Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ହରିଦ୍ୱାରରେ ଶିଳ୍ପା ସେଟ୍ଟୀଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ 

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି । ଯାହା ବେଶ ଭାଇରାଲ ହେବାର ଲାଗିଛି । ଭିଡିଓରେ ଶିଳ୍ପା ପଣ୍ଡିତ ମାନଙ୍କ ସହିତ ଛିଡା ହୋଇ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଥିବା ନଜରକୁ ଆସିଛନ୍ତି । ଏହି ସମୟରେ ସେ ହ୍ୱାଇଟ୍…

ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌, ପ୍ରତି ସପ୍ତାହରେ କର୍ମଚାରୀଙ୍କୁ ମିଳିପାରେ ୩ ଦିନର ଛୁଟି

ନୂଆଦିଲ୍ଲୀ : ଆସନ୍ତା ସମୟ କର୍ମଚାରୀଙ୍କ ଜୀବନରେ ଆହୁରି ଖୁସି ଭରିପାରେ । ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌ । ଏହି ଅନୁସାରେ ପ୍ରତି କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ଆଉ ଗୋଟିଏ ଦିନ ନୁହେଁ ୩ ଦିନର ଅଫ୍‌ ମିଳିପାରେ । ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ୪ଟି ନୂଆ ଲେବର କୋଡ୍‌କୁ…

ପୁଣି ଚମକିଲେ ଦୂତୀ ଚାନ୍ଦ, BBCସ୍ପୋର୍ଟସ ୱିମେନ୍ ପୁରସ୍କାର ପାଇଁ ମନୋନୀତ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ପୁଣି ଚମକିଲେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନ ପାଇବେ ଦୂତୀ । ଏନେଇ ୫ଜଣ ଖେଳାଳୀ ନୋମିନେଟ୍ ହୋଇଥିବା ବେଳେ ସେଥିରେ ଦୂତୀଙ୍କ ନାଁ ରହିଛି । ଏହି ସମ୍ମାନ ପାଇଁ ଓଡିଶାର ଦୂତୀ ଚାନ୍ଦ, ସୁଟର୍ ମନୁ ଭାକର, ହକି…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ରୁ ମେ ୧୫ ଯାଏଁ ଚାଲିବ ପରୀକ୍ଷା । ମେ’ ୩ ତରିଖରେ ମାତୃଭାଷା ଓଡିଆ, ୫ ରେ ଇଂରଜ, ୭ରେ ତୃତୀୟ ଭାଷା ହିନ୍ଦୀ ଏବଂ ୮ ରେ ସସ୍କୃତ ପରୀକ୍ଷା ହେବ । ମେ’ ୯ ତାରିଖରେ ଭର୍ଚୁଆଲ ଆକ୍ଟ ( ପ୍ରାକ୍ଟିକାଲ) ହେବ । ୧୦ରେ ଗଣିତ ପରୀକ୍ଷା,…

ପାଣିରୁ ଇନ୍ଧନ ପ୍ରସ୍ତୁତ କରିବା କୌଶଳ ଖୋଜି ପାଇଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ-ଡିଜେଲ୍‌ ଦର ଶତକ ମାରିବାକୁ ବସିଲାଣି । ଲୋକେ ଗାଡ଼ି ଚଳାଇବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଏହି ଟେନ୍‌ସନ୍‌ ଖୁବ ଶୀଘ୍ର ଦୂର ହୋଇଯିବ ବୋଲି ଶୁଣିବାକୁ ମିଳିଛି । ଦିଲ୍ଲୀର ବିଶେଷଜ୍ଞମାନେ ଜଳରୁ ଉଦଜାନ୍ (ହାଇଡ୍ରୋଜେନ୍‌)‌ ଇନ୍ଧନ ପ୍ରସ୍ତୁତ କରିବାର…

କର୍ମଚାରୀଙ୍କୁ ୭୦୦ କୋଟି ଟଙ୍କାର ସ୍ପେଶାଲ୍ ବୋନସ୍ ଦେବ HCL

ନୂଆଦିଲ୍ଲୀ: ଦେଶର ଜଣାଶୁଣା କମ୍ପାନୀ HCL ଟେକ୍ନୋଲଜି ନିଜ କର୍ମଚାରୀକୁ ବୋନସ ଦେବାକୁ ଘୋଷଣା କରିଛି । ନିକଟରେ କମ୍ପାନୀ ପାଖାପାଖି ୧୦ ଅରବ ଆମେରୀକିୟ ଡଲାର୍ ଆୟ କରିଛି । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭୨ ହଜାର ୮ଶହ କୋଟି ଟଙ୍କା ହେବ । ତେବେ ଏତେ ବଡ଼ ଆୟ ହେବା ପରେ ବର୍ତ୍ତମାନ…

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଲେ ଭୀଷ୍ମ ପିତାମହ ମୁକେଶ ଖନ୍ନା

ମୁମ୍ବାଇ: ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଇଛନ୍ତି ଭୀଷ୍ମ ପିତାମହ ମୁକେଶ ଖନ୍ନା । ମୁକେଶ ଖନ୍ନା ୧.୧୧ ଲକ୍ଷ ଟଙ୍କାର ଚେକ୍ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି । ମୁକେଶଙ୍କ ଫ୍ୟାନ୍ ପେଜ୍ ରେ ଏନେଇ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଟିବିଟ୍ ରେ…

କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ହେଲେ ମହମ୍ମଦ ଅବଦାଲ ଅଖତର

କୋରାପୁଟ : କୋରାପୁଟ ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ମହମ୍ମଦ ଅବଦଲ ଅଖତର । ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କଠାରୁ ଦାୟିତ୍ଵ ନେଇଛନ୍ତି ଅବଦଲ ଅଖତର । ଦାୟିତ୍ଵ ଗ୍ରହଣ ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସ୍ବାଗତ ଜଣାଇଛନ୍ତି । କୋଟିଆ…

୧୭୪୦ ଟଙ୍କା ଫି’ ଛାଡ଼, ଛାତ୍ରଛାତ୍ରୀଙ୍କ ଦାବି ମାନିନେଲେ ପିଜି କାଉନସିଲ୍ ଅଧ୍ୟକ୍ଷ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ଛାତ୍ରଛାତ୍ରୀଙ୍କ ଦାବି ମାନିନେଲେ ପିଜି କାଉନସିଲ୍ ଅଧ୍ୟକ୍ଷ । ସମୁଦାୟ ହଷ୍ଟେଲ ଫି’ରୁ ୧୭୪୦ ଟଙ୍କା କଲେ ଛାଡ । ଛାତ୍ରଛାତ୍ରୀ ଏବେ ୨୯୫୦ ଟଙ୍କା ବଦଳରେ ୧୨୧୦ ଟଙ୍କା ଦେବେ । ଫି’ କମାଇବାକୁ ଦୁଇ ଦିନ ହେଲା ଛାତ୍ରଛାତ୍ରୀ ଦାବି କରିଆସୁଥିଲେ ।…

୩୦୦ ଓ୍ବିକେଟ୍ କ୍ଲବ୍‌ରେ ଇଶାନ୍ତ ଶର୍ମା: ତୃତୀୟ ଭାରତୀୟ ଦୃତ ବୋଲର ଭାବେ ହାସଲ କଲେ ଏହି ରେକର୍ଡ

ଚେନ୍ନାଇ: ଭାରତୀୟ ଦୃତ ବୋଲର ଇଶାନ୍ତ ଶର୍ମା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ଓ୍ବିକେଟ୍‌ ନେବା ପରେ ଏକ ଖାସ ରେକର୍ଡ ନିଜ ନାମରେ କରିନେଇଛନ୍ତି । ଇଂଲଣ୍ଡର ଡେନ୍‌ ଲୋରିସ୍‌ଙ୍କ ଏଲବିଡବ୍ଲ୍ୟୁ କରିବା ପରେ ୩୨ ବର୍ଷୀୟ ଇଶାନ୍ତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ୩୦୦…