Latest Odisha News

BREAKING NEWS

Browsing Category

ବାଣିଜ୍ୟ

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଗ୍ରୁପ୍ ଜିତିଲା ‘ବିଶ୍ୱ ଶିକ୍ଷା ପୁରସ୍କାର ୨୦୧୮’

ଭୁବନେଶ୍ୱର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ ସ୍କୁଲ (ଏସଆଇଆରଏସ) ୨୦୧୮ ମସିହାର ସମ୍ମାନଜନକ ‘ୱାର୍ଲଡ ଏଜୁକେସନ ଆୱାର୍ଡ’ ର ବିଜେତା ହେବାର ଗୌରବ ଅର୍ଜନ କରିଛି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ‘ଇନୋଭେସନ ଇନ ଗ୍ଲୋବାଲ କୋଲାବରେଟିଭ ଲର୍ଣ୍ଣିଂ’ ନିମନ୍ତେ…

ମୁମ୍ବାଇ: ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇଠାରେ ଅନୁଷ୍ଠିତ ହୋଇଥିବା ଏକ ପୁଞ୍ଜି ନିବେଶକ ସମ୍ମିଳନୀରେ କହିଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ରହିଛି ବୋଲି ଏହି ସମ୍ମିଳନୀରେ କହିଛନ୍ତି…

ଦେଶବ୍ୟାପୀ ଟ୍ରାନ୍ସପୋର୍ଟ ସଂଗଠନ ପକ୍ଷରୁ ଧର୍ମଘଟ, ଓଡିଶାରେ ଯାତ୍ରୀ ପ୍ରଭାବିତ

ଭୁବନେଶ୍ୱର : ଦେଶବ୍ୟାପୀ ଟ୍ରାନପୋର୍ଟ ଫେଡ଼େରେସନ ପକ୍ଷରୁ ଚକାବନ୍ଦ ଧର୍ମଘଟ ଚାଲିଥିବା ବେଳେ ଓଡ଼ିଶାରେ ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡ଼େରେସନ (ଏଓଟିଡ଼ବ୍ଲ୍ୟୁଏଫ) ମଧ୍ୟ ବନ୍ଦ ଡ଼ାକରା ଦେଇଛି । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବସ, ଟ୍ରକ, ଅଟୋ, ଟ୍ୟାକ୍ସି ବନ୍ଦ ଯୋଗୁଁ ଯାତ୍ରୀମାନେ…

ଏସବିଆଇ ଫିକ୍ସଡ଼ ଡ଼ିପୋଜିଟ ଉପରେ ସୁଧହାର ବୃଦ୍ଧି କଲା

ନୂଆଦିଲ୍ଲୀ : ଦେଶର ବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସ୍ଥାୟୀ ମିଆଦି ଜମାରାଶି (ଫିକ୍ସଡ଼ ଟର୍ମ ଡ଼ିପୋଜିଟ) ଉପରେ ୧୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ସୁଧହାର ବଢାଇଛି । ଏସବିଆଇ ସୂତ୍ରରୁ ଜଣାପଡ଼ିଛି, ନୂତନ ସୁଧହାର ଜୁଲାଇ ୩୦ ତାରିଖଠାରୁ ଚାଲୁ ହେବ ଏବଂ ଏହା ୧କୋଟିରୁ କମ୍…

କୁମାର ଗୁରୁ ମିଶ୍ରଙ୍କ ବ୍ରାଣ୍ଡ୍ ‘ଜି’ର ଶୁଭ ଉଦଘାଟନ

ଭୁବନେଶ୍ୱର : ସ୍ଥାନୀୟ ମେ ଫେୟାର ହୋଟେଲରେ ଏକ ଆଡ଼ମ୍ବରମୂର୍ଣ୍ଣ ଉତ୍ସବରେ ଏବଂ ବହୁ ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ଡକ୍ଟର କୁମାର ଗୁରୁ ମିଶ୍ରଙ୍କ ପୋଷାକ ବ୍ରାଣ୍ଡ୍ ‘ଜି’ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରାଣ୍ଡ୍ ଉତ୍ସବର ମୁଖ୍ୟ ଅତିଥବ ତାରା ରଞ୍ଜନ ପଟ୍ଟନାୟକ ଏବଂ ସମ୍ମାନନୀୟ…

ବିଶ୍ୱକପ ହକି: ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’ ବିଜ୍ଞାପନ ଲଣ୍ଡନ ବସରେ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୋରଦାର ଚାଲିଛି ବିଶ୍ୱକପ ଆୟୋଜନର ପ୍ରସ୍ତୁତି ପର୍ବ । ହକି ମହାକୁମ୍ଭ ‘ବିଶ୍ୱକପ ହକି’ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରରେ ନଭେମ୍ବର ୨୮ରେ ଆରମ୍ଭ ହେବାକୁ ଥିବା ବେଳେ ଏବେ ଇଂଲଣ୍ଡର ଲଣ୍ଡନରେ ଆରମ୍ଭ ହୋଇଛି…

କଡ଼ା ନିରାପତ୍ତା ବଳୟରେ ଅନୁଷ୍ଠିତ ହେବ ବିଶ୍ୱକପ ହକି, ସୁରକ୍ଷା ଦାୟିତ୍ୱ ନେବେ ଏନ.ଏସ.ଜି କମାଣ୍ଡୋ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କ୍ରୀଡ଼ା ସଫଳତା ଏବେ ଶୀର୍ଷରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଗେଇ ଚାଲିଛି ବିଶ୍ୱକପ ହକିର ପ୍ରସ୍ତୁତି । ଆସନ୍ତା ନଭେମ୍ବର ୨୮ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ପ୍ରତିଯୋଗିତାର…

ଭୁବନେଶ୍ୱରରୁ ଅହମ୍ମଦାବାଦ ଓ ହାଇଦ୍ରାବାଦ ଉଡ଼ିବ ବିମାନ, ସେପ୍ଟେମ୍ବର ୨ରୁ ଇଣ୍ଡିଗୋ ବିମାନସେବା ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରୁ ଗୁଜରାଟ ସିଧା ବିମାନ । ଭୁବନେଶ୍ୱରରୁ ଉଡ଼ିବ ବିମାନ ଅହମ୍ମଦାବାଦକୁ । ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଏହି ଉଡ଼ାଣ ଆରମ୍ଭ କରିବ ଇଣ୍ଡିଗୋ । ସେହିପରି ହାଇଦ୍ରାବାଦ ଓ ଭୁବନେଶ୍ୱର ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ବିମାନ ଚଳାଚଳ ସୁବିଧା ଯାତ୍ରୀମାନଙ୍କ ଲାଗି କରାଯାଇଛି ।…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ‘ସାଇମୁନ୍-୨୦୧୮’ ଉଦଘାଟିତ

ଭୁବନେଶ୍ୱର : ପୂର୍ବ ଭାରତର ସର୍ବବୃହତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍ସ୍ (ସାଇମୁନ୍)ର ଷଷ୍ଠ ସଂସ୍କରଣ ଆଜି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିସରରେ ଉଦଘାଟିତ ହୋଇଯାଇଅଛି । ସାଇମୁନ୍ ୟୁନେସ୍କୋ ଏବଂ ଭାରତ ଓ ଭୂଟାନ୍ ୟୁନାଇଟେଡ଼୍ ନେସନ୍ସ ଇନଫରମେସନ୍ ସେଣ୍ଟର ଏକ ସହବନ୍ଧିତ କାର୍ଯ୍ୟକ୍ରମ । ଏହା…

ନଦୀଶଯ୍ୟା ଓ ସଇରାତରୁ ବାଲି ଉଠାଣକୁ ଶୃଙ୍ଖଳିତ ଓ ଆଇନ୍‌କୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ନଦୀଶଯ୍ୟା ଏବଂ ସଇରାତ ଉସିରୁ ବାଲି ଖନନ କାର୍ଯ୍ୟକୁ ନିୟନ୍ତ୍ରିତ ଓ ଶୃଙ୍ଖଳିତ କରିବା ପାଇଁ ସରକାର ନୂତନ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗ ଦର୍ଶିକା ପ୍ରସ୍ତୁତ ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ…