Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ମନ୍‌ ଷ୍ଟାଇଲ୍‌ରେ ବାହା ହେଲେ ପ୍ରେମ ଚଢ଼େଇ, ହ୍ବିଲ୍‌ ଚେୟାରରେ ନେଲେ ସାତ ଫେରା

ବାଲେଶ୍ବର : ପ୍ରେମ ହେଉଛି ଶାଶ୍ବତ ଓ ଚିରନ୍ତନ । ତ୍ୟାଗର ଅନ୍ୟ ନାମ ହେଉଛି ପ୍ରେମ  । ପ୍ରେମ ଏପରି ଏକ ଶଦ୍ଦ ଯାହାର ତୁଳନା କେବେ କାହା ସହ କରିହେବ ନାହିଁ  । ଆଜିର ଡିଜିଟାଲ ଯୁଗରେ ପ୍ରେମ କରି କିଏ ପ୍ରତାରଣାର ଶିକାର ହେଉଛି ତ କାହାର ଜୀବନ ଚାଲିଯାଉଛି  । ତେବେ ଏଭଳି ସ୍ଥିତିରେ ଏକ ନିଛକ…

କଥା…ଫଟୋରେ ଫଟୋରେ

ଭୁବନେଶ୍ୱର: କିଛି ବ୍ୟକ୍ତ କରିବାକୁ ହେଲେ ଶବ୍ଦର ଆବଶ୍ୟକତା ବାଧ୍ୟତାମୂଳକ ନୁହେଁ । ବେଳବେଳେ କେବଳ ଅଙ୍ଗଭଙ୍ଗୀ, ଚାହାଁଣି, ଠାଣି, ଇଙ୍ଗିତ, ଲେଖା କିମ୍ବା ଫଟୋ ବହୁତ କିଛି ବୟାନ୍ କରେ । ଏହି ଧାରାରେ ଏହି ଫଟୋଟି ମଧ୍ୟ କିଛି ନକହି ବେଶ କିଛି ସୂଚାଇ ପାରିଛି । ଫଟୋଟି ଗୁଜରାଟରୁ ଆସିଛି…

[ଭିଡ଼ିଓ] ଜୀବନ ବଞ୍ଚାଇଲେ ଟ୍ୱିଟର ଗାର୍ଲ ଦୀପା, ଉଦ୍ଧାର ହେଲେ ନିଖୋଜ ଶ୍ରମିକ ଦମ୍ପତି

ବରଗଡ଼: ଜୀବନ ବଞ୍ଚାଇଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ୍ । ତେଲେଙ୍ଗାନାରୁ ଉଦ୍ଧାର ହେଲେ ନିଖୋଜ ଥିବା ପ୍ରବାସୀ ଶ୍ରମିକ ଦମ୍ପତି। ତେଲେଙ୍ଗାନାର ପେଦାପଲ୍ଲୀ ଅଞ୍ଚଳରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଜୀବନ ବିପଦରେ ଥିଲା । ଠିକ୍ ସେହି ସମୟରେ ଟ୍ୱିଟର୍ ଗାର୍ଲ ଦୀପା ବାରିକଙ୍କ ଗୋଟିଏ ଟ୍ୱିଟ୍…

[ଭିଡ଼ିଓ] ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା: ୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ । ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଭାରତର ଏକମାତ୍ର ସହର ଭାବେ ରାଉରକେଲା ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ…

ମରିଗଲା ପୋଷା କୁକୁର, ମାଲିକ ଖୋଲିଲେ ଭାରତର ପ୍ରଥମ ଅତ୍ୟାଧୁନିକ ପଶୁ ଚିକିତ୍ସାଳୟ

ଭୁବନେଶ୍ୱର: ବର୍ଷେ ପୂର୍ବରୁ ପ୍ରାଣ ହରାଇଥିଲା ପୋଷା କୁକୁର । ଦୁଃଖରେ ଭାଙ୍ଗିପଡିଥିଲେ ଗୁଜରାଟର ଜଣେ ବ୍ୟକ୍ତି । ଉପଯୁକ୍ତ ଚିକିତ୍ସା ତଥା ଚିକିତ୍ସା ପ୍ରଣାଣୀ ଥିଲେ ବୋଧ ହୁଏ ତାଙ୍କ କକୁରର ଜୀବନ ବଂଚିପାରିଥାନ୍ତା । ଏହି କଥା ଭାବି ଶେଷରେ ଭାରତର ପ୍ରଥମ ଭେଟରିନାରୀ ଭେଣ୍ଟିଲେଟର୍…

ମୁକବଧିର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର : ସତ୍ୟଭାମା ଦେବୀ ମୁକବଧିର ମହାବିଦ୍ୟାଳୟର  +୨ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ,  ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।…

ଗଛ ମଣିଷ ବୁଦ୍ଧିଆ ସେଠୀ

ରାୟଗଡା: କମିବାରେ ଲାଗିଛି ପ୍ରାକୃତିକ ଜଙ୍ଗଲ । କାୟା ବିସ୍ତାର କରୁଛି କଂକ୍ରିଟ୍ ଦୁନିଆ । ସବୁଜିମା ପ୍ରକୃତି ବଦଳରେ ଆଜିର ଆଧୁନିକ ସମାଜ ଚିକମିକ୍ ଲମ୍ବାଲମ୍ବା ବିଲ୍ଡିଂକୁ ଅଧିକ ପ୍ରାଧାନ୍ୟ ଦେଉଛି । କଟା ଚାଲିଛି ଗଛ, ନିର୍ମିତ ହେଉଛି ସୁଉଚ୍ଚ ଅଟ୍ଟାଳିକା । ହେଲେ ଏହାରି ଭିତରେ ଜଣେ…

ସିନେମା ନୁହେଁ ସତ କାହାଣୀ, ଏସିପି ଫିରୋଜ

ଦିଲ୍ଲୀ: କୌଣସି ଫିଲ୍ମ ଷ୍ଟୋରୀ ନୁହେଁ । ସିନେମାରେ ଦେଖିଥିବା କୌଣସି କାହାଣୀ ବି ନୁହେଁ । ଏହା ହେଉଛି ସମ୍ପୁର୍ଣ୍ଣ ସତ ଘଟଣାଟିଏ । ଏ ହେଉଛି ଜଣେ କନେଷ୍ଟବଳଙ୍କ ସଂଘର୍ଷର କାହାଣୀ । ତାଙ୍କର କଠିନ ପରିଶ୍ରମ ତାଙ୍କ ସ୍ୱପ୍ନ ଆଡକୁ ବାଟ କଢାଇ ନେଇଛି । ଦୀର୍ଘ ୧୦ବର୍ଷ ଧରି ବଡ ବାବୁ ମାନଙ୍କ…

କିନ୍ନରଙ୍କୁ ସ୍ୱାବଲମ୍ବୀ କରାଇଲେ ମୟୁରଭଂଜ ଜିଲ୍ଲାପାଳ

ମୟୁରଭଂଜ: ସମାଜରେ କିନ୍ନରଙ୍କୁ ପ୍ରତିଷ୍ଠିତ ତଥା ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକ୍ଷମ ହୋଇଛି ଅନେକ ଯୋଜନା । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମୟୁରଭଂଜ ପ୍ରଶାସନ ନେଇଛି ଅନନ୍ୟ ପଦକ୍ଷେପ । ଜିଲ୍ଲାରେ ପ୍ରଥମଥର ପାଇଁ କିନ୍ନର ଓ ମହିଳାଙ୍କୁ…

ପ୍ରଥମ ଥର ପାଇଁ କିନ୍ନର ଓ ମହିଳା ଘରକୁ ଘର ବୁଲି କରିବେ ବର୍ଜ୍ୟବସ୍ତୁ ସଂଗ୍ରହ

ବାରିପଦା: ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବେ କିନ୍ନର । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରିପଦା ପୌରପାଳିକାକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଅଭିବନ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  ପ୍ରଥମ ଥର ପାଇଁ କିନ୍ନର ଓ ମହିଳା…