Latest Odisha News

BREAKING NEWS

Browsing Category

ବାଣିଜ୍ୟ

ବଡ଼ ଧରଣର ଛଟେଇ କରିବ ଆମାଜନ: ଚାକିରି ହରାଇବେ ୧୮ ହଜାର କର୍ମଚାରୀ

ନୂଆଦିଲ୍ଲୀ: ବଡ଼ ଧରଣର ଚାକିରି ଛଟେଇ କରିବ ଆମାଜନ। ପାଖାପାଖି ୧୮୦୦୦ କର୍ମଚାରୀଙ୍କୁ ଛଟେଇ କରିପାରେ କମ୍ପାନୀ। ଏଥିରେ ଆମାଜନ ଷ୍ଟୋର, ପିଏକ୍ସଟି(ପିପୁଲ ଏକ୍ସପିରିଏନ୍ସ ଆଣ୍ଡ ଟେକ୍ନୋଲୋଜୀ) ଏଚ୍‌ଆର୍ ଟିମ୍ସର କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ଏନେଇ କମ୍ପାନୀର ସିଇଓ ଆଣ୍ଡି ଜ୍ୟାସି…

ଜଗତସିଂହପୁର‌‌‌‌‌‌‌‌ରେ RBI ଲୋକପାଳ ଅଫିସ ପକ୍ଷରୁ ଟାଉନ୍ ହଲ୍ କାର୍ଯ୍ୟକ୍ରମ

ଜଗତସିଂହପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ (RBI Ombudsman) ଅଫିସ ଦ୍ୱାରା ଜଗତସିଂହପୁର‌‌‌‌‌‌‌‌ ‌‌‌‌ରେ ବ୍ୟାଙ୍କ ଗ୍ରାହକ ମାନଙ୍କ ସଚେତନତା ପାଇଁ ଏକ ଟାଉନ ହଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଲୋକପାଳ(Ombudsman) ପଙ୍କଜ କୁମାର ନାୟକ…

ପିପରଫ୍ରାଏ ପକ୍ଷରୁ କଟକରେ ନୂତନ ଷ୍ଟୁଡିଓର ଶୁଭାରମ୍ଭ

କଟକ: ଅଗ୍ରଣୀ ଇ-କମର୍ସ ଆସବାବପତ୍ର ଓ ଗୃହୋପକରଣ ସାମଗ୍ରୀ କଂପାନି ପିପରଫ୍ରାଏ ପକ୍ଷରୁ କଟକରେ ଏହାର ପ୍ରଥମ ଷ୍ଟୁଡିଓ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭାରତରେ ହୋମ୍ ଓ ଲିଭିଂସ୍ପେସ୍‌ରେ ଏହାର ଓମ୍‌ନି ଚ୍ୟାନେଲ୍‌ ଗ୍ରାହକ ସଂପୃକ୍ତିକୁ ସୁଦୃଢ଼ କରିବା ଓ ସ୍ୱତନ୍ତ୍ର…

ପୁଣି ଚର୍ଚ୍ଚାରେ ଲକ୍ଷେ ଟଙ୍କିଆ କାର୍, ବଜାରକୁ ଫେରିବ କି ନାନୋ ?

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡ଼ି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଥିବା ବେଳେ ଗାଡ଼ି ନିର୍ମାଣକାରୀ ଟାଟା କମ୍ପାନୀ ଚର୍ଚ୍ଚାରେ ରହିଛି । ୨୦୦୮ରେ ଟାଟା ଲକ୍ଷେ ଟଙ୍କିଆ ନାନୋ କାର ବଜାରକୁ ଆଣିଥିଲା । ପ୍ରାୟ ୧୦ ବର୍ଷ ଧରି ନାନୋ ବଜାରରେ ରହିବା ପରେ ୨୦୧୮ରେ କମ୍ପାନୀ ଉତ୍ପାଦନ ବନ୍ଦ କରି…

ମହଙ୍ଗା ୨୨, ବର୍ଷ ଆରମ୍ଭରୁ କନ୍ଦାଇଥିଲା ଦରଦାମ

ନୂଆଦିଲ୍ଲୀ: ସରି ସରି ଆସୁଛି ବର୍ଷ ୨୦୨୨ । ବର୍ଷ ଆରମ୍ଭରୁ ଲୋକଙ୍କୁ ଦରଦାମ ହନ୍ତସନ୍ତ କରିଥିବା ବେଳେ ବର୍ଷ ଶେଷକୁ ବି ସେହି ଧାରା ଲାଗି ରହିଥିଲେ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଆସନ୍ତୁ ନଜର ପକାଇ ନେବା ବାଣିଜ୍ୟ ଓ ଆର୍ଥିକ ଦୃଷ୍ଟିରୁ କେମିତି ଥିଲା ୨୦୨୨ ମସିହା । କରୋନାର…

ନୂଆବର୍ଷ ପୂର୍ବରୁ ରିଚାର୍ଜ କରିଦିଅନ୍ତୁ, ନହେଲେ ପକେଟ ଉପରେ ବଢିପାରେ ଆର୍ଥିକ ବୋଝ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାଇଁ ଲୋକମାନେ ବହୁତ ଖୁସି। କିନ୍ତୁ ଏହାରି ଭିତରେ ଏକ ଖବର ଆସିଛି ଯାହା ଆପଣଙ୍କ ପକେଟ ଉପରେ ବୋଝ ପକାଇବାକୁ ଯାଉଛି। ନୂଆ ବର୍ଷରୁ ମୋବାଇଲ୍ ରିଚାର୍ଜ ପ୍ଲାନ୍ ମହଙ୍ଗା ହୋଇପାରେ। ଟେଲିକମ୍ ଅପରେଟରମାନଙ୍କ ଦ୍ୱାରା ରିଚାର୍ଜ ପ୍ୟାକ…

ବାରମ୍ବାର ବିଶ୍ୱାସଘାତ, ତଥାପି ବଢୁଛି ବାଣିଜ୍ୟିକ କାରବାର

ନୂଆଦିଲ୍ଲୀ: ଗଲୱାନ ପରେ ତୱାଙ୍ଗ । ପଡ଼ୋଶୀ ସହ ବଢ଼ୁଛି ତିକ୍ତତା । ତଥାପି ଚୀନ ଉପରେ ବେଶୀ ଭରସା ! ୨ ବର୍ଷ ତଳେ ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କରେ ଭଟ୍ଟା ଆସିଛି । ଗଲୱାନ ଘଟଣା ପରେ ଚୀନର କାରବାରକୁ ନେଇ ଭାରତ ଅନେକ ପ୍ରତିବନ୍ଧକ…

ସି ଜିନପିଙ୍ଗଙ୍କୁ ଝଟକା ଦେଇ ପାରନ୍ତି ଚୀନ କମ୍ପାନୀ, ଭାରତକୁ ମିଳିବ ବଡ଼ ଫାଇଦା

ନୂଆଦିଲ୍ଲୀ: ଭାରତ କାହିଁକି ବିଶ୍ୱ ବଜାରରେ ଚୀନ ମୋବାଇଲ୍ କମ୍ପାନୀଙ୍କ ବେଶ୍ ଦବଦବା ରହିଛି । କମ୍ ମୂଲ୍ୟରେ ଅଧିକ ଫିଚର୍ସ ଯୋଗାଉଥିବାରୁ ଚୀନ୍ ମୋବାଇଲର ଚାହିଦା ବଢ଼ୁଛି । ଚୀନ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ସ ସାଓମି, ଅପୋ ଓ ଭିଭୋ ଏବେ ଭାରତୀୟ ବଜାରରେ ରାଜ୍ କରୁଥିବା ବେଳେ ଚୀନ ରାଜକୋଷ…

୧୦ ହଜାର ଟଙ୍କାରୁ କମରେ ପାଇବେ ଏହି 5G ଫୋନ୍

ଭୁବନେଶ୍ୱର: ଟେକ୍ନୋଲୋଜି ବଦଳିବା ସହ ଖର୍ଚ୍ଚ ବଢ଼ୁଛି । 4G ପରେ ଏବେ ବଜାରକୁ 5G ଆସି ସାରିଛି । ଦେଶର ଅନେକ ସ୍ଥାନରେ 5G ସେବା ମଧ୍ୟ ଆରମ୍ଭ ହୋଇ ସାରିଛି । ଅନେକ ତାଙ୍କ ପୁରୁଣା ଫୋନରେ 5G ଚାଲିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ବଢ଼ୁଥିବା ଦାମ, ବିଗୁଡ଼ୁଥିବା ବଜେଟ୍ ଭିତରେ…

ଓଡ଼ିଶା ବକ୍ସସାଇଟରେ ପ୍ରଥମ, ଆଲୁମିନାରେ ପ୍ରଥମ, ଆଲୁମିନିୟମ୍ ଉତ୍ପାଦନରେ ପ୍ରଥମ: ଡ. ଚାନ୍ଦ

ଭୁବନେଶ୍ୱର: ଓଡ଼ିଶା ବକ୍ସସାଇଟରେ ପ୍ରଥମ, ଆଲୁମିନା ପ୍ରଥମ, ଆଲୁମିନିୟନ୍ ଉତ୍ପାଦନରେ ପ୍ରଥମ । ମେକ୍ ଇନ୍ କନକ୍ଲେଭରେ ଯୋଗ ଦେଇ ଏହା କହିଛନ୍ତି ବେଦାନ୍ତ ଆଲୁମିନିୟମର ସଭାପତି ଡକ୍ଟର ଟିକେ ଚାନ୍ଦ । ମେକ୍ ଇନ୍ କନକ୍ଲେଭର ଦ୍ୱିତୀୟ ଦିନରେ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ଶିଳ୍ପକୁ ନେଇ…