Latest Odisha News

BREAKING NEWS

Browsing Category

କେନ୍ଦ୍ରୀୟ ବଜେଟ୍ ୨୦୨୦

Union Budget 2020

ବଜେଟ୍ ୨୦୨୦: ଜେଟ୍‌ଲୀଙ୍କୁ ମନେପକାଇଲେ ସୀତାରମଣ

ନୂଆଦିଲ୍ଲୀ: ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ୨.୦ର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି । ତେବେ ବଜେଟ ଅଭିଭାଷଣ ଆରମ୍ଭରୁ ସୀତାରମଣ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ସରକାରଙ୍କୁ ବହୁମତ ମିଳିଛି ବୋଲି କହିଛନ୍ତି । ଲୋକେ ଆମ ସରକାରଙ୍କ ଉପରେ…

ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଶନିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନା କରିବେ । ପ୍ରାପ୍ତ ସୂଚନାନୁଯାୟୀ, ମୋଦି ସରକାରଙ୍କ ୨.୦ କାର୍ଯ୍ୟକାଳ ସମୟର ଏହା ମଧ୍ୟ ଦ୍ୱିତୀୟ ବଜେଟ୍ । ଆଜି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିବା ପାଇଁ…

ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦: ପ୍ରମୁଖ ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟର ପ୍ରମୁଖ ବୈଶିଷ୍ଟ୍ୟ ନିମ୍ନରେ ଉଲ୍ଲେଖ କରାଗଲା : ସମ୍ପତି ସୃଷ୍ଟି : ଅଦୃଶ୍ୟ ହାତକୁ ମିଳିଲା…

ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ; ଆର୍ଥିକ ସର୍ଭେ ହେବ ଉପସ୍ଥାପିତ

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ ଶୁକ୍ରବାର ଦିନଠାରୁ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରି ୧ ତାରିଖରେ ଗୃହରେ ଅନ୍ତରୀଣ ବଜେଟ୍ ଉପସ୍ଥାପନା କରାଯିବ । ଏହି ବଜେଟର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅଭିଭାଷଣ…

ଆମେରିକାର ରକ୍ଷା ବଜେଟ; ଭାରତର ସମ୍ପୂର୍ଣ୍ଣ ବଜେଟର ୨ ଗୁଣ !

ଭୁବନେଶ୍ୱର:ଭାରତର ୨୦୨୦ ବଜେଟ ଅନ୍ତିମ ସ୍ପର୍ଶ ଅପେକ୍ଷାରେ । ୨୦୧୯-୨୦ରେ ଭାରତର ବଜେଟ ୨୭.୮୬ ଲକ୍ଷ କୋଟି ଟଙ୍କା ରହିଥିଲା । ଏହାକୁ ଆମକୁ ବଡ ଲାଗୁଥିଲେ ମଧ୍ୟ ଚାଇନାରେ କେବଳ ଶିକ୍ଷା ବାବଦକୁ ୨୯.୫୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଯାହାକି ଭାରତର ଓଭରାଲ ବଜେଟଠାରୁ ଅଧିକ ।…

ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ଆରମ୍ଭ ହେବ ସଂସଦର ବଜେଟେ ଅଧିବେଶନ  । ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ଦେଶର ଆର୍ଥିକ ସ୍ଥତି ନେଇ ସମସ୍ତଙ୍କ ମତାମତ ଜରୁରୀ ବୋଲି ମୋଦି କହିଛନ୍ତି । ଏଥିସହ ସାମ୍ପ୍ରତିକ ବୈଶ୍ୱିକ…

ବଜେଟ ୨୦୨୦: ଗ୍ରାମାଞ୍ଚଳ ଲାଗି ଏହି ବଡ ଘୋଷଣା କରିପାରନ୍ତି ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ସରକାର ଏଥର ବଜେଟରେ ଗ୍ରାମୀଣ କ୍ଷେତ୍ର ପାଇଁ ବହୁକିଛି ଯୋଜନା ଆଣୁଛନ୍ତି । ଏଥିରୁ ସବୁଠୁ ମହତ୍ୱପୂର୍ଣ୍ଣ ଯୋଜନା ହେଉଛି ଗ୍ରାମୀଣ କ୍ଷେତ୍ରରେ ୨୪ ଘଣ୍ଟା ବିଜୁଳୀ ଉପଲବ୍ଧ କରାଇବା । କେନ୍ଦ୍ରୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଉଦୟ ଯୋଜନା ଘୋଷଣା କରିପାରନ୍ତି ।…

ଚଳିତ କେନ୍ଦ୍ରୀୟ ବଜେଟ୍ ପଛର କୋର୍ ଟିମ୍‌କୁ ଜାଣନ୍ତୁ, କିଏ ଏମାନେ !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖ ଦିନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପନ କରିବେ । ଏହା ମୋଦି ସରକାରଙ୍କ ୨.୦ର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ । ଏଥିପାଇଁ ବଜେଟ୍‌ର ପ୍ରିଂଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ବଜେଟକୁ…

ବଜେଟ୍ ୨୦୨୦: ଭାରତୀୟ ରେଳକୁ ମିଳିବ କ’ଣ ?

ନୂଆଦିଲ୍ଲୀ: ସାଧାରଣ ବଜେଟରେ ରେଳ ବଜେଟ୍ ମିଶିଯାଇଥିବା ବେଳେ ଏଥର ଭାରତୀୟ ରେଳକୁ କ’ଣ ମିଳିବ ତା’ଉପରେ ରହିଛି ସମସ୍ତଙ୍କ ନଜର । ରେଳବାଇ ବି ଆଶା କରିଛି, ଏଥର ବଜେଟରେ ଭାରତୀୟ ରେଳକୁ ବିଶ୍ୱସ୍ତରୀୟ କରାଯିବାକୁ ଉଦ୍ୟମ କରାଯିବ । ବିଶେଷ କରି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ ଏବଂ ଯାତ୍ରୀ…

ଜାଣନ୍ତୁ, ସର୍ବାଧିକ ବଜେଟ ଉପସ୍ଥାପନ କରିଥିବା କେନ୍ଦ୍ରମନ୍ତ୍ରୀଙ୍କୁ !

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୦-୨୦୨୧ ର ବଜେଟ୍ ଫେବୃଆରୀ ୧ରେ ଉପସ୍ଥାପନ କରାଯିବ । ଏଥର ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ଏହା ତାଙ୍କର ଦ୍ୱିତୀୟ ବଜେଟ୍ ହେବ ଏବଂ ମୋଦି ସରକାରଙ୍କ ଦ୍ୱିତୀୟ କାର‌୍ୟ୍ୟକାଳର ଦ୍ୱିତୀୟ ବଜେଟ୍ ହେବ । ପ୍ରତିବର୍ଷ ଭଳି ଏବର୍ଷ…