Latest Odisha News
Browsing Category

ରୁଷ-ୟୁକ୍ରେନ୍ ଯୁଦ୍ଧ

ୟୁକ୍ରେନରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି ରୁଷ୍, ୮୪୭ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୫ ଦିନରେ ପହଞ୍ଚିଛି ୟୁକ୍ରେନ-ରୁଷ୍ ଯୁଦ୍ଧ । ଘମାଘୋଟ ଲଢ଼େଇ ଚାଲିଛି । ଘନ ଘନ ହମଲା କରୁଛି ପୁଟିନ୍ ସେନା । ପାଲଟା ଆକ୍ରମଣ ବି କରୁଛି ୟୁକ୍ରେନ୍ । ଯୁଦ୍ଧ ଯେତିକି ଲମ୍ବୁଛି, ସେତିକି ଉଗ୍ର ହେଉଛି ପୁଟିନ୍ ସେନା । କୌଣସି ବାଛବିଚାର ନକରି ସାଧାରଣ ଲୋକଙ୍କ ଜୀବନ…

ରୁଷକୁ ନିଜ ଦେଶରେ ବିରୋଧ: ସରକାରୀ ଟିଭି ଚ୍ୟାନେଲ୍ ଲାଇଭରେ ପଶି ଯୁଦ୍ଧକୁ ବିରୋଧ କଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ବିରୋଧରେ ରୁଷର ଯୁଦ୍ଧକୁ ସାରା ବିଶ୍ୱ ନିନ୍ଦା କରୁଛି । ରୁଷକୁ ନିଜ ଦେଶରେ ବି ବିରୋଧର ସାମନା କରିବାକୁ ପଡୁଛି । ରୁଷର ସରକାରୀ ଟିଭି ଚ୍ୟାନେଲର ଲାଇଭରେ ଜଣେ ମହିଳା ଯୁଦ୍ଧକୁ ବିରୋଧ କରିଛନ୍ତି । ଲାଇଭ୍ ସୋ ଚାଲିଥିବା ବେଳେ ଆଙ୍କର ପଛ ପଟରେ ହଠାତ୍ ଠିଆ…

ୟୁକ୍ରେନର ମାରିୟୁପୁଲରେ ହାହାକାର: ଖାଦ୍ୟ ଓ ପାଣି ପାଇଁ ଡହଳବିକଳ, ମିଳୁନି ଔଷଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦ ଦିନ ହେଲାଣି ରୁଷ-ୟୁକ୍ରେନ୍ ଭିତରେ ଭୟାବହ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଧ୍ୱସବିଧ୍ୱସ୍ତ କରି ଦେଲାଣି ପୁଟିନେ ସେନା । ଦକ୍ଷିଣରେ ଥିବା ମାରିୟୁପୁଲ ଯୁଦ୍ଧରେ ଛାରଖାର ହୋଇଯାଇଛି । ମାରିୟୁପୁଲ ଆକାଶରୁ ନିଆଁ ଓ ଧୂଆଁ ଲିଭୁନି । ଚାରିଆଡ଼େ ଅନ୍ଧାର…

ଡୋନେଟସ୍କ ଉପରେ କିଭ୍ ସେନାର ଆକ୍ରମଣ, ୨୦ ମୃତ

ଦିଲ୍ଲୀ: ତୀବ୍ରରୁ ତୀବ୍ର ହେଉଛି ଋଷ- ୟୁକ୍ରେନ ଯୁଦ୍ଧ ।  ଏବେ ପୁଣି ଡୋନେଟସ୍କ ଉପରେ କିଭ୍ ସେନାର ଆକ୍ରମଣରେ ୨୦ ମୃତ । ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀଙ୍କ ଗଡ଼ ବୋଲି କୁହାଯାଉଥିବା ଡୋନେଟସ୍କ ଉପରେ କିଭ ସେନାର ଆକ୍ରମଣରେ ୨୦ ନିହତ ହୋଇଥିବା ଦାବି କରିଛି ଋଷ । ଋଷ୍ ପ୍ରତିରକ୍ଷା…

ଥମୁନି ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭୀଷିକା: ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା

ଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ବର୍ତ୍ତମାନ ସେମାନେ ରାଜଧାନୀ କିଭ୍ ଉପରେ ହମଲା କରିବା ପାଇଁ ମାଡ଼ି ଆସୁଛନ୍ତି । ସହରକୁ ତିନି ପଟରୁ ଘେରି ଯାଇଛନ୍ତି । ବୋମାମାଡ଼, ମିସାଇଲ୍ ଆଟାକ୍ ଆଦି…

ୟୁକ୍ରେନକୁ ସହାୟତା କରୁଥିବା ଦେଶମାନଙ୍କୁ ପୁଟିନଙ୍କ ଶେଷ ଚେତାବନୀ

ଦିଲ୍ଲୀ:ୟୁକ୍ରେନ ଉପରେ ଋଷର ଆକ୍ରମଣ ଏବେ ଚରମସୀମାରେ ପହଂଚିଛି । ସେପଟେ ୟୁକ୍ରେନକୁ ସହାୟତା କରୁଥିବା ରାଷ୍ଟ୍ରମାନଙ୍କୁ ଶେଷ ଚେତାବନୀ ଦେଇଛି ଋଷ । ଋଷ ତରଫରୁ କୁହାଯାଇଛି କି ୟୁକ୍ରେନକୁ ଆସୁଥିବା ବିଦେଶୀ ଅସ୍ତ୍ରଶସ୍ତ୍ର ଗାଡି ଉପରେ ଋଷ ସେନା ତୀକ୍ଷ୍ନ ନଜର ରହିଛି । ଏନେଇ ଋଷର ବିଦେଶ…

ଇରାକରେ ଆମେରିକା ଦୂତାବାସ ଉପରେ ଆକ୍ରମଣ, ୧୨ ବାଲିଷ୍ଟିକ୍ ମିସାଇଲ୍ ମାଡ଼

ୱାଶିଂଟନ: ଇରାକରେ ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଛି । ଦୂତାବାସ ଉପରେ ୧୨ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଛି । ଇରବିଲ୍ ସ୍ଥିତ ଦୂତାବାସ ଉପରେ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ରହିଛି । ଏହି ମିସାଇଲ୍ ମାଡ଼ ଇରାନରୁ କରାଯାଇଛି । ତେବେ ମିସାଇଲ୍ ମାଡ଼ରେ କୌଣସି କ୍ଷତି…

ଋଷର ସାଙ୍ଘାତିକ ଅଭିଯୋଗ, ଯୁଦ୍ଧରେ ୟୁକ୍ରେନକୁ ବାୟୋ ୱିପନ ଯୋଗାଉଛି ଆମେରିକା

ଦିଲ୍ଳୀ: ଋଷ ଏବଂ ୟୁକେନ ମଧ୍ୟରେ ଯୁଦ୍ଧ ବଢ଼ିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ  ପରସ୍ପର  ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଉଭୟ ରାଷ୍ଟ୍ର ପରସ୍ପରର ସୈନ୍ୟଙ୍କୁ ମାରିଥିବା ନେଇ ଦାବି କରୁଥିବା ବେଳେ ଏହାରି ମଧ୍ୟରେ ଏକ ବିସ୍ଫୋରକ ବୟାନ ଜାରି କରିଛି ଋଷିଆ । ଯୁଦ୍ଧ ସଙ୍କଟ ମଧ୍ୟରେ…

ଥମୁନି ଋଷ –ୟୁକ୍ରେନ ଯୁଦ୍ଧ: ଋଷ ସେନାର ଆଖିବୁଜା ଗୁଳିଚାଳନା , ୭ମୃତ

ଦିଲ୍ଲୀ: ଋଷ –ୟୁକ୍ରେନ ଯୁଦ୍ଧ ଥମିବା ବଦଳରେ ବଢିବାରେ ଲାଗିଛି । ଋଷ ସେନା ଲଗାତାର ଆକ୍ରମଣ କରିବାରେ ଲାଗିଛି । ୟୁକ୍ରେନର ଏକାଧିକ ସହର ଜଳୁଛି । ଗୁଳିମାଡ , ବିସ୍ଫୋରଣ ଭିତରେ ୟୁକ୍ରେନର ସମସ୍ତ ସରକାରୀ କାର୍ଯ୍ୟାଳୟ ମାଟିରେ ମିଶିଯାଇଛି । ଯୁଦ୍ଧକୁ ୧୮ ଦିନ ହେଲାଣି । ଯୁଦ୍ଧ ବନ୍ଦ…

ଯୁଦ୍ଧରେ ମଲେଣି ରୁଷର ୧୨ ହଜାର ସୈନ୍ୟ, ୟୁକ୍ରେନ୍ ୧୩ ଶହ ନିହତ

ଓଡ଼ିସା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ ପାଇଁ ବଢୁଛି ରୁଷ୍ ସେନା । କିଭରେ ଶୁଭୁଛି ରେଡ୍ ସାଇରନ୍ । ରାଜଧାନୀଠାରୁ ଆଉ ୨୫ କିଲୋମିଟର ଦୂରରେ ରହିଛି ପୁଟିନ୍ ସେନା । ତିନି ପଟରୁ ଘେରୁଛନ୍ତି । ସୁମି, ଚେର୍ଣ୍ଣିହିଭ୍ ଓ ବେଲାରୁଷ ପଟରୁ ଘେରି ରହିଛନ୍ତି । ଟ୍ୟାଙ୍କ ଯୋଗେ ଘନ…