Latest Odisha News

BREAKING NEWS

Browsing Category

ବିହାର

Bihar

ପତି-ପତ୍ନୀ ଓ ତିନି ଛୁଆଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟନା: ଅଭାବନୀୟ ଘଟଣା । ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ସ୍ୱାମୀ-ସ୍ତ୍ରୀ ଓ ତିନି ଜଣ ପିଲା । ଏଭଳି ହୃଦୟ ବିଦାରକ ଘଟଣା ବିହାର ସୁପୋଲ ଜିଲ୍ଲାରୁ ସାମନାକୁ ଆସିଛି । ସନ୍ଦେହଜନକ ଅବସ୍ଥାରେ ସମସ୍ତଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର…

ବାଲିରେ ୫୨୦ ବୋତଲ ମଦ ଲୁଚେଇ ରଖିଥିଲେ ମଦ ମାଫିଆ, ଗଙ୍ଗା ନଦୀ କୂଳରୁ ଜବତ କଲା ପୋଲିସ 

ପାଟନା: ପାଟନା ଓ ସୋନପୁରରେ ପୋଲିସ ୨୦ ଲକ୍ଷ ଟଙ୍କାର ମଦ ଜବତ କରିଛି । ଏହି ମଦ ବାଲି ତଳେ ଲୁଚାଇ ରଖାଯାଇଥିଲା । ମଦ ମାଫିଆ ସୋନପୁର ଅଞ୍ଚଳରେ ଗଙ୍ଗାନଦୀ କୂଳରେ ବାଲି ତଳେ ଓ କ୍ଷେତରେ ମଦ ଲୁଚାଇ ରଖିଥିଲେ । କିନ୍ତୁ ପୋଲିସକୁ କୌଣସି ପ୍ରକାରେ ତାର ସୂଚନା ମିଳିଯାଇଥିଲା । ପୋଲିସ ଗଙ୍ଗା…

ପୋଲିସ୍‌ ଟିମ୍‌ ଉପରେ ଆକ୍ରମଣ କଲେ ମଦ ମାଫିଆ, ଏଏସ୍ଆଇ ମୃତ

ସୀତାମାରି:ବିହାରର ସୀତାମାରି ଜିଲ୍ଲାରେ ମଦ ମାଫିଆଙ୍କ ଆକ୍ରାମଣରେ ଜଣେ ଆସିଷ୍ଟାଣ୍ଟ୍‌ ସବ୍‌ ଇନସ୍ପେକ୍ଟର୍‌ଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ ପୋଲିସ କର୍ମୀ ଗମ୍ଭୀର ଭାବେ ଆହାତ ହୋଇଛନ୍ତି । ମୃତ ଏଏସ୍‌ଆଇଙ୍କ ନାମ ଦିନେଶ୍‌ ରାମ୍‌ ହୋଇଥିବା ବେଳେ ଆହାତଙ୍କ ନାମ ଲାଲ୍‌ବାବୁ…

ହୋଲି ଛୁଟିରେ ବିହାର ଆସୁଥିବା ଲୋକଙ୍କର ଷ୍ଟେସନ ଓ ବିମାନବନ୍ଦରରେ ହେବ କରୋନା ଯାଞ୍ଚ

ପାଟନା: ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିହାର ସରକାର ଆଲର୍ଟ ହୋଇଯାଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହୋଲି ଛୁଟିରେ…

ଟ୍ରକ-ଏସୟୁଭି ମୁହାଁମୁହିଁ ଧକ୍କାରେ ୬ ମୃତ, ୩ ଆହତ

ପାଟନା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ସହ ଏସୟୁଭିର ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୩ ଜଣ । ବିହାର କଟିହାର ଜିଲ୍ଲା ଅନ୍ତର୍ଗତ କୁରସେଲାର ୩୧ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ ସହ ଏସୟୁଭିର ମୁହାଁମୁହିଁ ଧକ୍କା ହୋଇଥିଲା । ୩…

କେମିତି ଚାଲିଥିଲା ବିହାରରେ ମାଟ୍ରିକ ପରୀକ୍ଷା ?

ଭୁବନେଶ୍ୱର: ବିହାରର ଅଧିକାଂଶ ପରୀକ୍ଷାରେ ହୋଇଥାଏ ଖୋଲାଖୋଲି ନକଲ । ଏ ନେଇ ଅନେକ ଭିଡିଓ ଓ ନ୍ୟୁଜ୍ ଆର୍ଟିକଲ ସାମ୍ନାକୁ ଆସିଛି । ହେଲେ ଏଥର ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହାକୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଜଣେ ପରୀକ୍ଷାର୍ଥୀ ପାଠ ପଢିବା ବଦଳରେ କପି ଚିଠା ଜରିଆରେ ଭଲ ମାର୍କ…

ଜନ୍ମଦିନ ଉତ୍ସବକୁ ଡାକି ପ୍ରତିଶୋଧ, ଦୁଇ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା 

ପାଟନା: ଜନ୍ମଦିନ ପାର୍ଟିକୁ ଡାକି ଦୁଇ ଭାଇଙ୍କୁ ହତ୍ୟା । ହାତ ଗୋଡ଼ରେ ରଶି ବାନ୍ଧି ବେକରେ ତାର ଗୋଡ଼ାଇ ହତ୍ୟା କରିବା ସହ ଶରୀରକୁ ଛୁରୀରେ ଭୁଶି ଲହୁ ଲୁହାଣ କରି ଫିଙ୍ଗି ଦେଇଛନ୍ତି ଅଭିଯୁକ୍ତ । ଦୁଇ ଭାଇଙ୍କୁ ସମାନ ଢ଼ଙ୍ଗରେ ହତ୍ୟା କରାଯାଇଥିବା ବେଳେ ଦୁଇ ଜଣଙ୍କ ମୃତଦେହ ଦୁଇଟି ସ୍ଥାନରୁ…

ପ୍ରସବର ୬ ଘଣ୍ଟା ପରେ ନବଜାତକକୁ ଧରି ପରୀକ୍ଷା ଦେଲେ ମହିଳା

ଛପରା : ବିହାରର ସାରଣ ଜିଲ୍ଲାର ତରେୟା ରେଫରାଲ ହସ୍ପିଟାଲରେ ଜଣେ ମହିଳା ସକାଳ ୬ଟା ୨୨ ମିନିଟରେ ଶିଶୁକନ୍ୟା ଜନ୍ମ ଦେବାର ୬ ଘଣ୍ଟା ପରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇଛନ୍ତି । ସୂଚନା ଅନୁସାରେ, ନାରାୟଣପୁର ଗାଁର ବାସିନ୍ଦା ମଲିକ ରାୟଙ୍କ ପତ୍ନୀ କୁସୁମ କୁମାରୀ ଇଣ୍ଟର…

ଲାଲୁଙ୍କ ଫୁସଫୁସରେ ସଂକ୍ରମଣ, ଡାକ୍ତର କହିଲେ ଅବସ୍ଥା ସ୍ଥିର

ପାଟନା:ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁବାର ଗୁରୁତର ହୋଇ ପଡିଥିଲେ । ଏପରି କି ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ । ତେବେ ଏବେ ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଫୁସଫୁସରେ ସଂକ୍ରମଣ ହେବା ଯୋଗୁ ସେ…

ବ୍ୟାଙ୍କରେ ଟଙ୍କା ଉଠାଣ ପାଇଁ ପହଂଚିଲା ମୃତକ

ପାଟନା: ବିହାରର ରାଜଧାନୀ ପାଟନାର ଏକ ଗାଁରେ ଚକିତର ଘଟଣା ସାମ୍ନାକୁ ଆସିଛି । ଟଙ୍କା ଉଠାଇବାକୁ ଜଣେ ମୃତ ବ୍ୟକ୍ତି ବ୍ୟାଙ୍କରେ ପହଂଚିଥିଲା । ଏପରି ଘଟଣା ବ୍ୟାଙ୍କ କର୍ମଚାରୀଙ୍କ ହୋସ୍ ଉଡାଇଥିଲାବଳେ ଏହା ପଛର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ସିଗରିୟାୱାଁ ଗାଁରେ ବାସିନ୍ଦା…