେଲା ୧.୦୩ ଲକ୍ଷ କୋଟି ଟଙ୍କା

ଭୁବନେଶ୍ୱର: ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ ନଭେମ୍ବର ମାସରେ ବଢି ଗତ ତିନିମାସ ପରେ ଏହା ଏକ ଲକ୍ଷ କୋଟି ସଂଗ୍ରହ ଟପିଲା | ଏକ ବର୍ଷ ପୂର୍ବେ ଏହି ମାସ ତୁଳନାରେ ଛଅ ପ୍ରତିଶତ ବଢି ୧.୦୩ ଲକ୍ଷ କୋଟି ଟଙ୍କା ହୋଇଛି | ଏହା ପୂର୍ବ ମାସ ଅକ୍ଟୋବରରେ ଜିଏସଟି ସଂଗ୍ରହ ୯୭,୬୩୭ କୋଟି…