Latest Odisha News

BREAKING NEWS

Browsing Category

ବିହାର

Bihar

ବୈଜ୍ଞାନିକଙ୍କ ଦାବି, ମାରାତ୍ମକ ରୋଗରୁ ମୁକ୍ତି ଦେବ ନୀଳକଣ୍ଠ ଆଳୁ !

ପାଟନା: କ୍ୟାନ୍ସର, ଡାଇବେଟିସ୍ ଓ ହୃଦରୋଗୀଙ୍କ ପାଇଁ ଖୁସୀ ଖବର । ଖୁବଶୀଘ୍ର ଏକ ଭିନ୍ନ କିସମର ଆଳୁ ବଜାରକୁ ଆସିବାର ସମ୍ଭାବନା ରହିଛି । ତେବେ ଏହି ଆଳୁର ରଙ୍ଗ ସାଧାରଣ ଆଳୁ ଭଳି ନୁହଁ, ବରଂ ସମ୍ପୂର୍ଣ୍ଣ ବାଇଗଣୀ । କୃଷି ବୈଜ୍ଞାନିକଙ୍କ ତତ୍ତ୍ୱାବଧନରେ ବିହାରରେ ପ୍ରଥମ ଥର ପାଇଁ ଏପରି…

ବିହାରରେ ସମସ୍ତଙ୍କୁ ମାଗଣାରେ କରୋନା ଟିକା: ନିର୍ବାଚନ ପ୍ରତିଶ୍ରୁତିକୁ କ୍ୟାବିନେଟ୍ ମଞ୍ଜୁରୀ

ବିହାର: ବିହାରରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା । ନିର୍ବାଚନ ବେଳେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଜି କ୍ୟାବିନେଟ୍ ମୋହର ମାରିଛି । ସମସ୍ତଙ୍କୁ ମାଗଣାରେ ଟିକା ଦେବା ନିଷ୍ପତ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । କ୍ୟାବିନେଟ୍ ମଞ୍ଜୁରୀ ପରେ ଏହା ସ୍ପଷ୍ଟ ହୋଇଛି…

ପୁଅ କଥା ନେଇ ତେଜସ୍ୱୀଙ୍କ ଉପରେ ନୀତିଶ କାହିଁକି ରାଗିଲେ, ଆସନ୍ତୁ ଜାଣିବା ନିଶାନ୍ତଙ୍କ ବିଷୟରେ

ପାଟନା: ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ଉପରେ ରାଗି ଯାଇଥିଲେ । ଏହାର କାରଣ ଥିଲା ତେଜସ୍ୱୀ ତାଙ୍କ ପୁଅ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଆସନ୍ତୁ ଜାଣିବା ନୀତିଶଙ୍କ ପୁଅ ନିଶାନ୍ତ କୁମାରଙ୍କ ବିଷୟରେ.. ପରିବାରବାଦ ଓ…

ଲାଲୁ ହାମ ଅଧ୍ୟକ୍ଷ ଜିତନ ରାମଙ୍କୁ ବି ଲୋଭ ଦେଖାଇଥିଲେ

ପାଟନା:ଜେଲରେ ଥିଲେ ମଧ୍ୟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏନଡିଏ ସରକାରକୁ ଭାଙ୍ଗିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ । ଗୁରୁବାର ହାମ(ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା)ଅଧ୍ୟକ୍ଷ ଜିତନ ରାମ ମାଞ୍ଝୀଙ୍କ ସହ ଯୋଗାଯୋଗ କରିଥିଲେ । ଏପରିକି ସେ ମୋତେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ…

ନୀତିଶଙ୍କ ସହ ଶପଥ ନେବେ ୧୬ ଜଣିଆ ମନ୍ତ୍ରିମଣ୍ଡଳ !

ପାଟନା: ଆଜିଠୁ ବିହାରରେ ଲଗାତାର ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର । ପ୍ରସ୍ତୁତି ସରିଥିବା ବେଳେ ତାଙ୍କ ସହ ବିହାରରେ ଏନଡିଏ ସରକାରରେ ୧୬ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇପାରନ୍ତି । କୁହାଯାଇଛି ନୀତିଶଙ୍କ କ୍ୟାବିନେଟରେ ରହିବେ ଉଭୟ ଜେଡିୟୁ ଓ ବିଜେପିର ୭ ଜଣ…

ବିହାରରେ ବିଜେପିରୁ ହେବେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି !

ପାଟନା: ବିହାରରେ ସରକାର ଗଠନ ନେଇ ରୂପରେଖ ଚୁଡ଼ାନ୍ତ ହୋଇଛି । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀକୁ ନେଇ ସରୁନି ସସପେନ୍ସ । ଏଯାଏ ଘୋଷଣା ହୋଇନି ନାଁ । କୁହାଯାଉଛି ବିଜେପିରୁ ଦୁଇ ଜଣ ଏଥର ଉପମୁଖ୍ୟମନ୍ତ୍ରୀ ହେବେ । ରେସରେ ଅଛନ୍ତି ନବନିର୍ବାଚିତ…

ବିହାର ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ

ପାଟନା: ବିହାରରେ ପୁଣି ନୀତିଶ ରାଜ । ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର । ଅପରାହ୍ଣ ସାଢ଼େ 4ଟାରେ ରାଜଭବନ ପରିସରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ରାଜ୍ୟପାଳ ଫଗୁ ଚୋହ୍ୱାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଲଗାତାର ଚତୁର୍ଥ ଥର ସେ ଧରିବେ ବିହାର…

ମହାଗଠବନ୍ଧନ ସରକାର ଆବଶ୍ୟକ ସଂଖ୍ୟା ପାଇଁ ବାହୁବଳୀ ଅନନ୍ତ ସିଂ, ରୀତଲାଲଙ୍କୁ ଦାୟିତ୍ୱ ଦେଲେ ତେଜସ୍ୱୀ

ପାଟନା: ବିହାର ନିର୍ବାଚରେ ମହାଗଠବନ୍ଧନ ସରକାର ଗଠନ ପାଇଁ ସଂଖ୍ୟା ପାଇ ନ ଥିଲେ ମଧ୍ୟ ଆରଜେଡି ନେତା ତେଜସ୍ୱୀ ଯାଦବ ଏବେ ବି ଏଥିପାଇଁ ଉଦ୍ୟମ ଜାରି କରିଛନ୍ତି । ଶୁକ୍ରବାର ସେ ଜେଲରେ ବନ୍ଦ ଥିବା ବାହୁବଳୀ ନେତା ଅନନ୍ତ ସିଂ ଓ ଅପରାଧ ପୃଷ୍ଠଭୂମି ଛାଡି ପ୍ରଥମ ଥର ନିର୍ବାଚନ ଜିତିଥିବା…

ବିହାରରେ ଏନଡିଏର ବିଜୟ ଓ ମହାମେଣ୍ଟ ପରାଜୟ ପଛର ୫ ପ୍ରମୁଖ କାରଣ

ନୂଆଦିଲ୍ଲୀ: ବିହାରରେ ଭୁଲ ପ୍ରମାଣିତ ହେଲା ଏକଜିଟ୍ ପୋଲ୍ । ଏକଜାଟି ରେଜଲ୍ଟ ପରିଣାମ ଆସିଲା ଓଲଟା । ମ୍ୟାଜିକ୍ ନମ୍ୱର ଛୁଇଁ ପାରିଲାନି ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ । ବିଜେପିର ସୁପର ସୋ ବଳରେ ଏନଡିଏ ବାଜିମାତ କଲା । ମୋଦି-ନୀତିଶ କେମିଷ୍ଟ୍ରି ବଳରେ ବିହାରରେ ଶାସନ କ୍ଷମତା ବଜାୟ…

ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର, ପୂର୍ବରୁ କେବେ ହୋଇଥିଲେ ସିଏମ୍ ?

ପାଟନା: ବିହାର ବାଜି ଜିତିଛି ଏନଡିଏ । ୧୨୫ ଆସନରେ ବହୁମତ ହାସଲ କରିଛନ୍ତି । ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଜେଡିୟୁ ମୁଖ୍ୟ ନୀତିଶ କୁମାର । ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିବେ ନୀତିଶ । ସେ ବିହାରର ୩୭ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ନିର୍ବାଚନ…