Latest Odisha News

BREAKING NEWS

Browsing Category

ରୁଷ-ୟୁକ୍ରେନ୍ ଯୁଦ୍ଧ

୧୧ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ : ମାରିୟୁପୋଲ ସହର ଉପରେ ପୁଣି ଋଷର ବୋମା ବର୍ଷା

ଦିଲ୍ଲୀ : ଋଷ୍ ଗତିକାଲି ସାମୟିକ ଅସ୍ତ୍ରବିରତି ଘୋଷଣା କରିବା ପରେ ଆଜି ପୁଣି ଆକ୍ରମଣକୁ ଜୋରଦାର କରିଛି । ମାରିୟୁପୋଲ ସହର ଉପରେ ସକାଳୁ ସକାଳୁ ବୋମାବର୍ଷା କରୁଛନ୍ତି ଋଷ୍ ସେନା । ବୋମାମାଡରେ ଥରୁଛି ମାରିୟୁପୋଲ । ବିସ୍ଫୋରଣ ଶବ୍ଦରେ ଚାରିଆଡେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । ୠଷ୍ ସେନା…

ୟୁକ୍ରେନ ୱାର ଜୋନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି

ଦିଲ୍ଲୀ : ୟୁକ୍ରେନର ୱାର ଜୋନରେ ଫସିଥିବା ଥିବା ଭାରତୀୟମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ଦୁଇଟି ସ୍ୱତନ୍ତ୍ର ବିମାନରେ  ଭାରତୀୟ ଦେଶକୁ ଫେରିଛନ୍ତି । ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ଏକ ସ୍ୱତନ୍ତ୍ର ବିମାନରେ ୧୮୩ ଜଣ ଭାରତୀୟ ଫେରିଛନ୍ତି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ…

ଖାରକିଭ୍ ଛାଡିଲେ ୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ , ଅନ୍ୟମାନଙ୍କୁ ଫେରଇ ଆଣିବା ପାଇଁ ଚାଲିଛି ଉଦ୍ୟମ

ଦିଲ୍ଲୀ : ଋଷ୍ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ଚାଲିଛି ଉଦ୍ଧାର । ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସିଯାଇଥିବା ଆହୁରି ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି । ଖାରକିଭ ଯୁଦ୍ଧ…

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ସୁରକ୍ଷିତ ଫେରିଲେ ଓଡିଆ ଡାକ୍ତରୀ ଛାତ୍ର

ଯାଜପୁର : ଋଷ ଓ ୟୁକ୍ରେନର ଯୁଦ୍ଧ ଚାଲୁଥିବା ସମୟରେ ଅନେକ ଛାତ୍ର ଛାତ୍ରୀ ସେଠାରେ ଫସିରହିଛନ୍ତି । ୧୩ ଜଣ ଛାତ୍ର ଛାତ୍ରୀ ଆଜି ନବମ ଦିନରେ ଆସି ପହଁଚିଛନ୍ତି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ । ମେଡିକାଲର ଉଚ୍ଚ ଶିକ୍ଷା ପାଇଁ ସୁଦୂର ୟୁକ୍ରେନକୁ ଯାଇଥିବା ଓଡ଼ିଆ ଛାତ୍ର…

[ଦେଖନ୍ତୁ ଭିଡିଓ] ଋଷିଆ-ୟୁକ୍ରେନ୍ ଯୁଦ୍ଧ ତୀବ୍ରତର: ଉତ୍କଟ ହେଉଛି ପାଣି ବିଦ୍ୟୁତ ସମସ୍ୟା

ଦିଲ୍ଲୀ : ଋଷିଆ-ୟୁକ୍ରେନ୍ ଯୁଦ୍ଧ ଜୋରଦାର ହେବାରେ ଲାଗିଛି । ନବମ ଦିନରେ ବି ତୀବ୍ରତର ହେଉଛି ଯୁଦ୍ଧ । ଯୁଦ୍ଧ ଯୋଗୁ ସବୁଆଡେ ହାହାକାର ପରିସ୍ଥିତି ଉପୁଜିବାରେ ଲାଗିଲାଣି। ଆକ୍ରମଣରେ ସବୁଆଡେ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲାଣି। କିଛି ସ୍ଥାନରେ ଜଳ ବିଦ୍ୟୁତ ସମସ୍ୟା ଉପୁଜିଲାଣି। ହେଲେ ସେପଟେ…

ପୁଟିନଙ୍କୁ ହତ୍ୟା କରିବାକୁ ଚାହୁଁଛି ଆମେରିକା !

ଦିଲ୍ଲୀ : ଋଷ୍ ର ରାଷ୍ଟ୍ରପତି ଭ୍ଲାନ୍ଦମୀର ପୁଟିନଙ୍କୁ ଆମେରିକା ରିପବ୍ଲିକାନ ସିନେଟର ଲିଣ୍ଡେସ ଗ୍ରାହମ ହତ୍ୟା ପାଇଁ ଆହ୍ୱାନ ଦେଇଛନ୍ତି ।  ଏଥିପାଇଁ ସେ ବ୍ରୁଟସ୍ ଏବଂ କର୍ଣ୍ଣେଲ ଷ୍ଟାଫେନବର୍ଗଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଜୁଲିୟସ କେସର ଜଣେ ରୋମୀୟ ଜେନେରାଲ ଯିଏକି ବ୍ରୁଟସ୍…

ଋଷକୁ ଆମେରିକାର ପ୍ରସ୍ତାବ: ଯୁଦ୍ଧ ବନ୍ଦ କଲେ ସମସ୍ତ ପ୍ରତିବନ୍ଧକ ହଟାଇଦିଆଯିବ

ଦିଲ୍ଲୀ : ଋଷ- ଆମେରିକା ଯୁଦ୍ଧକୁ ହେଲାଣି ୯ ଦିନ । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଦେଇଛନ୍ତି ଖୋଲା ପ୍ରସ୍ତାବ । କହିଛନ୍ତି ଯଦି ପୁଟିନ ଯୁଦ୍ଧ ରୋକିବେ ତେବେ ଯାଇ ତାଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ ଲାଗିଥିବା ସମସ୍ତ ପ୍ରତିବନ୍ଧକକୁ…

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀ: ପୁଣି ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ବର୍ବରତାର ଶିକାର ହୋଇଛନ୍ତି । ଜଣେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରେ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ତେବେ ଗୁରୁତର ଅବସ୍ଥାରେ ଉକ୍ତ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଗୁଳିମାଡ଼ର ଶିକାର ହୋଇଥିବା ଛାତ୍ରଙ୍କ…

ୟୁକ୍ରେନର ସବୁଠୁ ବଡ଼ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଋଷର ଆକ୍ରମଣ

ଦିଲ୍ଲୀ: ୟୁକ୍ରେନରେ ଋଷର ଆକ୍ରମଣ ଜୋରଦାର ହୋଇଛି । ଯୁଦ୍ଧ ଆଜି ନବମ ଦିନରେ ପଂହଚିଥିବାବେଳେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା…

ୟୁକ୍ରେନର ଚର୍ନିହିବ ସହରରେ ଋଷର ସବୁଠାରୁ ବଡ଼ ଏୟାରଷ୍ଟ୍ରାଇକ : ୩୩ ମୃତ

ଦିଲ୍ଲୀ: ବେଲାରୁସ ସୀମାରେ ଦୁଇଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଜାରି ରହିଥିବାବେଳେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଦ୍ୱିତୀୟ ଦିନରେ ପଂହଚିଛି । ୟୁକ୍ରେନର ଚର୍ଣ୍ଣିହିବରେ ଋଷ ସବୁଠାରୁ ବଡ ଏୟାରଷ୍ଟ୍ରାଇକ କରିଛନ୍ତି । ଏଥିରେ ୩୩ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି ।…