Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ବଂଶୀ ବାଦକରୁ ବିକ୍ରେତା ସୁଭାଷ

କୁହାଯାଏ ଆବଶ୍ୟକତା ହିଁ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ଆଜିର ସଫଳ କାହାଣୀ ହେଉଛି ସୁଭାଷଙ୍କର । ସୁଭାଷ ହେଉଛନ୍ତି ଉସ୍ତାଦ ଫହୀମୁଲ୍ଲା ଖାନଙ୍କ ଶିଷ୍ୟ। ୧୯୮୮ମସିହାରେ ତାଙ୍କ ଠାରୁ ସୁଭାଷ ଶିଖିଥିଲେ ବଂଶୀ ବାଦନ। ଏହାପରେ ସଙ୍ଗୀତରେ ସେ ସ୍ନାତକୋତ୍ତର କଲେ ଓ ଆକାଶବାଣୀ ପାଟନାରେ…

ସଫଳ ମହିଳା ଉଦ୍ୟୋଗୀ : କଳ୍ପନା ସରୋଜ

କଠୋର ଅଧ୍ୟବସାୟ , ଦୃଢ ଆତ୍ମ ପ୍ରତ୍ୟୟ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ । ଦୃଢ ଇଚ୍ଛା ଶକ୍ତି ନେଇ କଠିନ ପରିଶ୍ରମ କରିବା ସହିତ ସତ୍ ମାର୍ଗରେ ଚାଲି ନିଜର ଲକ୍ଷ୍ୟ ସାଧନ ସମାଜରେ ନିଜକୁ ପ୍ରତିପାଦିତ କରିବାକୁ ଚାହୁଁଥିବା ମଣିଷକୁ ଈଶ୍ବର ସବୁମତେ ସାହାଯ୍ୟ କରିଥାନ୍ତି, ଏଇ ଉକ୍ତି ର…

ଅନ୍ଧାରିମୁଲକରେ ସୌରଶକ୍ତିର ଭଗୀରଥ : ଚୈତରାମ୍ ପାୱାର୍

ମହାରାଷ୍ଟ୍ରର ଧୂଲେ ଜିଲ୍ଲା, ସଦର ମହକୁମାଠାରୁ ଶହେ କିଲୋମିଟର ଦୂର ଗଲେ ପଡେ ସାକ୍ରୀ ବ୍ଲକର ବାରିପଦା ଗାଆଁ । ତିନିଶହ ହେକ୍ଟର ବ୍ୟାପୀ ବଣ ଜଙ୍ଗଲ ଘେରା ଏଇ ବାରିପଦା ଗାଆଁରେ ବସବାସ କରନ୍ତି ପ୍ରାୟ ଏକ ହଜାରଟି ଜନଜାତି ପରିବାର । ଜଙ୍ଗଲରେ ଭର୍ତ୍ତି ହୋଇଛି ଶାଗୁନ,ଦେବଖୁମ୍ବ,…

ସେବାର ମୂର୍ତ୍ତୀ : ସରସ୍ଵତୀ

ଭୁବନେଶ୍ବର : ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାକୁ ରାଜ୍ୟର ସବୁଠାରୁ ଧନୀ ଜିଲ୍ଲାରେ ଗୋଟିଏ ବୋଲି କୁହାଯାଇପାରେ। ଏହି ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ସାରା ଓଡ଼ିଶାର ଅର୍ଥନୀତିକୁ ସମ୍ଭାଳିଛି କହିଲେ ଭୁଲ ହେବ ନାହିଁ। କିନ୍ତୁ ଦୂର୍ଭାଗ୍ୟର କଥା ହେଉଛି ଯୁଗ ଯୁଗ ଧରି ଏହି…

ସଫଳ ଉଦ୍ୟୋଗୀ ମଧୁସୂଦନ

କଠିନ ପରିଶ୍ରମ ଓ ଅଧ୍ୟବସାୟ ସଫଳତାର କାହାଣୀ ସୃଷ୍ଟି କରେ । ଠିକ ସେମିତି ନିଜର କଠିନ ପରିଶ୍ରମ ବଳରେ ମଧୁସୂଦନ ରାଓ ଲେଖିଛନ୍ତି ସଫଳତାର ଏକ ଚମତ୍କାର କାହାଣୀ । କେବେ ଦିନେ ବାପା ଥିଲେ ଗୋତି ଶ୍ରମିକ ଓ ମା ତମ୍ବାଖୁ ଫାକ୍ଟରୀରେ କାମ କରୁଥିଲେ । କିନ୍ତୁ ଆଜି ସେ ହେଲେ ସଫଳ ଉଦ୍ୟୋଗୀ ଭାବରେ…

କାଠି କଣ୍ଢେଇ ଦେଇଛି ଉଷସୀଙ୍କୁ ପରିଚୟ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ଉତ୍ସବରେ ସ୍ଥାନୀୟ କଳାକାରଙ୍କୁ ନେଇ ରାତ୍ରୀକାଳୀନ ବଜାର ଖୋଲା ଯାଇଛି। ଯେଉଁଠି ଓଡ଼ିଶାର କାରିଗରମାନେ ନିଜର ଉତ୍ପାଦ ଦେଖାଇବାକୁ ସୁଯୋଗ ପାଇଛନ୍ତି। ବର୍ତ୍ତମାନ ସମୟରେ ସବୁଠି…

ବିଧାନସଭା ପରିସରରେ ରାଣୀ ମା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ବର:ଭୁବନେଶ୍ବରରେ ରାଣୀସାହେବାଙ୍କ ଶେଷ ଦର୍ଶନ। ବିଧାନସଭା ପରିସରରେ ବିଧାୟକ ଗଣଙ୍କ ଉପସ୍ଥିତିରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ପ୍ରଖ୍ୟାତ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କର ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିଛି। ସ୍ଵତନ୍ତ୍ର ବ୍ୟବସ୍ଥା ସହ ତାଙ୍କ ମରଶରୀର…

ସେବକ ବୀର ଚାଖି ଖୁଣ୍ଟିଆ

ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ଉପଲକ୍ଷେ ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗଲାଗି ସେବକ।  ମାତୃଭୂମି ପ୍ରତି କର୍ତ୍ତବ୍ୟ ପାଳନରେ ପ୍ରବଳ ପରାକ୍ରମ ସହ ଇଂରେଜ ସରକାର ବିରୋଧରେ ଯୁଦ୍ଧ କରିଥିଲେ। ଅବଶିଷ୍ଟ ଜୀବନ ଜଗନ୍ନାଥଙ୍କ ସେବକ ଭାବରେ କାଟି ଦେଇଥିଲେ। ଦେଶପ୍ରେମ ଓ ପ୍ରଭୁପ୍ରେମର…

ଗୋପବନ୍ଧୁ ଜୟନ୍ତୀ : ନିଃସ୍ବାର୍ଥ ସେବାର ମୂର୍ତ୍ତିମନ୍ତ ବିଗ୍ରହ ଉତ୍କଳମଣୀ

“ମିଶୁ ମୋର ଦେହ ଏ’ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼ ପୁରୁ ତହିଁ ପଡି ମୋର ମାଂସ ହାଡ଼” – ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଭୁବନେଶ୍ଵର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜନ୍ମଜୟନ୍ତୀ । ଦିନଦରିଦ୍ରଙ୍କ ସେବାରେ ନିଜ…

ଏହି ମହାନାୟକଙ୍କ କଥାରେ ଗୋଟିଏ ଓଳି ଖାଦ୍ୟ ଛାଡିଥିଲେ ଦେଶବାସୀ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ଆଜି ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ଭାରତ ମାଆ ପାଇଥିଲା ୨ଟି ମହାନ ବ୍ୟକ୍ତିତ୍ୱ । ଏହି ଦିନ ଜନ୍ମ ଗ୍ରହଣ କରିଥିଲେ ଦେଶର ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଗୋଟିଏ ଦିନରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ । ଦେଶର…