Latest Odisha News

BREAKING NEWS

Browsing Category

ବାଣିଜ୍ୟ

କୁମାର ଗୁରୁ ମିଶ୍ରଙ୍କ ବ୍ରାଣ୍ଡ୍ ‘ଜି’ର ଶୁଭ ଉଦଘାଟନ

ଭୁବନେଶ୍ୱର : ସ୍ଥାନୀୟ ମେ ଫେୟାର ହୋଟେଲରେ ଏକ ଆଡ଼ମ୍ବରମୂର୍ଣ୍ଣ ଉତ୍ସବରେ ଏବଂ ବହୁ ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ଡକ୍ଟର କୁମାର ଗୁରୁ ମିଶ୍ରଙ୍କ ପୋଷାକ ବ୍ରାଣ୍ଡ୍ ‘ଜି’ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରାଣ୍ଡ୍ ଉତ୍ସବର ମୁଖ୍ୟ ଅତିଥବ ତାରା ରଞ୍ଜନ ପଟ୍ଟନାୟକ ଏବଂ ସମ୍ମାନନୀୟ…

ବିଶ୍ୱକପ ହକି: ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’ ବିଜ୍ଞାପନ ଲଣ୍ଡନ ବସରେ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୋରଦାର ଚାଲିଛି ବିଶ୍ୱକପ ଆୟୋଜନର ପ୍ରସ୍ତୁତି ପର୍ବ । ହକି ମହାକୁମ୍ଭ ‘ବିଶ୍ୱକପ ହକି’ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରରେ ନଭେମ୍ବର ୨୮ରେ ଆରମ୍ଭ ହେବାକୁ ଥିବା ବେଳେ ଏବେ ଇଂଲଣ୍ଡର ଲଣ୍ଡନରେ ଆରମ୍ଭ ହୋଇଛି…

କଡ଼ା ନିରାପତ୍ତା ବଳୟରେ ଅନୁଷ୍ଠିତ ହେବ ବିଶ୍ୱକପ ହକି, ସୁରକ୍ଷା ଦାୟିତ୍ୱ ନେବେ ଏନ.ଏସ.ଜି କମାଣ୍ଡୋ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କ୍ରୀଡ଼ା ସଫଳତା ଏବେ ଶୀର୍ଷରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଗେଇ ଚାଲିଛି ବିଶ୍ୱକପ ହକିର ପ୍ରସ୍ତୁତି । ଆସନ୍ତା ନଭେମ୍ବର ୨୮ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ପ୍ରତିଯୋଗିତାର…

ଭୁବନେଶ୍ୱରରୁ ଅହମ୍ମଦାବାଦ ଓ ହାଇଦ୍ରାବାଦ ଉଡ଼ିବ ବିମାନ, ସେପ୍ଟେମ୍ବର ୨ରୁ ଇଣ୍ଡିଗୋ ବିମାନସେବା ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରୁ ଗୁଜରାଟ ସିଧା ବିମାନ । ଭୁବନେଶ୍ୱରରୁ ଉଡ଼ିବ ବିମାନ ଅହମ୍ମଦାବାଦକୁ । ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଏହି ଉଡ଼ାଣ ଆରମ୍ଭ କରିବ ଇଣ୍ଡିଗୋ । ସେହିପରି ହାଇଦ୍ରାବାଦ ଓ ଭୁବନେଶ୍ୱର ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ବିମାନ ଚଳାଚଳ ସୁବିଧା ଯାତ୍ରୀମାନଙ୍କ ଲାଗି କରାଯାଇଛି ।…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ‘ସାଇମୁନ୍-୨୦୧୮’ ଉଦଘାଟିତ

ଭୁବନେଶ୍ୱର : ପୂର୍ବ ଭାରତର ସର୍ବବୃହତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍ସ୍ (ସାଇମୁନ୍)ର ଷଷ୍ଠ ସଂସ୍କରଣ ଆଜି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିସରରେ ଉଦଘାଟିତ ହୋଇଯାଇଅଛି । ସାଇମୁନ୍ ୟୁନେସ୍କୋ ଏବଂ ଭାରତ ଓ ଭୂଟାନ୍ ୟୁନାଇଟେଡ଼୍ ନେସନ୍ସ ଇନଫରମେସନ୍ ସେଣ୍ଟର ଏକ ସହବନ୍ଧିତ କାର୍ଯ୍ୟକ୍ରମ । ଏହା…

ନଦୀଶଯ୍ୟା ଓ ସଇରାତରୁ ବାଲି ଉଠାଣକୁ ଶୃଙ୍ଖଳିତ ଓ ଆଇନ୍‌କୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ନଦୀଶଯ୍ୟା ଏବଂ ସଇରାତ ଉସିରୁ ବାଲି ଖନନ କାର୍ଯ୍ୟକୁ ନିୟନ୍ତ୍ରିତ ଓ ଶୃଙ୍ଖଳିତ କରିବା ପାଇଁ ସରକାର ନୂତନ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗ ଦର୍ଶିକା ପ୍ରସ୍ତୁତ ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ…

ଆୟକର ଦିବସରେ ‘ସୋଆ’ ଛାତ୍ରଛାତ୍ରୀ କ୍ଷୁଦ୍ର ନାଟକ ପାଇଁ ପୁରସ୍କୃତ

ଭୁବନେଶ୍ୱର : ଆୟକର ଦିବସ ଅବସରରେ ଏଠାରେ ଅନୁଷ୍ଠିତ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ସୋଆ (ଡିମ୍ଡ ଟୁ ବି ୟୁନସିଭର୍ସିଟି)ର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । “ଇନକମ୍ ଟ୍ୟାକ୍ସ ରେଡ୍” ନାମକ କ୍ଷୁଦ୍ର ନାଟକକୁ ରୋହନ ଯାଦବ ଓ ଶ୍ରୀ ସଂଗ୍ରାମ କୋଚିଆରୀ ମିଳିତ ଭାବେ…

୩୪୯ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ମଞ୍ଜୁରି ଦେଲେ ଓଡ଼ିଶା ସରକାର

ଭୁବନେଶ୍ୱର : ରାଜ୍ୟ ସଚିବାଳୟଠାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ସିଙ୍ଗଲ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ୩୪୮.୯୫ କୋଟି ଟଙ୍କାର ୪ଟି ପୁଞ୍ଜିନିବେଶ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ୪ଟି ପ୍ରକଳ୍ପ ରାଜ୍ୟରେ କାର୍ଯ୍ୟକାରୀ ହେଲେ…

ରୱାଣ୍ଡାରେ ଭାରତୀୟ ଗୋଧନ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୱାଣ୍ଡା ଗସ୍ତ କାଳରେ ଆଜି ରୱେରୁ ଆଦର୍ଶ ଗ୍ରାମରେ ସେଠାକାର ଗ୍ରାମବାସୀମାନଙ୍କୁ ୨୦୦ ଭାରତୀୟ ଗାଈ ଉପହାର ଆକାରରେ ପ୍ରଦାନ କରିଛନ୍ତି । ରୱାଣ୍ଡା ସରକାରଙ୍କ ଗିରିଙ୍କା କାର୍ଯ୍ୟକ୍ରମ ଅଧୀନରେ ଗ୍ରାମବାସୀମାନଙ୍କୁ ଏହି ଗାଈ ଭାରତ ପକ୍ଷରୁ…

ରାହୁଲ ମତେ ଆଲିଙ୍ଗନ କରିବା ପୂର୍ବରୁ ୧୦ ଥର ଚିନ୍ତା କରିବେ: ଯୋଗୀ ଆଦିତ୍ୟନାଥ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିବା ଘଟଣାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ କହିଛନ୍ତି “ରାହୁଲ ଗାନ୍ଧୀ ତାଙ୍କୁ ଆଲିଙ୍ଗନ କରିବାକୁ ୧୦ ଥର ଚିନ୍ତା କରିବେ ।” ଘଟଣାକୁ ରାଜନୈତିକ…