Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ପରୀକ୍ଷା ପେ ଚର୍ଚ୍ଚା: ପିଲାଙ୍କୁ ପରୀକ୍ଷା ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ: ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗୁକୁ ପରୀକ୍ଷା ଆସୁଥିବାରୁ ଚାପମୁକ୍ତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ । #ParikshaPeCharcha "✔️Do not enter the exam hall with any sort of pressure.…

ଦିଲ୍ଳୀ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: ଚାନ୍ଦିନୀଚୌକରୁ ଅଳକାଙ୍କୁ ଟିକେଟ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାରି ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା । ଦଳ ପ୍ରଥମ ପର୍ଯ୍ୟାୟରେ ୫୪ଟି ଆସନ ପାଇଁ ପାର୍ଥୀଙ୍କ ନାଁ ଘୋଷଣା କରିଛି । ଦିଲ୍ଲୀ ଚାନ୍ଦନୀଚୌକରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟିକାଙ୍କୁ ଏଥର ଟିକେଟ ଦେଇଛି କଂଗ୍ରେସ । ଏହି ଆସନରୁ…

ମତେ ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ: ନିର୍ଭୟାଙ୍କ ମାଆ

ନୂଆଦିଲ୍ଳୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ଉପରେ ବର୍ଷିଲେ ନିର୍ଭୟାଙ୍କ ମା ଆଶା ଦେବୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ କ୍ଷମା କରିବାକୁ ଉପଦେଶ ଦେଇଥିଲେ ଆଇନଜୀବୀ ଇନ୍ଦିରା । ଏହାକୁ ନେଇ ନିର୍ଭର‌୍ୟାଙ୍କ ମା’ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ

ଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରର୍ଥୀ ତାଲିକା ପ୍ରକାଶ ପାଇଛି । ୭୦ଟି ସିଟ୍ ବିଶିଷ୍ଟ ଦଲ୍ଲୀ ବିଧାନସଭା ନିର୍ବାଚନ ଲାଗି ବିଜେପି ତାର ପ୍ରାର୍ଥୀ ତାଲିକାରେ ୫୭ ଜଣିଆ ପ୍ରର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରେ ୧୧ ଜଣ ପ୍ରାର୍ଥୀ ଅନୁସୂଚିତ ଜାତିର ରହିଥିବା…

ଭାରତୀୟ ନୋଟରେ ରହୁ ଲକ୍ଷ୍ମୀଙ୍କ ଚିତ୍ର: ସୁବ୍ରମଣ୍ୟମ ସ୍ୱାମୀ

ଭୋପାଳ: ଭାରତୀୟ ନୋଟ୍‌ରେ ରହୁ ମାତା ଲକ୍ଷ୍ମୀଙ୍କ ଚିତ୍ର । ଏହାଦ୍ୱାରା ଅର୍ଥନୀତି ଓ ଟଙ୍କା ମୂଲ୍ୟରେ ସୁଧାର ଆସିବ । ଏଭଳି କିଛି ଅଦ୍ଭୁତ ପ୍ରସ୍ତାବ ଦେଇଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ମଧ୍ୟପ୍ରଦେଶରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସେ କହିଛନ୍ତି ଯେ, ଇଣ୍ଡୋନେସିଆ ମୁଦ୍ରାରେ…

ସପ୍ତାହକ ମଧ୍ୟରେ ଦେବାକୁ ପଡିବ ୧୦୨ କୋଟି; ସୁପ୍ରିମକୋର୍ଟଙ୍କ ଟେଲିକମ କମ୍ପାନୀକୁ ଝଟକା !

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀକୁ ସୁୁପ୍ରିମକୋର୍ଟଙ୍କ ବଡ ଝଟକା । ରିଭ୍ୟୁ ପିଟିସନକୁ ଖାରଜ କଲେ ସର୍ବୋଚ୍ଚ ଅଦାଲତ । ଗତ ଅକ୍ଟୋବର ୨୪ରେ ଯେଉଁ ରାୟ ଶୁଣାଇଥିଲେ ତାହା ଉପରେ କୋର୍ଟ ଅଟଳ ରହିଛନ୍ତି । ଏଣୁ ଭୋଡାଫୋନ୍, ଆଇଡିଆ ଓ ଏୟାରଟେଲଙ୍କୁ ଏବେ ସପ୍ତାହ ମଧ୍ୟରେ ୧୦୨ କୋଟି ଟଙ୍କା…

ବିହାରରେ ଅତୁଟ ରହିବ ବିଜେପି-ଜେଡିୟୁ ମେଣ୍ଟ: ଅମିତ ଶାହ

ପାଟନା: ବିହାରରେ ଅତୁଟ ରହିଛି ବିଜେପି-ଜେଡିୟୁ ମେଣ୍ଟ । ଆସନ୍ତା ବିଧାନସଭା ନିର୍ବାଚନରେ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ ମିଶି ବିଜେପି ନିର୍ବାଚନ ଲଢ଼ିବ । ବିହାରରେ ଆୟୋଜିତ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ବିହାରର ବୈଶାଳୀରେ ଆୟୋଜିତ ହୋଇଥିବା…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଘୁଞ୍ଚିପାରେ ଫାଶୀ ତାରିଖ

ନୂଆଦିଲ୍ଲୀ: ନିର୍ଭୟା ଦେଷୀଙ୍କ ଘୁଂଚିପାରେ ଫାଶୀ ତାରିଖ । ଆସନ୍ତା ୨୨ରେ ୪ ସଇତାନଙ୍କୁ ଫାଶୀ ମିଳିବା ନେଇ ବଢ଼ିଲା ସନ୍ଦେହ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଗତ କିଛି ଯୁକ୍ତି ପରେ ଅଶଙ୍କାରେ ଫାଶୀଦଣ୍ଡ । ଦିଲ୍ଲୀ ସରକାର କହିଛନ୍ତି, ୨୨ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪…

ଫାଶୀ ଲାଗି ନିଆଗଲା ନିର୍ଭୟା ଦୋଷୀଙ୍କ ଗଳାର ମାପ; ଦଉଡିରେ ଘଷାଯାଉଛି କଦଳୀ !

ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦିନ ପାଖେଇ ଆସୁଛି । ଫାଶୀ ଦେବାକୁ ତିହାର ଜେଲରେ ପ୍ରସ୍ତୁତି ଆଗେଇ ଚାଲିଛି । ଫାଶୀ ଦଉଡିରେ ଘଷାଯାଉଛି କଦଳୀ: ୪ ଦୋଷୀଙ୍କର ବେକର ମାପ ନିଆଯିବା ପରେ ଫାଶୀ ଦଉଡିରେ କଦଳୀ ଘଷା ଯାଉଛି ।…

କନୌଜରେ ମର୍ମନ୍ତୁଦ ଦୁର୍ଘଟଣା; ଜଳିଗଲା ୫୦ ଯାତ୍ରୀ ବିଶିଷ୍ଟ ଚଳନ୍ତା ବସ୍, ଅନେକ ଯାତ୍ରୀ ମୃତାହତ

କନୌଜ: ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଏକ ଟ୍ରକ ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ଘଟିବାରୁ ଚଳନ୍ତା ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି ଯାତ୍ରୀବାହୀ ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ୨୦ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ବସଟି ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି…