Latest Odisha News

BREAKING NEWS

Browsing Category

ବିହାର

Bihar

ଆରଜେଡି ସହ ନୀତୀଶଙ୍କ ବିବାଦ: ଦିଲ୍ଲୀରେ ଅମିତ ଶାହଙ୍କ ବୈଠକ, ଭାଙ୍ଗିବ କି ସରକାର?

ପାଟନା: ୨୦୨୨ରେ ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ଲାଲୁଙ୍କ ଦଳ ଆରଜେଡି ସହ ଦ୍ଵିତୀୟ ଥର ସମ୍ପର୍କ ଗଢ଼ିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କିନ୍ତୁ ଏହି ସଂପର୍କର ଅବଧି କେତେ ଦିନ ରହିବ ତାକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ…

ନୀତୀଶ ତେଜସ୍ୱୀଙ୍କ ମଝିରେ ଖାଲି ପଡ଼ିଲା ଚେୟାର, ପଦୁଟିଏ ବି କଥା ହେଲେନି

ପାଟଣା: ବିହାରର ଶାସକ ଦଳ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ୍‌ ନାହିଁ। ଏକଥା ପୂର୍ବରୁ ଆକଳନ କରାଯାଉଥିଲା। ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏକାଠି ସରକାର ଗଢ଼ିବା ପରେ ପ୍ରାୟତଃ ସବୁ ସମୟରେ ଏକାଠି ନଜର ଆସୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ…

ବିହାରରେ ଅଘଟଣ: ଘରର ଛାତ ଭୁଶୁଡି ୨ ମୃତ, ୩ ଆହତ

ବିହାର: ବିହାରରେ ଅଘଟଣ । ଲଗାଣ ବର୍ଷା କାରଣରୁ ଘରର ଛାତ ଭୁଷୁଡି ଚାଲିଯାଇଛି ୨ଜଣଙ୍କ ଜୀବନ । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ନାଳନ୍ଦାରେ ପ୍ରାୟ ୨୪ ଘଣ୍ଟା ହେବ ଲଗାଣ ବର୍ଷା ଜାରି ରହିଛି । ଫଳରେ ମନପୁର ଥାନା…

ପାଟଣାରେ ଭୟଙ୍କର ଦୁର୍ଘଟଣା: ବିଜେପି ସାଂସଦ ସତୀଶ ଚନ୍ଦ୍ର ଦୁବେ ଗୁରୁତର

ବିହାର: ବିହାର ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  । ଗତକାଲି ବିଳମ୍ବିତ ରାତିରେ ବିଜେପିର ରାଜ୍ୟସଭା ସାଂସଦ ସତୀଶ ଚନ୍ଦ୍ର ଦୁବେଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି  । ଫଳରେ ଭୀଷଣ ସାଂସଦ ଦୁବେ, ତାଙ୍କ ଅଙ୍ଗରକ୍ଷୀ ଏବଂ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା…

ବିହାରରୁ ସାମ୍ନାକୁ ଆସିଲା ଲୋମହର୍ଷଣକାରୀ କାଣ୍ଡ: ଚଳନ୍ତା ଗାଡିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଲେ…

ପାଟଣା: ବିହାର ସମସ୍ତିପୁରରୁ ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ କାଣ୍ଡ । ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଚଳନ୍ତା ଗାଡିରେ ଗଣଦୁଷ୍କର୍ମ କରାଯାଇଛି । ୩ ଜଣ ଦୁର୍ବୃତ୍ତ ରାତିସାରା ଗାଡିରେ ଦୁଷ୍କର୍ମ କରିବା ପରେ ପୀଡିତାଙ୍କୁ ରାସ୍ତାକଡରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଫିଙ୍ଗି ଚାଲି ଯାଇଛନ୍ତି…

ରିଲ୍ସ ବନାନ୍ତୁ ଟଙ୍କା ପାଆନ୍ତୁ, ଜାଣନ୍ତୁ କେଉଁ ସରକାର ଦେଲେ ନିର୍ଦ୍ଦେଶ

ବିହାର: ଆଜିକାଲି ସୋସିଆଲ୍ ମିଡିଆ ମାଧ୍ୟମରେ ନିଜର ପରିଚୟ ପାଇଁ ଅନେକ ଲୋକ ରୀଲ୍ସ ବନାଉଥିବାର ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରକାର ଓ ବିଭିନ୍ନ ଭଙ୍ଗିରେ ତିଆରି ହେଉଥିବା ରିଲ୍ସ ଆଜିକାଲି ଲୋକଙ୍କୁ ମତୁଆଲା କରିଛି । ତେବେ ଯଦି ଆପଣଙ୍କୁ କୁହାଯାଏ ଯେ, ବର୍ତ୍ତମାନ ଆପଣ ରିଲ୍ସ ତିଆରି କରି…

ପିନ୍ଧନ୍ତୁ ନାହିଁ ଏପରି ପୋଷାକ, ନଚେତ ଯାଇପାରିବେନି କାଲକାଜୀ ମନ୍ଦିର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ମାଆ କାଲକାଜୀ ମନ୍ଦିରକୁ ପ୍ରତ୍ୟକ ବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ପର୍ଯ୍ୟଟକ ଦର୍ଶନ କରିବାକୁ ଆସିଥାନ୍ତି । ଅନେକ ଲୋକଙ୍କର ମାଆଙ୍କ ପ୍ରତି ଦୃଢ ବିଶ୍ୱାସ ରହିଛି । କୁହାଯାଏ ମାଆ କାଲକାଜୀଙ୍କୁ ଦର୍ଶନ କରି ମନସ୍କାମନା ବିଷୟରେ ଜଣାଇଲେ ତାହା…

ରହସ୍ୟମୟ: ଏମିତି ଏକ ମନ୍ଦିର ଯେଉଁଠି ରାତିରେ ଶୁଭେ ମୂର୍ତ୍ତିମାନଙ୍କ କଥା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶ ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିର ପଶ୍ଚାତରେ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ। ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକଙ୍କ ବିଶ୍ୱାସ ଉପରେ ପର୍ଯ୍ୟବେସିତ। ଏମିତି କିଛି ମନ୍ଦିର…

ବିହାର ଗଙ୍ଗାରେ ଡଙ୍ଗା ବୁଡ଼ି ଦଶ ଜଣ ନିଖୋଜ

ଭୁବନେଶ୍ୱର: ବିହାରର ଶାହପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣ ନିଖୋଜ ହୋଇଯାଇଛନ୍ତି । ଡଙ୍ଗାରେ ପ୍ରାୟ ୫୫ ଜଣ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି । ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରମିକ ମାନେ କାମରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରାୟ…

ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି

ପାଟଣା: ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ସେ ନେଇ ଅଙ୍କକଷା ଚାଲିଥିବା ବେଳେ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଜେଡିୟୁର ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି ହୋଇଛି । ଜେଡିୟୁ ନେତା ତଥା ମନ୍ତ୍ରୀ ଶ୍ରବଣ କୁମାର ଏହି…