Latest Odisha News

BREAKING NEWS

Browsing Category

ବ୍ୟକ୍ତିତ୍ୱ

ଅର୍ଥ ଅଭାବରୁ ହରାଇଥିଲେ ପୁଅ; ଏବେ ୨୨ହଜାର ମହିଳାଙ୍କୁ ଦେଉଛନ୍ତି ରୋଜଗାର

ରାଜସ୍ଥାନ: ରାଜସ୍ଥାନ ବାଡ଼ମେର ଜିଲ୍ଲାର ଏକ ଛୋଟ ଗାଁ ରାବତସର । ସେହି ଗାଁର ବୋହୁ ୩୩ ବର୍ଷିୟ ଫେସନ ଡିଜାଇନର ରୁମାଦେବୀଙ୍କ ଜୀବନ ଅନେକ ରୋମାଞ୍ଚରେ ଭରା । ୫ବର୍ଷ ବୟସରେ ମାଙ୍କୁ ହରାଇଥିବା ରୁମା ନିଜ ପିତାଙ୍କ ଦ୍ୱିତୀୟ ବିବାହ ପରେ ଆଇଙ୍କ ପାଖରେ ରହି ବଡ଼ ହୋଇଥିଲେ । ଆଇଙ୍କ ନିକଟରେ ରହି…

କରଜ କରି ସାକ୍ଷାତକାରରେ ଯାଇଥିଲେ ଦିନମଜୁରିଆଙ୍କ ଝିଅ ;ତୃତୀୟ ପ୍ରୟାସରେ ପାଇଥିଲେ ଆଇଏଏସ

ଥିରୁଅନନ୍ତପୁରମ: ୟୁପିଏସସି ପରୀକ୍ଷା ଫଳ ପ୍ରକାଶନ ପରେ ପରେ ଅନେକ ରୋଚକ କାହାଣୀ ସାମ୍ନାକୁ ଆସିଥାଏ । ସେଥିରୁ କେତେକ ଘଟଣା ପ୍ରେରଣାଦାୟୀ ହୋଇଥିବା ବେଳେ ମିଳିଥାଏ ଅନେକ ଶିକ୍ଷା । ଏଭଳି ଏକ ପ୍ରେରଣାଦାୟକ କାହାଣୀ ହେଉଛି କୁରିଚିୟା ଆଦିବାସୀ ଝିଅ ଶ୍ରୀଧନ୍ୟା ସୁରେଶଙ୍କର । ବାପା ଦିନ…

ଆବର୍ଜନା ଦେଲା ରୋଜଗାର; ମାସିକ ଆୟ ୫ଲକ୍ଷ

ବାରାଣସୀ : ବାରାଣସୀର ଶିଖା ଶାହା । ବି ଟେକ ପରେ ଭଲ ଦରମାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କରୁଥିଲେ କାମ । ହେଲେ ଚାକିରୀ ତାଙ୍କୁ ଦେଇ ପାରିନଥିଲା ଆତ୍ମତୃପ୍ତି । ଦିଲ୍ଲୀରୁ ପରିବେଶ ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ ଶିଖା ଅନୁଭବ କଲେ ଯେ ଅନେକ ଲୋକ ପରିବେଶ ପ୍ରତି ଧ୍ୟାନ…

ସାବତ ମା’ର ଏସିଡ ମାଡ ଶରୀରକୁ କୁରୂପ କରିଦେଲା, ତଥାପି ଜୀବନ ଯୁଦ୍ଧରେ ଚମକୁଛନ୍ତି ରୂପା

ଉତ୍ତରପ୍ରଦେଶ: ମା, କେତେ ମିଠା ଶବ୍ଦଟିଏ । ସନ୍ତାନ ପାଇଁ ମା’ ର ମନ ସବୁବେଳେ ବ୍ୟାକୁଳ । ସନ୍ତାନର ଶୁଭ ମନାସି ମା କରେ କେତେ ପୁଜା ପାଠ । ଆଉ ଯେତେବେଳେ ସେଇ ମା ସ୍ନେହ ମମତା ଭୁଲି ରାକ୍ଷାସି ପାଲଟି ଯାଏ ସେତେବେଳେ ଗୋଟେ ସନ୍ତାନ ପାଇଁ ତାର ପୁରା ପୃଥିବୀ ନିଷ୍ତବ୍ଦ ହୋଇଯାଏ । କ୍ରୋଧର…

ବମ୍ ବିସ୍ଫୋରଣରେ ହରେଇଲେ ହାତ, ହେଲେ ଭାଗ୍ୟ ଦେଲା ସାଥ୍, ଆଉ ଏବେ …..

ଜୟପୁର: କୁହନ୍ତି ଇଛା ଶକ୍ତି ଆଗରେ ହାର୍ ମାନେ ସବୁ କଠିନ ପରିସ୍ଥିତି । ଯଦି ଇଛା ଶକ୍ତି ଦୃଢ଼ ଥାଏ ତେବେ ସବୁକିଛି ସମ୍ଭବ । ଆଜି ଆମେ ଆପଣଙ୍କୁ ଜଣେ ସେହିପରି ମହିଳାଙ୍କ ବିଷୟରେ କହିବୁ ଯିଏ ନିଜର ଇଛା ଶକ୍ତି ଦ୍ୱାର ଜଣେ ପ୍ରସିଦ୍ଧ ମୋଟିଭେସନଲ ସ୍ପିକର ହୋଇପାରିଛନ୍ତି । ନାଁ ତାଙ୍କର…

ସାହିତ୍ୟ, ସ୍ୱତଃସ୍ଫୂର୍ତ୍ତ ଆବେଗର ଧାରା : ଘନଶ୍ୟାମ ପଲେଇ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଘନଶ୍ୟାମ ପଲେଇ। ସାହିତ୍ୟ ସର୍ଜନାରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…

ପ୍ରତ୍ୟେକ ଲେଖକ ଜଣେ ସମୀକ୍ଷକ : ପ୍ରତିଭା ସାହୁ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ହେଉଛନ୍ତି ପ୍ରତିଭା ସାହୁ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ରମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଞ୍ଚାରି ଆଣି ତାକୁ ନେଇ ସେ ସୃଷ୍ଟି କରନ୍ତି କବିତା, ଗଳ୍ପ…

ସତ୍ୟ, ଶିବ ଓ ସୁନ୍ଦରର ସଙ୍ଗମ : ତ୍ରିଲୋଚନ କାନୁନଗୋ

ଏକାଦଶାହ ଉପଲକ୍ଷେ ସ୍ମୃତି ପଟ୍ଟନାୟକଙ୍କ ଆଲେଖ୍ୟ ସତ୍ୟ ଶିବ ଓ ସୁନ୍ଦରର ସଙ୍ଗମ ଘଟିଥିଲା ବହୁମୁଖୀ ପ୍ରତିଭାରେ ପରିପୂର୍ଣ୍ଣ ମହାନ୍ ଜନନାୟକ ତ୍ରିଲୋଚନ କାନୁନଗୋଙ୍କ କ୍ଷେତ୍ରରେ । ସତ୍ୟ ଓ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସେ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଲ୍ୟ ଜୀବନ ରୁ…

ଜୀବନର ଦୁଃଖ ଓ ଯନ୍ତ୍ରଣା ମତେ କବିତା ମନସ୍କ କରିଛି : ବୀରେନ୍ଦ୍ର ନାୟକ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ବୀରେନ୍ଦ୍ର ନାୟକଙ୍କ ସହ ‘ସ୍ୱଳ୍ପ ଆଳାପ’…

ସମୀକ୍ଷା ଓ ସମାଲୋଚନା ହିଁ ସାହିତ୍ୟକୁ ବିକଶିତ କରେ : ରାଜକିଶୋର ମହାପାତ୍ର

ଓଡ଼ିଆ ଭାଷା ସାହିତ୍ୟରେ ସମକାଳର ଜଣେ ନିଆରା ବ୍ୟକ୍ତିତ୍ୱ ରାଜକିଶୋର ମହାପାତ୍ର । ସାହିତ୍ୟ ସର୍ଜନାରେ ସେ ଯେତିକି ମନସ୍କ, ସାହିତ୍ୟ କୃତିର ସମୀକ୍ଷା ଓ ସମାଲୋଚନାରେ ସେତିକି ମଗ୍ନ । ଲେଖକ ଅପେକ୍ଷା ପାଠକ ଭାବରେ ସେ ଅଧିକ ପରିଚିତ। ଗଳ୍ପ, କବିତା, ଉପନ୍ୟାସ, ଶିଶୁସାହିତ୍ୟ, ଗବେଷଣା ମୂଳକ…