Latest Odisha News

BREAKING NEWS

Browsing Category

ବାଣିଜ୍ୟ

ରେକର୍ଡ଼ ଭାଙ୍ଗିଲା ସୁନାର ଦର, ଗୋଟିଏ ଦିନରେ ବଢ଼ିଲା ୧୦୦୦ ଟଙ୍କା

ଭୁବନେଶ୍ୱର: ଲଗାତାର ଭାବେ ବଢ଼ି ଚାଲିଛି ସୁନା ଦର। ଭାରତୀୟ ବଜାରରେ ଗୁରୁବାର ଦିନ ସୁନା ଦର ସବୁ ରେକର୍ଡ ଭାଙ୍ଗି ପହଞ୍ଚିଛି ୩୮ ହଜାରରେ । ଏକ ସପ୍ତାହ ଧରି ସୁନା ଦର ବଢ଼ିବାରେ ଲାଗିଥିଲା । ଆଜି ମୁମ୍ବାଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବା ବେଳେ ପାଖାପାଖି…

ବନ୍ଦ ହେବ ‘ବିଏସଏନଏଲ’ର ଅନଲିମିଟେଡ଼ କଲ

ଭୁବନେଶ୍ୱର: ଭାରତ ସରକାରଙ୍କ ଟେଲିକମ ସଂସ୍ଥା 'ବିଏସଏନଏଲ' ଅନଲିମିଟେଡ଼ କଲ ସେବା ବନ୍ଦ କରିବା ନେଇ ସୋମବାର ଘୋଷଣା କରିଛି । ବର୍ତ୍ତମାନ ଠାରୁ 'ବିଏସଏନଏଲ'ର ଦୈନିକ କଲ ଲିମିଟ ୨୫୦ ମିନିଟ ରହିବ । କମ୍ପାନୀ ଆଣୁଥିବା ନୂଆ ସ୍କିମ, ପ୍ରିପେଡ ପ୍ଲାନ ଯେମିତିକି ୧୮୬, ୪୨୯, ୪୮୫, ୬୬୬ ଓ…

ଓଡ଼ିଶାରୁ ପଣ୍ୟାଗାର ନିଗମ ପାଟନାକୁ ଉଠିଯିବା ନେଇ ବିରୋଧ

ଭୁବନେଶ୍ୱର: କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱରସ୍ଥ୍ିତ କାର୍ଯ୍ୟାଳୟକୁ ପାଟନା ଉଠାଇନେବାର ନିଷ୍ପତ୍ତି ହେବାର ଗୋଟିଏ ଦିନ ପରେ ରାଜ୍ୟ ବିଧାନସଭାରେ ଏହାକୁ ବିରୋଧ କରାଯିବା ସହିତ ଏହାର ପୁନର୍ବିଚାର କରିବା ଲାଗି ରାଜ୍ୟ ସରକାର ଦାବି କରିଛନ୍ତି । ରାଜ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ…

ପୁଣି ଭାରତକୁ ଫେରୁଛି ଏଚଟିସି ସ୍ମାର୍ଟଫୋନ୍ !

ମୁମ୍ବାଇ: ତାଇୱାନର ବିଶ୍ୱପ୍ରସିଦ୍ଧ ସ୍ମାର୍ଟଫୋନ କମ୍ପାନୀ ଏଚଟିସି ଭାରତୀୟ ବଜାରକୁ ପୁନର୍ବାର ପ୍ରବେଶ କରିବାକୁ ଯୋଜନା କରୁଛି ବୋଲି ଏକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଗତବର୍ଷଠାରୁ ଭାରତରେ ଏହି କମ୍ପାନୀ ତାହାର ଅପରେସନ୍ ଏକପ୍ରକାର ବନ୍ଦ କରିଦେଇଥିଲା । ଗଣମାଧ୍ୟମ ସଂସ୍ଥା…

ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ରିଲାଏନ୍ସ ସ୍ମାର୍ଟର ନୂଆ ଷ୍ଟୋର୍

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ଅଧୀନ ସର୍ବବୃହତ୍ ଢ଼ାଞ୍ଚାର ସୁପରମାର୍କେଟ୍ ରିଲାଏନ୍ସ ସ୍ମାର୍ଟ ଭୁବନେଶ୍ୱରର ପଟିଆ ମେନ ରୋଡ଼ସ୍ଥିତ ରିଲାଏନ୍ସ ଟ୍ରେଣ୍ଡ ନିକଟ ସାଇସୁମନ କମର୍ସିଆଲ କମ୍ପେ୍ଲକ୍ସ ପରିସରରେ ଏକ ନୂଆ ଷ୍ଟୋର ଆଜି ଶୁଭାରମ୍ଭ କରିଛି । ଗୋଟିଏ ଛାତ ତଳେ କିରାନା (ଗ୍ରସରୀ) ସାମଗ୍ରୀ,…

ବୈଦ୍ୟୁତିକ ଯାନ ଉପରୁ ଜିଏସଟି ହାର ୧୨ରୁ ୫ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୬ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ  ଅନୁରାଗ ଠାକୁରଙ୍କ ବ୍ୟତୀତ ରାଜସ୍ୱ ସଚିବ …

ଖୁବଶିଘ୍ର ଭାରତକୁ ଆସୁଛି ‘ଅନର୍ ୨୦ ପ୍ରୋ’ ସେଲ୍ୟୁଲାର୍ ଫୋନ୍

ଭୁବନେଶ୍ୱର: ସମଗ୍ର ବିଶ୍ୱ ବଜାରରେ ଚହଳ ସୃଷ୍ଟି କରିଥିବା ‘ଅନର୍ ୨୦ ପ୍ରୋ’ ସେଲ୍ୟୁଲାର୍ ମୋବାଇଲ୍ ଫୋନ୍ ଋଷିଆରେ ଲଞ୍ଚ୍ ହୋଇଥିବା ବେଳେ ଅଗଷ୍ଟ ୨ତାରିଖରେ ଏହାର ବିକ୍ରି ଆରମ୍ଭ ହେବ । ଭାରତରେ ଗତମାସ ଏହା ଲଞ୍ଚ୍ ହୋଇଥିଲେ ମଧ୍ୟ ବିକ୍ରି ଆରମ୍ଭ ହୋଇପାରିନାହିଁ । ଭାରତରେ କେଉଁ ମାସ କେଉଁ…

ଚିନି କଳମାନଙ୍କ ଦେୟର ପାରିଶ୍ରମିକ ମୂଲ୍ୟ ନିର୍ଦ୍ଧାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ୨୦୧୯-୨୦ ଆଖୁ ଋତୁରେ ଚିନି କଳମାନଙ୍କ ସଠିକ୍ ଦେୟ ନିର୍ଦ୍ଧାରଣ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଅନୁମୋଦନ କରିଛନ୍ତି । ୨୦୨୯-୨୦ ଋତୁ ପାଇଁ ଆଖୁ ମୂଲ୍ୟ…

ଭାରତୀୟ ବଜାରକୁ ଆସିଲା ‘ଏଚପି-ପ୍ରୋବୁକ୍ ୪୪୫ ଜି୬’ ବିଜିନେସ୍ ଲାପଟପ୍

ଭୁବନେଶ୍ୱର: ବିଶ୍ୱର ପ୍ରସିଦ୍ଧ ଲାପଟପ୍ ମ୍ୟାନୁଫାକଚରିଂ କମ୍ପାନୀ ଏଚପି ଏକ ନୂଆ ମଡ଼େଲର ବିଜିନେସ୍ ଲାପଟପ୍ ଭାରତୀୟ ବଜାରରେ ଲଞ୍ଚ୍ କରିଛି । ଏହି ପ୍ରୋବୁକ୍ ୪୪୫ ଜି୬ ନାମକ ଲାପଟପ୍ ବ୍ୟାବସାୟିକ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ । ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ ଏକଜ୍ୟୁକିଟିଭ୍ ତଥା ଅଫିସରେ…

ଆଜି ବଜାରକୁ ଆସିଲା ‘ସାମସଙ୍ଗ୍ ଗ୍ୟାଲାକ୍ସି ଏ୮୦’ ମୋବାଇଲ୍ ଫୋନ୍

ଭୁବନେଶ୍ୱର: ଦକ୍ଷିଣ କୋରିଆର ଜଣାଶୁଣା ମୋବାଇଲ୍ ଫୋନ କମ୍ପାନୀ ସାମସଙ୍ଗ୍ ଆଜି ଭାରତୀୟ ବଜାରରେ ଲଞ୍ଚ୍ କରିଛି ‘ସାମସଙ୍ଗ୍ ଗ୍ୟାଲାକ୍ସି ଏ୮୦’ ମୋବାଇଲ୍ ଫୋନ୍ । ଯେଉଁ ସ୍ମାର୍ଟ୍ ଫୋନରେ ରହିଛି ରୋଟେଟିଂ ହୋଇପାରୁଥିବା ୩ଟି କ୍ୟାମେରା । ଭାରତୀୟ ବଜାରରେ ଆଜି ଉପଲବ୍ଧ ହୋଇଛି ଗ୍ୟାଲାକ୍ସି…