Latest Odisha News

BREAKING NEWS

Browsing Category

ବିଶେଷ

ମନ୍‌ ଷ୍ଟାଇଲ୍‌ରେ ବାହା ହେଲେ ପ୍ରେମ ଚଢ଼େଇ, ହ୍ବିଲ୍‌ ଚେୟାରରେ ନେଲେ ସାତ ଫେରା

ବାଲେଶ୍ବର : ପ୍ରେମ ହେଉଛି ଶାଶ୍ବତ ଓ ଚିରନ୍ତନ । ତ୍ୟାଗର ଅନ୍ୟ ନାମ ହେଉଛି ପ୍ରେମ  । ପ୍ରେମ ଏପରି ଏକ ଶଦ୍ଦ ଯାହାର ତୁଳନା କେବେ କାହା ସହ କରିହେବ ନାହିଁ  । ଆଜିର ଡିଜିଟାଲ ଯୁଗରେ ପ୍ରେମ କରି କିଏ ପ୍ରତାରଣାର ଶିକାର ହେଉଛି ତ କାହାର ଜୀବନ ଚାଲିଯାଉଛି  । ତେବେ ଏଭଳି ସ୍ଥିତିରେ ଏକ ନିଛକ…

ବିଶ୍ବର ସବୁଠାରୁ ପତଳା ବିଲଡିଂ

ନୂଆଦିଲ୍ଲୀ : ଆପଣ ବିଲଡିଂ ବିଷୟରେ ଜାଣିଛନ୍ତି କି ଯାହା ବିଶ୍ବର ସବୁଠାରୁ ପତଳା ଆକାଶ ଛୁଆଁର ମାନ୍ୟତା ପାଇଛି? ଏଭଳି ବିଲଡିଂ ଯାହା ପବନ  ବହିବା ମାତ୍ରେ ଏହା ପୁରା ଦୋହଲିଥାଏ । ଆମେରିକାର ମେନହଟ୍ଟନରେ ଅବସ୍ଥିତ ଏହି ଆକାଶ ଛୁଆ ଟାୱାର । ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ତେବେ ଆସନ୍ତୁ…

ପ୍ରେମିକା ହେବା ପାଇଁ ୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଯୁବତୀ

ନୂଆଦିଲ୍ଲୀ : ପ୍ରେମ ଚିରନ୍ତନ ଶାଶ୍ବତ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ । ତେବେ ଆମେ ଅନେକ ପ୍ରକାରର ପ୍ରେମ କାହାଣୀ ଶୁଣିଛନ୍ତି । ହେଲେ ଏଭଳି ଏକ ପ୍ରେମ କାହାଣୀ ଆମ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଶୁଣିଲେ ତାଜୁବ୍‌ ହୋଇଯିବେ । ଆପଣ କେବେ ଶୁଣିଛନ୍ତି କି ଜଣେ ଝିଅ କାହାର…

ଲୋକମାନେ ଟଙ୍କା ଦେଇ ମାଟିରେ କାହିଁକି ପୋତା ହେଉଛନ୍ତି ? କଣ ରହିଛି ରହସ୍ୟ ?

ନୂଆଦିଲ୍ଲୀ : ଅନେକ ସମୟରେ ଆମେ ମାନସିକ ସ୍ତରରେ ଶାନ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଯୋଗ କରିଥାଉ। କିନ୍ତୁ ଆପଣ କଣ କେବେ ଜାଣିଛନ୍ତି ଚିନ୍ତାରୁ ମୁ୍କ୍ତି ପାଇଁ ଲୋକେ ଟଙ୍କା ଖର୍ଚ୍ଚ କରି ମାଟି ତଳେ ପୋତି ହେଉଛନ୍ତି । ମଣିଷ ଜୀବନ୍ତ ଅବସ୍ଥାରେ ମାଟି ଭିତରେ ପୋତା ହେବା ଦ୍ବାରା…

ମା’ କାଳୀଙ୍କ ପାଦତଳେ ଭଗବାନ ଶିବ ଶୋଇଥାଆନ୍ତି କାହିଁକି ? ଏହା ପଛର କାରଣ କଣ ?

ଭୁବନେଶ୍ବର : ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ…

ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ‘ସାଥୀ’ ଆୟୋଜିତ

ଭୁବନେଶ୍ୱର : ଜଣାଶୁଣା ସାମାଜିକ ସଙ୍ଗଠନ ବିଚାର ଭାରତୀ ଟ୍ରଷ୍ଟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ମହର୍ଷି ମହିଳା ମହାବିଦ୍ୟାଳୟରେ ‘ସାଥୀ' ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ସଙ୍ଗଠନ ପକ୍ଷରୁ ବାଲ୍ୟ ବିବାହ,…

ଓଡ଼ିଶା ପାଇଁ ବିପଦ ନଥିବା କୁହାଯାଉଥିବା ବାତ୍ୟା ‘ଅସାନି’ର ମୂଳ ଅର୍ଥ କ’ଣ ?

ଊୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ 'ଅସାନି' ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ଛୁଇଁଛି। ଏବେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି । ବାତ୍ୟା 'ଅସାନି' ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଯାହା ରାଜ୍ୟ…

EXCLUSIVE: ଓରଟେଲରୁ ଇଟିଭି ହଟିବା ପଛର କାରଣ କ’ଣ ? ଜବାବ ରଖିଲେ ଜଗି ପଣ୍ଡା

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଘରୋଇ ଇନଫୋଟେନ ଚ୍ୟାନେଲ ଇଟିଭି ଓଡ଼ିଆ । ଦେଶର ମିଡିଆ ଟାଇକୁନ ରାମୋଜି ରାଓଙ୍କ ଦ୍ୱାରା ପରିଚାଳିତ ଏହି ଚ୍ୟାନେଲ ରାଜ୍ୟରେ ଗୌଣ ହେବା ପଛରେ ଓଟିଭି ନେଟଓ୍ୱର୍କର ଗୋଟିଏ ବଡ ଭୂମିକା ରହିଛି । ଓଟିଭିର ସହଯୋଗୀ କମ୍ପାନୀ ଓରଟେଲ କମ୍ପାନୀ ବଜାରରେ ପ୍ରବେଶ…

EXCLUSIVE: ଓଟିଭିର ସଫଳତା ପଛର କାହାଣୀ: ଜଗି ମଙ୍ଗତଙ୍କ ଜୁବାନୀ

ଭୁବନେଶ୍ୱର: ଟେଲିଭିଜନ ରେଟିଂ ପଏଣ୍ଟ ମାପୁଥିବା ସଂସ୍ଥା ବାର୍କ ଦ୍ୱାରା ଓଡ଼ିଶା ଟିଭି ବା ଓଟିଭି ରାଜ୍ୟର ଏକ ନମ୍ବର ନ୍ୟୁଜ ଚ୍ୟାନେଲ । ନିକଟରେ ଏହି ଚ୍ୟାନେଲ ୨୫ ବର୍ଷରେ ପାଦ ଥାପିଛି। ଦୀର୍ଘ ବର୍ଷ ଧରି ଓଟିଭି ରାଜ୍ୟରେ ଏକ ନମ୍ବର ଚ୍ୟାନେଲ ହୋଇ ରହିଛି । ନମ୍ବର ଏକ ଏବଂ ନମ୍ବର ଦୁଇ…

ରାଷ୍ଟ୍ରପତି ନିର୍ବାଚନ: କିଏ ହେଉଛନ୍ତି ପ୍ରାର୍ଥୀ ଗୁରୁତ୍ୱ, ବିଜୟର ଚାବି ବିଜେଡି ହାତରେ !

ଭୁବନେଶ୍ୱର: ଜୁଲାଇରେ ହେବ ରାଷ୍ଟ୍ରପତି ନିର୍ବାଚନ । ଏହି ସମୟରେ ବିଜେଡି କାହାକୁ ସମର୍ଥନ କରିବ ସେନେଇ ତାଙ୍କ ଦଳ ଠିକ୍ ସମୟରେ ନିଷ୍ପତ୍ତି ନେବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କ…