Latest Odisha News
Browsing Category

ରାଜନେତା

ପ୍ରଚଣ୍ଡ ସାହସୀ ବିଜୁ ପଟ୍ଟନାୟକ; ବାଟ ଛାଡ଼ିଦେଲା ମହାବଳ ବାଘ !

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ଅନୁଶୀଳନ କଲେ ସହଜେ ହୃଦୟଙ୍ଗମ କରିହେବ ଯେ, ସେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ଇତିହାସରେ ଏକ ବିରଳ ବ୍ୟକ୍ତିତ୍ୱ । ବିଜୁବାବୁଙ୍କ ଅବଦାନ କେବଳ ଓଡ଼ିଶାକୁ ନୁହେଁ ବରଂ ସମଗ୍ର ଭାରତ ଏବଂ ବିଶ୍ୱରେ ଅତୁଳନୀୟ ଏଥିରେ ତିଳେ ହେଲେ…

ବିଜୁ ବାବୁଙ୍କ ଛାତ୍ର ଜୀବନର ଅଭୂଲା କାହାଣୀ; ବ୍ରିଟିଶ୍ ଫୌଜକୁ ଫିଙ୍ଗିଲେ ଟେକା !

ଭୁବନେଶ୍ୱର: ପିଲାଟି ବେଳୁ ହିଁ ଭାରତର ସ୍ୱାଧୀନତା ହାସଲ ଲାଗି ବିଜୁ ବାବୁ ସ୍ୱପ୍ନ ଦେଖିଚାଲିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଅବଦାନ ପ୍ରକୃତରେ ଅତୁଳନୀୟ । ବିଜୁ ପଟ୍ଟନାୟକଙ୍କ ସାହସୀକତା ଯୋଗୁଁ ଆଜି କାଶ୍ଚୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିପାରିଛି । ନିଜ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ; ପଞ୍ଚାୟତିରାଜର ପ୍ରବର୍ତ୍ତକ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସାହସୀ ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ରୂପେ ପରିଚିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଥିଲେ ପଞ୍ଚାୟତିରାଜର ପ୍ରବର୍ତ୍ତକ । ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବାପରେ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ…

ବିଜୁ ପଟ୍ଟନାୟକଙ୍କ ଉପରେ ନୂଆ ବହି: ‘ଡେୟାର୍ ଡେଭିଲ୍ ଡେମୋକ୍ରାଟ’

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଉ ଗୋଟିଏ ଇଂରାଜୀ ପୁସ୍ତକ ରଚନା ହୋଇଛି । ଯାହାର ନାମ ରହିଛି ‘ଦି ଆଡଭେଞ୍ଚର୍ସ ଅଫ୍ ଡେୟାର୍ ଡେଭିଲ୍ ଡେମୋକ୍ରାଟ’ । ଆସନ୍ତା ୬ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଏହି ପୁସ୍ତକ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି ।…

ଜାଣନ୍ତୁ, ଭାରତର ୪ର୍ଥ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କ ସମ୍ପର୍କରେ…

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଭାରିର ଚତୁର୍ଥ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କର ଆଜି ହେଉଛି ୧୨୪ ତମ ଜନ୍ମଦିନ । ୧୮୯୬ ମସିହା ଫେବୃଆରୀ ଆଜିର ଦିନରେ ଗୁଜୁରାଟର ଭଦେଲୀରେ ସେ ଜନ୍ମ ଗ୍ରହଣ କରିଥିଲେ । ଏହି ଅବସରରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା...…

ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଆଜି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ୱର: ଭାରତର ପ୍ରଥମ ରାଷ୍ଟ୍ରପତି ତଥା ଭାରତ ରତ୍ନ ଡ. ରାଜେନ୍ଦ୍ର ପ୍ରସାଦଙ୍କର ଆଜି ହେଉଛି ପୁଣ୍ୟତିଥି । ହରିହର ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜ ସେବୀ ଏବଂ ଓକିଲ । ସେ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିବା ସହ ସ୍ୱଦେଶୀ ଚିନ୍ତାଧାରାରେ ପ୍ରଭାବିତ ହୋଇ…

ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଏରସମା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ କୁମାର ନାୟକଙ୍କ ୭୦ ବର୍ଷ ବୟସରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣତ୍ୟାଗ କରିଛନ୍ତି । ସେ ୧୯୯୫ ମସିହାରେ ଜଗତସିଂହପୁରର ଏରସମା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ…

ଜାଣନ୍ତୁ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: ଜୟପ୍ରକାଶ ନାରାୟଣ ଆନ୍ଦୋଳନରୁ ରାଜନୀତିର ମଙ୍ଗ ଧରିଥିବା ଜେପି ନଡ୍ଡା ଏବେ ପାଲଟିଛନ୍ତି ବିଶ୍ୱର ସର୍ବବୃହତ ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତୁ ଜାଣିବା ଜଗତ ପ୍ରକାଶଙ୍କ ନଡ୍ଡାଙ୍କ ବିଷୟରେ କିଛି ରୋଚକ ତଥ୍ୟ... ୧୯୭୫ରେ ଜେପି ଆନ୍ଦୋଳନରେ ଭାଗ ନେବା ପରେ ସେ…

ଅଟଳଜୀଙ୍କର ଓଡିଶା ପ୍ରତି ସ୍ନେହ ଓ ମୋହ ଥିଲା ଅତୁଟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅଟଳଜୀଙ୍କର ଓଡିଶା ପ୍ରତି ପ୍ରେମ ଓ ସ୍ନେହ ଅତୁଟ ଥିଲା । ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୯୨ ମସିହାର ଓଡଶା ଗସ୍ତର ପୁରୁଣା ଫଟୋ ଟ୍ୱିଟ କରି ଇତିହାସର ସ୍ମୃତକୁ ଉଜ୍ଜିବୀତ କରିବା ସହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଜନ୍ମଦିବସରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି…

ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ । ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ । ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର…