Latest Odisha News

BREAKING NEWS

Browsing Category

ବାଣିଜ୍ୟ

ବ୍ରହ୍ମପୁରରେ ଉଦଘାଟିତ ହେଲା ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର

ବ୍ରହ୍ମପୁର : ଗ୍ରାହକ ଏଥର ଏଟିଏମରେ ଟଙ୍କା ଦେଇ ନେଇପାରିବେ କ୍ଷୀର । ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁରସ୍ଥିତ ଗେଟ୍ ବଜାର ନିକଟରେ ଏକ ଦୁଗ୍ଧ ଏଟିଏମ୍ କାଉଣ୍ଟର ଉଦଘାଟିତ ହୋଇଛି । ଏକ ଲିଟର ଦୁଗ୍ଧ ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ୪୦ ଟଙ୍କା, ଯାହା ବଜାର ଦର ସହ ସମାନ । ମିଳିଥିବା…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ସଂସଦରେ ବଜେଟ୍ ଉପସ୍ଥାପନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୯-୨୦ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ଆରମ୍ଭ କରିଛନ୍ତି । ଆଜି ଲୋକସଭାରେ ଦିନ ଠିକ୍ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଲାଗି ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି ।…

ଆଜି ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୯-୨୦ ଆର୍ôଥକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି । ଆଜି ଲୋକସଭାରେ ଦିନ ୧୧ଟାରୁ ୧୨ ମଧ୍ୟରେ ଉପସ୍ଥାପନ କରାଯିବା ନେଇ ସୂଚନା ମିଳିଛି । #WATCH Delhi: Finance Minister Nirmala Sitharaman…

ଏସପ୍ଲାନେଡ୍ ୱାନ୍‌ରେ ବିଗ ସେଲ, ୧୦୦ରୁ ଅଧିକ ବ୍ରାଣ୍ଡ୍ ଉପରେ ଫ୍ଲାଟ୍ ୫୦ ପ୍ରତିଶତ ରିହାତି

ଭୁବନେଶ୍ୱର: ରସୁଲଗଡ଼ସ୍ଥିତ ଏସପ୍ଲାନେଡ୍ ୱାନ୍‌ ମଲ ଜୁଲାଇ ୧୨ରେ ସଫଳତାର ସହ ପୁରଣ କରବାକୁ ଯାଉଛି ଏହାର ପ୍ରଥମ ବର୍ଷ । ଏହି ଅବସରରେ ମଲ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି  “ଅସଲି ହାପିନେସ୍ ୱାଲା ସେଲ୍”  । ରଥଯାତ୍ରା ସହିତ ଏହି ଉତ୍ସବ ମଧ୍ୟ ପାଳନ କରାଯିବ। ଜୁଲାଇ ୪ତାରିଖରେ ରଥଯାତ୍ରା…

ସେପ୍ଟେମ୍ବର ସୁଦ୍ଧା ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ । ଫ୍ରାନ୍ସ ପକ୍ଷରୁ ଏନେଇ  ମିଳିଛି ସବୁଜ ସଙ୍କେତ । ରାଫାଲ ଯୁଦ୍ଧ ବିମାନ ପ୍ରଥମେ ୧୭ ସ୍କ୍ୱାଡ୍ରନକୁ ମିଳିବାର ସମ୍ଭାବନା ରହିଛି ।  ଭାରତୀୟ ବାୟୁସେନାରେ ସାମିଲ୍‌ ହେବା ପୂର୍ବରୁ ଏହାର ପରୀକ୍ଷଣ…

ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ଜୁଲାଇ ପହିଲାରୁ ଅଣସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୦୦.୫୦ ଟଙ୍କା ହ୍ରାସ ପାଇଛି । ଆଜିଠାରୁ ଏହା ଲାଗୁ ହୋଇଛି । ଫଳରେ ଦିଲ୍ଲୀରେ ଅଣସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୬୩୭ ଟଙ୍କା ହୋଇଛି । ଏନଡ଼ିଟିଭିରେ ପ୍ରକାଶିତ…

ମହଙ୍ଗା ପଡିବ ପେଟିଏମରେ ପେମେଣ୍ଟ କରିବା

ନୂଆଦିଲ୍ଲୀ: ପେଟିଏମରେ ପେମେଣ୍ଟ କରୁଥିଲେ ହୋଇଯା’ନ୍ତୁ ସାବଧାନ । ଆଜିଠାରୁ ପେଟିଏମ୍ ଡିସକାଉଣ୍ଟ ରେଟର ବୋଝକୁ ଗ୍ରାହକଙ୍କ ଉପରେ ଲଦିବାକୁ ଯାଉଛି । ବ୍ୟାଙ୍କ ଓ ବିଭିନ୍ନ ଏଟିଏମ କାର୍ଡ କମ୍ପାନୀ ଏମଡିଆର(ମରଚାଣ୍ଟ ଡ଼ିସକାଉଣ୍ଟ ରେଟ) ପ୍ରତିଟି ଡିଜିଟାଲ ଡ଼ିସକାଉଣ୍ଟ ଉପରେ ନେଇଥାନ୍ତି ।…

ଭାରତର ରୟାଲ ଏନଫିଲ୍ଡରକୁ ଟକ୍କର ଦେବ ଆମେରିକାର ହାର୍ଲି-ଡେଭିଡସନ

ଭୁବନେଶ୍ୱର: ଆମେରିକାର ପ୍ରଖ୍ୟାତ ମୋଟରସାଇକେଲ କମ୍ପାନୀ ହାର୍ଲି-ଡେଭିଡସନ୍ ନିକଟରେ ଏକ ବଡ ଘୋଷଣା କରିଛି । କମ୍ପାନୀ ବଜାରକୁ ଛୋଟ ଓ କମ୍ ମୁଲ୍ୟର ୩୩୮ ସିସି ମୋଟରସାଇକେଲ ଆଣିବା ନେଇ ସୂଚନା ଦେଇଛି । ଏନେଇ ଚିନ୍ ର ଏକ ମୋଟରସାଇକେଲ ନିର୍ମାତା ସଂସ୍ଥା ସହ ମିଶି ହାର୍ଲି-ଡେଭିଡସନ୍…

ଆଜି ଟେଣ୍ଡର୍, ରଥଯାତ୍ରା ସିଧାପ୍ରସାରଣ ଅଧିକାର ନେଇ ଏଯାଏଁ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ପୁରୀ ରଥଯାତ୍ରା ସିଧାପ୍ରସାରଣ ଅଧିକାର ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିନାହିଁ ବୋଲି ଶନିବାର ଦିନ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ । ଏହି ବର୍ଷଠାରୁ ପୁରୀ ରଥଯାତ୍ରା ସିଧାପ୍ରସାରଣରେ ରୋକ୍ ଲଗାଇବେ ଶ୍ରୀମନ୍ଦିର…

ଓଡିଶା ପାଇଁ ଟିଡିଏସ ଦାଖଲର ସମୟସୀମା ବୃଦ୍ଧି କଲା ସିବିଡିଟି

ଭୁବନେଶ୍ୱର : ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ ଫନୀ ଯୋଗୁଁ ବ୍ୟାପକ ଭାବେ ଓଡିଶା ପ୍ରଭାବିତ ହୋଇଥିବା ଫଳରେ ଟିଡିଏସ ଡିଡକ୍ଟରମାନେ ମଧ୍ୟ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସିବିଡିଟି ଟିଡିଏସ ଅନୁପାଳନ ନୀତିକୁ ଓଡିଶାରେ କୋହଳ କରାଯାଇଛି ।…