Latest Odisha News

BREAKING NEWS

Browsing Category

ବାଣିଜ୍ୟ

ସେପ୍ଟେମ୍ବର ସୁଦ୍ଧା ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ । ଫ୍ରାନ୍ସ ପକ୍ଷରୁ ଏନେଇ  ମିଳିଛି ସବୁଜ ସଙ୍କେତ । ରାଫାଲ ଯୁଦ୍ଧ ବିମାନ ପ୍ରଥମେ ୧୭ ସ୍କ୍ୱାଡ୍ରନକୁ ମିଳିବାର ସମ୍ଭାବନା ରହିଛି ।  ଭାରତୀୟ ବାୟୁସେନାରେ ସାମିଲ୍‌ ହେବା ପୂର୍ବରୁ ଏହାର ପରୀକ୍ଷଣ…

ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ଜୁଲାଇ ପହିଲାରୁ ଅଣସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୦୦.୫୦ ଟଙ୍କା ହ୍ରାସ ପାଇଛି । ଆଜିଠାରୁ ଏହା ଲାଗୁ ହୋଇଛି । ଫଳରେ ଦିଲ୍ଲୀରେ ଅଣସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୬୩୭ ଟଙ୍କା ହୋଇଛି । ଏନଡ଼ିଟିଭିରେ ପ୍ରକାଶିତ…

ମହଙ୍ଗା ପଡିବ ପେଟିଏମରେ ପେମେଣ୍ଟ କରିବା

ନୂଆଦିଲ୍ଲୀ: ପେଟିଏମରେ ପେମେଣ୍ଟ କରୁଥିଲେ ହୋଇଯା’ନ୍ତୁ ସାବଧାନ । ଆଜିଠାରୁ ପେଟିଏମ୍ ଡିସକାଉଣ୍ଟ ରେଟର ବୋଝକୁ ଗ୍ରାହକଙ୍କ ଉପରେ ଲଦିବାକୁ ଯାଉଛି । ବ୍ୟାଙ୍କ ଓ ବିଭିନ୍ନ ଏଟିଏମ କାର୍ଡ କମ୍ପାନୀ ଏମଡିଆର(ମରଚାଣ୍ଟ ଡ଼ିସକାଉଣ୍ଟ ରେଟ) ପ୍ରତିଟି ଡିଜିଟାଲ ଡ଼ିସକାଉଣ୍ଟ ଉପରେ ନେଇଥାନ୍ତି ।…

ଭାରତର ରୟାଲ ଏନଫିଲ୍ଡରକୁ ଟକ୍କର ଦେବ ଆମେରିକାର ହାର୍ଲି-ଡେଭିଡସନ

ଭୁବନେଶ୍ୱର: ଆମେରିକାର ପ୍ରଖ୍ୟାତ ମୋଟରସାଇକେଲ କମ୍ପାନୀ ହାର୍ଲି-ଡେଭିଡସନ୍ ନିକଟରେ ଏକ ବଡ ଘୋଷଣା କରିଛି । କମ୍ପାନୀ ବଜାରକୁ ଛୋଟ ଓ କମ୍ ମୁଲ୍ୟର ୩୩୮ ସିସି ମୋଟରସାଇକେଲ ଆଣିବା ନେଇ ସୂଚନା ଦେଇଛି । ଏନେଇ ଚିନ୍ ର ଏକ ମୋଟରସାଇକେଲ ନିର୍ମାତା ସଂସ୍ଥା ସହ ମିଶି ହାର୍ଲି-ଡେଭିଡସନ୍…

ଆଜି ଟେଣ୍ଡର୍, ରଥଯାତ୍ରା ସିଧାପ୍ରସାରଣ ଅଧିକାର ନେଇ ଏଯାଏଁ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ପୁରୀ ରଥଯାତ୍ରା ସିଧାପ୍ରସାରଣ ଅଧିକାର ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିନାହିଁ ବୋଲି ଶନିବାର ଦିନ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ । ଏହି ବର୍ଷଠାରୁ ପୁରୀ ରଥଯାତ୍ରା ସିଧାପ୍ରସାରଣରେ ରୋକ୍ ଲଗାଇବେ ଶ୍ରୀମନ୍ଦିର…

ଓଡିଶା ପାଇଁ ଟିଡିଏସ ଦାଖଲର ସମୟସୀମା ବୃଦ୍ଧି କଲା ସିବିଡିଟି

ଭୁବନେଶ୍ୱର : ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ ଫନୀ ଯୋଗୁଁ ବ୍ୟାପକ ଭାବେ ଓଡିଶା ପ୍ରଭାବିତ ହୋଇଥିବା ଫଳରେ ଟିଡିଏସ ଡିଡକ୍ଟରମାନେ ମଧ୍ୟ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସିବିଡିଟି ଟିଡିଏସ ଅନୁପାଳନ ନୀତିକୁ ଓଡିଶାରେ କୋହଳ କରାଯାଇଛି ।…

ପଚଣ୍ଡ ଗ୍ରୀଷ୍ମପ୍ରବାହରେ ପୂର୍ବତଟ ରେଲୱେର ବ୍ୟାପକ ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ସମୟରେ ମାତ୍ରାଧିକ ଗରମ ରେ ଟ୍ରେନ ଗୁଡିକର ନିରାପତ୍ତା ସହିତ ରେଳଧାରଣର ରକ୍ଷଣାବେକ୍ଷଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ପ୍ରକାର ନିବାରକ କାର‌୍ୟ୍ୟ ହାତକୁ ନିଆଯାଇଅଛି । ଅସହ୍ୟ ଗରମ…

ଝାରସୁଗୁଡ଼ା: ଓଡ଼ିଶାର ୨ଟି ବୃହତ ତାପଜ ବିଜୁଳି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଜିଲ୍ଲା ବରହରପାଲି ଷ୍ଟେସନରେ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନର ଇବ୍ ଥର୍ମାଲ୍ ପାୱାର ୩ୟ ଓ ୪ର୍ଥ ୟୁନିଟ୍ ତାପଜ ବିଜୁଳି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । “୧୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି…

ସ୍ପାଇସ୍ ଜେଟ୍: ଝାରସୁଗୁଡ଼ାରୁ ଦିଲ୍ଲୀ ୩,୭୦୧ ଟଙ୍କା, କଲିକତାକୁ ୨,୫୬୦ ଟଙ୍କା

ନୂଆଦିଲ୍ଲୀ: ଉଡାନ-୩ ଯୋଜନାରେ ସ୍ପାଇଶ ଜେଟ୍ ତରଫରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଦେଶର ତିନୋଟି ଜାଗା ଯଥା ଦିଲ୍ଲୀ, କଲକୋତା ଓ ହାଇଦ୍ରାବାଦକୁ ଆଜି ଠାରୁ ଟିକେଟ୍ ବିକ୍ରିର ଶୁଭାରମ୍ଭ କରାଯାଇଛି । ଆସନ୍ତା ମାର୍ଚ୍ଚ ୩୧ରୁ ଏହି ସବୁ ସ୍ଥାନରୁ ବିମାନ ସେବା ଆରମ୍ଭ ହେବ ।…

ପୂର୍ବତଟ ରେଳବାଇ ପକ୍ଷରୁ ପରୀକ୍ଷାମୂଳକ ଭାବେ ଗଡ଼ିଲା ୨ହଜାର ମିଟର ଲମ୍ବ ଟ୍ରେନ୍

ଭୁବନେଶ୍ୱର: ଖର୍ଚ୍ଚକାଟ ତଥା ସ୍ୱଳ୍ପ ମାନବ ସମ୍ବଳକୁ ଦୃଷ୍ଟିରେ ପୂର୍ବତଟ ରେଳପଥ ପକ୍ଷରୁ ତିନୋଟି ଟ୍ରେନର ମିଶ୍ରଣରେ ଏକକାଳୀନ ୨,୦୦୦ ମିଟର ଲମ୍ବର ଟ୍ରେନକୁ ପରୀକ୍ଷାମୂଳକ ଭାବେ ଚାଳିତ କରିଛନ୍ତି । ପରୀକ୍ଷାମୂଳକ ଭାବେ ରେଳ ଟ୍ରାକରେ ଗଡ଼ିଥିବା ଏହି ଟ୍ରେନର ଲମ୍ବ ହେଉଛି ୨,୦୦୦ ମିଟର ।…