Latest Odisha News

BREAKING NEWS

Browsing Category

ECONOMY

ଆୟକର ଭରିନାହାନ୍ତି କି? ସାବଧାନ!

ଭୁବନେଶ୍ବର: ଜୁଲାଇ ୩୧, ୨୦୨୪ ହେଉଛି ଆୟକର ଦାଖଲ କରିବାର ଶେଷ ଦିନ । ଧାର୍ଯ୍ୟ ସମୟ ମଧ୍ୟରେ  ଆଇଟିଆର ଫାଇଲ୍ ନ କଲେ କରଦାତାଙ୍କୁ ସହିବାକୁ ପଡିବ ବିପୁଳ ଆର୍ଥିକ କ୍ଷତି । ମୋଟା ପରିମାଣରେ ଜୋରିମାନା ଦେବାକୁ ପଡିବ । ଗତବର୍ଷ ପରି ଏଥର ମଧ୍ୟ ଆଉ ଆୟକର ଦାଖଲ ସମୟସୀମା ବଢାଇ ନପାରନ୍ତି ସରକାର…

ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ଏକ ନମ୍ବର

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିରେ ଦେଶରେ ଓଡ଼ିଶା ଏକ ନମ୍ବର । ଏପ୍ରିଲରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ ରହିଛି । ଏଥିସହ ଓଡ଼ିଶାର ରିଟେଲ ଇନଫ୍ଲେସନ ୭ ପ୍ରତିଶତ ଉପରେ ରହିଛି । ଅନ୍ୟପଟେ ଦିଲ୍ଲୀରେ ସର୍ବନିମ୍ନ ଖୁଚୁରା ମୁଦ୍ରାସ୍ଫୀତି ହାର  ୨.୨ ପ୍ରତିଶତ ରହିଛି ।ଯୋଗାଣରେ…

ଏପ୍ରିଲରେ ଜିଏସ୍‌ଟି ସଂଗ୍ରହ ୨.୧୦ ଲକ୍ଷ କୋଟି ଟଙ୍କା ରେକର୍ଡ କରିଛି

ନୂଆଦିଲ୍ଲୀ: ଭାରତର ମୋଟ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ସଂଗ୍ରହ ଏପ୍ରିଲ ମାସରେ ରେକର୍ଡ ସୃଷ୍ଟି କରିଛି । ଏପ୍ରିଲରେ ରେକର୍ଡ ସର୍ବାଧିକ ୨.୧୦ ଲକ୍ଷ କୋଟିରେ ପହଞ୍ଚିଛି ଯାହା ରାଜସ୍ବ ବର୍ଷ ତୁଳନାରେ ୧୨.୪ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ବୁଧବାର ଦିନ ଏକ ବିବୃତ୍ତିରେ…

ପାକିସ୍ତାନରେ ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ବୈଠକ ରଖିଲେ ସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନରେ ଅର୍ଥନୈତିକ ଦୁର୍ବଳତା ଜାରି ରହିଥିବା ବେଳେ ଏନେଇ ସେନା ମୁଖ୍ୟ ଅସୀମ ମୁନିର ବ୍ୟବସାୟ ଗୋଷ୍ଠୀ ସହିତ ବୈଠକ କରିଛନ୍ତି। ଦେଶର ଆବଶ୍ୟକତା ଅନୁଯାୟୀ ବିଦେଶୀ ପୁଞ୍ଜି ବିନିଯୋଗ ଆଣିବା ପାଇଁ ସେ ସବୁକିଛି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚାରି ଘଣ୍ଟିଆ ମାରାଥନ…

ସିଙ୍ଗାପୁର ଉପରେ ଲାଗିଥିବା ଚାଉଳ ରପ୍ତାନି ପ୍ରତିବନ୍ଧକକୁ କୋହଳ କଲା ଭାରତ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିଵା ଦ୍ଵିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଭାରତ ଚାଉଳ ରପ୍ତାନୀ ଉପରେ ଲଗାଇଥିଵା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ନିଅଣ୍ଟିଆ ବର୍ଷା, ଫସଲ ହାନି, ସ୍ଵଳ୍ପ ଅମଳ ଆଦିକୁ ଧ୍ୟାନରେ ରଖି ଚାଉଳ ରପ୍ତାନୀ ଉପରେ ଜୁଲାଇ ୨୦ ତାରିଖରୁ କଟକଣା ଲାଗିଥିଲା।…

ଏଥର ଜିଏସଟି ଗଣିବେ କିରାନା ଷ୍ଟୋର

ନୂଆଦିଲ୍ଲୀ : ଟିକସ ପରିସରକୁ ବଢାଇବା ପାଇଁ ଏକ ନିର୍ଦ୍ଧିଷ୍ଟ ବର୍ଗର କିରାନା ଷ୍ଟୋରରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ କରିବାକୁ ସରକାର ବିଚାର କରୁଛନ୍ତି। ଏବେର ନିୟମ ଅନୁସାରେ ବାର୍ଷିକ ୪୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକୁ ଜିଏସ୍‌ଟି…

ବଡ଼ ଧରଣର ଛଟେଇ କରିବ ଆମାଜନ: ଚାକିରି ହରାଇବେ ୧୮ ହଜାର କର୍ମଚାରୀ

ନୂଆଦିଲ୍ଲୀ: ବଡ଼ ଧରଣର ଚାକିରି ଛଟେଇ କରିବ ଆମାଜନ। ପାଖାପାଖି ୧୮୦୦୦ କର୍ମଚାରୀଙ୍କୁ ଛଟେଇ କରିପାରେ କମ୍ପାନୀ। ଏଥିରେ ଆମାଜନ ଷ୍ଟୋର, ପିଏକ୍ସଟି(ପିପୁଲ ଏକ୍ସପିରିଏନ୍ସ ଆଣ୍ଡ ଟେକ୍ନୋଲୋଜୀ) ଏଚ୍‌ଆର୍ ଟିମ୍ସର କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ଏନେଇ କମ୍ପାନୀର ସିଇଓ ଆଣ୍ଡି ଜ୍ୟାସି…

ଗତବର୍ଷ ତୁଳନାରେ ଏହି ବର୍ଷ ଆଦାୟ ହୋଇଛି ୨୮% ଅଧିକ ଜିଏସଟି

ନୂଆଦିଲ୍ଲୀ :  ଗତ ବର୍ଷ ଅଗଷ୍ଟ ମାସ ତୁଳନାରେ ଏହି ବର୍ଷ ଜିଏସଟି ଆଦାୟ ୨୮% ଅଧିକ ହୋଇଛି  ।  ୨୦୨୨ ଅଗଷ୍ଟ ମାସରେ ସାମଗ୍ରିକ ଜିଏସଟି ରାଜସ୍ୱ ସଂଗ୍ରହ ୧,୪୩୬୧୨ କୋଟି ଟଙ୍କାରେ ପହଞ୍ଚିଛି  । ୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ମାସିକ ଜିଏସଟି ରାଜସ୍ଵ ସଂଗ୍ରହ ହୋଇଛି।…

କମିଲା ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ : ଦେଶର ତୈଳ ମାର୍କେଟିଂ କମ୍ପାନୀ  (ଓଏମସି) ପକ୍ଷରୁ ବ୍ୟବସାୟିକ ସିଲିଣ୍ଡର ଦାମ୍‍ ହ୍ରାସ କରାଯାଇଛି ।୧୯ କେଜି ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ କରାଯାଇଛି  । ଏହି ଦର ହ୍ରାସର ପ୍ରଭାବ ଦେଶର ବିଭିନ୍ନ ସହର ଉପରେ ପଡିଥିବାର ଏନଆଇ ମାଧ୍ୟମରେ ସୂଚନା ମିଳିଛି …

ୱାର୍କ ଫ୍ରମ୍ ହୋମ୍ ପାଇଁ ବାଣିଜ୍ୟ ବିଭାଗ ଜାରି କଲା ନୂଆ ନିୟମ

ନୂଆଦିଲ୍ଲୀ: ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ବିଶେଷ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର (ୱାର୍କ ଫ୍ରମ୍ ହୋମ୍) ନୂଆ ନିୟମ ୪୩(ଏ)- ୨୦୦୬ ଅନୁଯାୟୀ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର ଅନୁମତି (ୱାର୍କ ଫ୍ରମ୍ ହୋମ୍) ସର୍ବାଧିକ ଏକ ବର୍ଷ ପାଇଁ ରହିବ ଏବଂ ଏହା ମୋଟ ଶ୍ରମିକ ମାନଙ୍କର…