Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ସାହିନବାଗ ଘଟଣା ସଂଯୋଗ ନୁହେଁ ଷଡ଼ଯନ୍ତ୍ର: ମୋଦି

ନୂଆଦିଲ୍ଲୀ: ଦିଲ୍ଳୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- । ଦିଲ୍ଳୀ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର କରକରଡୁମାଠାରେ ସେ ପ୍ରଚାର କରିଛନ୍ତି । ଏହି ଅବସରରେ…

ଦିଲ୍ଲୀ ନିର୍ବାଚନ: ବିଜେପିର ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଆମ ଆଦମୀ ପାର୍ଟିର ନୂଆ ରଣନୀତି

ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ପ୍ରତିଦିନ ବଦଳୁଛି ଦିଲ୍ଲୀର ନିର୍ବାଚନ ସମୀକରଣ । ଏହା ମଧ୍ୟରେ ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ୍‌) ବିଜେପିର ଭୋଟ ବ୍ୟାଙ୍କକୁ ଟାର୍ଗେଟ କରିଛି । ସୂଚନା ମୁତାବକ, ଆପ୍ ଦଳ ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ସିଟ୍ ର ନିଜ କାର୍ଯ୍ୟକର୍ତ୍ତା ଓ…

ମୁଁ ଆତଙ୍କବାଦୀ କି ଦିଲ୍ଲୀର ପୁଅ ଭୋଟର୍ ନିଷ୍ପତ୍ତି ନେବେ; କେଜ୍ରିୱାଲ୍‌

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଏବେ ଜୋରସାର୍ ନିର୍ବାଚନ ପ୍ରଚାରରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆପ ପକ୍ଷରୁ ଜୋରଦାର୍ ନିର୍ବାଚନ ପ୍ରଚାର ଚଳାଇଥିବା ବେଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ…

ଦିଲ୍ଲୀ ନିର୍ବାଚନ: ଆଜି କେଜ୍ରିୱାଲ-ମୋଦୀଙ୍କ ମୁହାଁମୁହିଁ ପ୍ରଚାର

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ଦିଲ୍ଲୀରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍‌) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ କଡ୍ଡା ଟକ୍କର୍ ହେଉଥିବା ବେଳେ ଏବେ ଆରମ୍ଭ ହୋଇଛି ଜୋରସୋର୍ ପ୍ରଚାର । Delhi Chief…

ପୁଣି ଜାମିଆ ବିଶ୍ୱବିଦ୍ୟାଳୟରେ ଫୁଟିଲା ଗୁଳି; ପୋଲିସର ତଦନ୍ତ ଜାରି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ପୁଣିଥରେ ଗୁଳି ଫୁଟିବା ଘଟଣା ନଜରକୁ ଆସିଛି । ଜାମିଆ ମିଲିଆ ଇସ୍ଲାମିୟା ବିଶ୍ୱବିଦ୍ୟାଳୟର ଗେଟ୍ ନଂ-୫ରେ ଗତକାଲି ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଗୁଳିମାଡ କରିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ…

କଂଗ୍ରେସର ଘୋଷଣାପତ୍ର ଜାରୀ: ମାଗଣା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଆଗାମୀ ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣାପତ୍ର ଜାରି କରିଛି । ପୂର୍ବରୁ ବିଜେପି ଏବଂ ଆପ୍ ସେମାନଙ୍କ ଘୋଷଣାପତ୍ର ଜାରୀ କରି ସାରିଛନ୍ତି । ଏଥିରେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଓ ୨୦ ହଜାର ଲିଟର ପର୍ଯ୍ୟନ୍ତ ପାଣି ମାଗଣା ରହିଛି । ସେହିପରି ସରକାରୀ…

ଭୋଟର୍ସଙ୍କ ଲାଗି ସ୍ପାଇସଜେଟରେ ମାଗଣା ବିମାନ ଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି । ଏମିତିରେ ଯେଉଁ ଲୋକମାନେ ଦିଲ୍ଲୀ ବାହାରେ ରହୁଛନ୍ତି, ସେମାନଙ୍କୁ ଭୋଟ୍ ଦେବାରେ ଅସୁବିଧା ହେବ । ଲୋକଙ୍କ ଏହି ଅସୁବିଧାକୁ ସୁବିଧାରେ ପରିଣତ କରିଛି ସ୍ପାଇସଜେଟ୍ ବିମାନ । ଦିଲ୍ଲୀ ବାହାରେ ରହୁଥିବା ଲୋକଙ୍କ ପାଇଁ…

ଜାମିୟା ପରେ ଶାହୀନବାଗରେ ଗୁଳି ଫୁଟିଲା

ନୂଆଦିଲ୍ଲୀ: ସିଏଏ ଓ ଏନଆରସିକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ରୂପ ନେଇଛି । ଜାମିୟା ପରେ ଶାହୀନବାଗରେ ଆଜି ଗୁଳି ଫୁଟିଛି । କପିଳ ଗୁଜ୍ଜର ନାମକ ବ୍ୟକ୍ତି ଶାହୀନବାଗରୁ ୧୫୦ ମିଟର ଦୂରତାରେ ୨ଟି ଫାଙ୍କା ଗୁଳିଚାଳନା କରିଥିଲା ।ଫଳରେ ସେଠାକାର ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଗୁଳି…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଡିଆର ରିପୋର୍ଟରେ ପ୍ରକାଶ ପାଇଲା ଦାଗି ନେତାଙ୍କ ସୂଚୀ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୭୦ଟି ବିଧାନସଭା ସିଟର ନିର୍ବାଚନ ଫଳାଫଳ ଫେବୃୟାରୀ ୧୧ରେ ବାହାରିବ ବୋଲି ସୂଚନା ମିଳିଛି । ଏହି ସମୟରେ ଆସୋସିଏସନ ଫର ଡେମୋକ୍ରେଟିକ୍ ରିଫର୍ମ(ଏଡିଆର)ପ୍ରମୁଖ ପ୍ରାର୍ଥୀଙ୍କ…

ବଜେଟରେ ପର୍ଯ୍ୟଟନକୁ ଫୋକସ୍‌; ପ୍ରତିଷ୍ଠା ହେବ ଆଇକନିକ୍ ମ୍ୟୁଜିୟମ, ୨୫୦୦ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୦-୨୧ ଆର୍ଥିକ ବଜେଟ ଉପସ୍ଥାପନ କରୁଥିବା ବେଳେ ଏଥର ପର୍ଯ୍ୟଟନକୁ ମଧ୍ୟ ବେଶ୍ ଗୁରୁତ୍ୱ ଦେଇଛନ୍ତି । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟରେ ୨୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କୌଶଳ ବିକାଶ ଲାଗି ୯୯.୩୦୦ କୋଟି…