Latest Odisha News
Browsing Category

ଚଣ୍ଡିଗଡ଼

Chandigarh

ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ‘ଘରେ ଘରେ ରାସନ’ ଯୋଜନା ସ୍ଥଗିତ

ଚଣ୍ଡିଗଡ଼: ପୁଣି ପଞ୍ଜାବ ସରକାରଙ୍କୁ ଝଟକା। 'ଘରେ ଘରେ ରାସନ' ଯୋଜନାକୁ ସ୍ଥଗିତ ରଖିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ। ପଞ୍ଜାବ ସରକାରଙ୍କ ଦ୍ୱାରା ରାସନର ହୋମ ଡେଲିଭିରି ଯୋଜନାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପହିଲା ଅକ୍ଟୋବରରୁ ଘରେ ଘରେ ରାସନ ବିତରଣ କରିବାର ଯୋଜନା…

ସିଦ୍ଧୁ ମୁସେୱାଲା ହତ୍ୟା: ଫ୍ୟାନ୍ ସହ ସେଲ୍ଫି ନେବା କାଳ ହେଲା

ଭୁବନେଶ୍ୱର: ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଧରିଛି ପଞ୍ଜାବ ପୋଲିସ୍ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଫ୍ୟାନ୍ କହି ସେଲ୍ଫି ନେଇଥିବା ଯୁବକ ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର । ମଙ୍ଗଳବାର ପଞ୍ଜାବ ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ଆଠ ଜଣଙ୍କୁ ଗିରଫ କରିଛି । ଯେଉଁଥିରେ…

ରିୟଲ ହିରୋ ଅଭିନବ…

ଚଣ୍ଡୀଗଡ଼: ଫାଇଟର ବିମାନ ଦୁର୍ଘଟଣାରେ ପାଇଲଟଙ୍କ ମୃତ ଦେହ କ୍ଷେତରୁ ଉଦ୍ଧାର କରଯାଇଛି । ଭାରତୀୟ ବାୟୁ ସେନାର MIG-21 ଫାଇଟର ବିମାନ ପଞ୍ଜାବର ମୋଗା ଜିଲ୍ଲା ସ୍ଥିତ ଲଙ୍ଗିୟାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ରାଜସ୍ଥାନର ସୁରତଗଡ଼ ଏୟାରବେସରୁ ଉଡାଣ ଭରି ଥିଲା। ହେଲେ…

ପଂଜାବ ମଦମୃତ୍ୟୁ ଘଟଣା: ଅବକାରୀ ବିଭାଗର ୭ ଅଧିକାରୀ ଓ ୬ ପୋଲିସ କର୍ମଚାରୀ ନିଲମ୍ବିତ

ଚଣ୍ଡୀଗଡ: ପଂଜାବ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଆଜି ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ସେପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ଘଟଣାରେ ଅବକାରୀ ବିଭାଗର ୭ ଜଣ ଅଫିସର ଓ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ…

ହରିଆଣାରେ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଡବଲ ଦରମା

ହରିଆଣା: କରୋନା ମହାମାରୀ ସଂକ୍ରମଣ ସାରା ଦେଶରେ ବୃଦ୍ଧି ପାଇବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଚାପ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦରମା…

ସମଗ୍ର ପଞ୍ଜାବରେ ମାର୍ଚ୍ଚ ୩୧ ଯାଏଁ ଲକ୍‌-ଡାଉନ୍ ଘୋଷଣା

ଚଣ୍ଡିଗଡ: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ପଞ୍ଜାବରେ ଆଜିଠାରୁ ମାର୍ଚ୍ଚ ୩୧ଯାଏଁ ଲକ୍‌-ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ତଥା ସେବା କ୍ଷେତ୍ରକୁ ଛାଡି ଅନ୍ୟ ସବୁ ଉପରେ ଏହି ସମ୍ପୂର୍ଣ୍ଣ ବନ୍ଦ ବା…