Latest Odisha News

BREAKING NEWS

Browsing Category

ବିଶେଷ

ଅଲବିଦା ୨୦୨୦: ଦେଶରେ ଏସବୁ ଖବର ପାଲଟିଥିଲା ଟପ୍ ହେଡଲାଇନ୍ସ

ଭୁବନେଶ୍ୱର: ବିଦାୟ ବେଳାରେ ବର୍ଷ ୨୦୨୦ । ଚଳିତବର୍ଷ ଦେଶରେ ବହୁ ଛୋଟ ବଡ଼ ଘଟଣା ଘଟିଛି । ନ୍ୟାୟ ପାଇଛି ନିର୍ଭୟା । ହଥରସର ଜଘନ୍ୟକାଣ୍ଡର ମୂକସାକ୍ଷୀ ହୋଇଛି ବର୍ଷ ୨୦୨୦ । ଏବର୍ଷ ସୀମାରେ ଭାରତ-ଚୀନ ସୀମାରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ରାମମନ୍ଦିର ପାଇଁ ଶିଳାନ୍ୟାସ ହୋଇଛି । ନାଗରିକା…

ବିଜୟ ଦିବସ: ୧୩ ଦିନ ଭାରତ-ପାକିସ୍ତାନ ଲଢ଼େଇ ଓ ବାଂଲାଦେଶର ଜନ୍ମ

ନୂଆଦିଲ୍ଲୀ: ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଏ । ୧୯୭୧ ମସିହାରେ, ପୂର୍ବ ପାକିସ୍ତାନରେ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଭାରତ ଏବଂ ପଶ୍ଚିମ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହାପରେ ଜନ୍ମ ନେଇଥିଲା ବାଂଲାଦେଶ । ସ୍ବତନ୍ତ୍ର ଦେଶ ଭାବେ ଗଠନ ହୋଇଥିଲା । ଏହି…

ଆମେରିକାରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ?

ଓ୍ୱାଶିଂଟନ୍: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଭାରତ ଭଳି ହୋଇ ନଥାଏ । ଅର୍ଥାତ ଆମେରିବାସୀ ସିଧାସଳଖ ନିଜର ଶାସନ ମୁଖ୍ୟଙ୍କୁ ବାଛି ନଥାଆନ୍ତି । ସେଠାରେ ପରୋକ୍ଷ ନିର୍ବାଚନ ଦ୍ୱାରା କ୍ଷମତାସୀନ ହୋଇଥାନ୍ତି ପୋଟସ୍ ବା ପ୍ରେସିଡେଣ୍ଟ୍ ଅଫ୍ ଦି…

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି ଓ ଦିଲ୍ଲୀପ ରାୟଙ୍କ ଭୂମିକା

ନୂଆଦିଲ୍ଲୀ: ୧୯୯୯ରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା । ୧୯୯୮ରେ ଝାଡଖଣ୍ଡର ବ୍ରହ୍ମଡିହା କୋଲବ୍ଲକ ପାଇଁ ଆବେଦନ କରିଥିଲା କାଷ୍ଟ୍ରୋନ ମାଇନିଂ ଲିମିଟେଡ । କମ୍ପାନୀ…

ଓଡ଼ିଶା ବିକାଶରେ ନବୀନ ପଟ୍ଟନାୟକ ଏକ ମାଇଲ ଖୁଣ୍ଟ

ଭୁବନେଶ୍ୱର: ରାଜ୍ୟରେ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଜଣେ ବ୍ୟକ୍ତି ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡ଼ିଶା ଦୃଶ୍ୟପଟରେ ଅଚାନାକ ଆର୍ବିଭାବ ହୋଇଥିଲେ । ସେତେବେଳେ ଓଡ଼ିଶାବାସୀ ତାଙ୍କୁ ଏତେ ଚିହ୍ନିଥିଲେ । ସେ ବି ବୋଧେ ଓଡ଼ିଶାକୁ ଭଲଭାବେ ଜାଣିଥିଲେ । ଏହାରି…

ସଫଳତା ପ୍ରାପ୍ତି ପାଇଁ କଲାମଙ୍କ ୫ ଟି ଗୁରୁ ମନ୍ତ୍ର ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱରେ ମିସାଇଲ ମ୍ୟାନ ଭାବେ ଖ୍ୟାତି ଅର୍ଜନ କରିଥିବା ମହା ମାନବ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମ ତିଥି । ୧୯୩୧ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଏହି ମହା ପୁରୁଷ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା କଲାମଙ୍କର ପିଲାଙ୍କ ପ୍ରତି…

ଦୈନିକ କରୋନା ପଜିଟିଭ୍ ଓ ଆକ୍ଟିଭ କେସରେ ଓଡ଼ିଶାର ଟପ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧୀରେ ଧୀରେ କମୁଛି । ଏବେ ଦୈନିକ ୩ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଓ କଟକରେ ପଜିଟିଭ୍ କେସ୍ ଦିନକୁ ଦିନ ଖସୁଥିବା ବେଳେ ଚିନ୍ତା ବଢ଼ାଇଛି ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲା । ସେହିପରି ସୁନ୍ଦରଗଡ଼ରେ ବି ବଢୁଛି ନୂଆ…

କେବେ ନିଆଯାଇଥିଲା ପ୍ରଥମ ସେଲ୍ଫି? ଜାଣନ୍ତୁ ସେଲ୍ଫି ସହିତ ଜଡ଼ିତ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସେଲ୍ଫିର କ୍ରେଜ୍ ସମସ୍ତଙ୍କ ଭିତରେ ଦେଖିବାକୁ ମିଳୁଛି। ଉନ୍ନତମାନର ଟେକ୍ନୋଲୋଜି ଯୋଗୁ ଏ ସବୁ ସମ୍ଭବ ହୋଇପାରିଛି। ହେଲେ ଆପଣ ଜାଣନ୍ତି ଦୁନିଆର ପ୍ରଥମ ସେଲ୍ଫି ଦେଢଶହ ଶତାବ୍ଦୀ ପୂର୍ବରୁ ନିଆଯାଇଥିଲା। ୧୮୫୦ ମସିହାରେ ଦୁନିଆର ପ୍ରଥମ ସେଲ୍ଫି…

ଦଉଡି ପକାଇଲେ ମଦ ଆସୁଛି, କରୋନା ହସ୍ପିଟାଲର ଭିତିରି କଥା

ୟୁପି: କରୋନା ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଡାକ୍ତର ଔଷଧ ଦିଅନ୍ତି ଆଉ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ସେବା କରନ୍ତି । ହେଲେ ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଚର୍ଚ୍ଚିତ ଚିତ୍ର । ଯେଉଁଠି କରୋନା ରୋଗୀଙ୍କ ପାଇଁ ମିଳୁଛି ମଦ । ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ମାଓ ଇଲାକାର ସିଙ୍ଗିଙ୍ଗ ସେନ୍‌ସେସନ ନମିତା, ଗୀତ ଶୁଣିଲେ ମତୁଆଲା ହେବେ…

ଭୁବନେଶ୍ୱର: ପଛୁଆ ଅଂଚଳର ଆଗୁଆ ଝିଅ । ରାଜଧାନୀ କି ରାଜ୍ୟର ବଡ ସହରରେ ରହୁ ନାହାଁନ୍ତି । ଆଦିବାସୀ ଅଧ୍ୟୁଷିତ କେରାପୁଟ ଜିଲ୍ଲାରେ ଘର । ଗାଁ ଚିନ୍ତାଗୁଡାର ସେ ହେଉଛନ୍ତି ଚମକ । କୁହୁକ ଭରା କଣ୍ଠ ସ୍ୱର ତାଙ୍କର । ଅପହଂଚ ଇଲାକାରୁ ଦରିଆପାରି ଯାଏଁ ପରିଚିତ ନାଁ ନମିତା ମେଲକା ।..…