Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଦେଶରେ ଉପର ତଳ ହେଉଛି କୋଭିଡ ଗ୍ରାଫ୍ , ୨୪ ଘଣ୍ଟାରେ ୯୪୯ ସଂକ୍ରମିତ,୬ ମୃତ

ଦିଲ୍ଲୀ : ଦେଶରେ କରୋନା ଭାଇରସ୍ ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି । କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଳାୟ  ରିପୋର୍ଟ ଅନୁସାରେ ଶୁକ୍ରବାର ସକାଳ ୮ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୯୪୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ବୋଲି ରିପୋର୍ଟ ସାମ୍ନାକୁ ଆସିଛି । ଦେଶରେ…

[ଦେଖନ୍ତୁ ଭିଡିଓ] ଆତ୍ମହତ୍ୟା ପନ୍ଥା ବାଛିଥିଲେ ଯୁବତୀ, ଦେବଦୂତ ସାଜିଲେ ସିଆଇଏସ୍‌ଏଫ୍ କର୍ମୀ

ଭୁବନେଶ୍ୱର: ଆଜି ସକାଳୁସକାଳୁ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏପରିକି ଆଂଶିକ ସଫଳ ମଧ୍ୟ ହୋଇଥିଲେ । ହେଲେ ବୋଧ ହୁଏ ସେହି ଯୁବତୀଙ୍କ ପାଇଁ ଦଇବ କିଛି ଭିନ୍ନ ଚିନ୍ତା କରିଥିଲା । ଯୁବତୀ ଜଣକ ଛାତରୁ ଡେଇଁଥିଲେ ସତ ହେଲେ ଜଣେ ସିଆଇଏସ୍‌ଏଫ୍ କର୍ମୀଙ୍କ ଉପସ୍ଥିତି ବୁଦ୍ଧି…

କରୋନାର ନୂଆ ଭାରିଆଣ୍ଟ XE କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, ନୂଆ ଆକ୍ରାନ୍ତଙ୍କ ଉପରେ ନଜର ରଖ

ଦିଲ୍ଲୀ : କୋଭିଡର ନୂତନ ପ୍ରଜାତି ଏକ୍ସ ଇ କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟେ ଅଧ୍ୟକ୍ଷତାରେ ବିଶେଷଜ୍ଞ ଓ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂତନ ପ୍ରଜାତି ଓ ମାମଲା ଗୁଡିକ ଉପରେ ନଜର ରଖିବା ସହ ବର୍ତ୍ତମାନର ତଦାରଖ ପ୍ରକ୍ରିୟା ଜୋରଦାର…

କରୋନାର ନୂଆ XE ଭାରିଆଣ୍ଟକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଲେ ଏନଟିଏଜିଆଇ ମୁଖ୍ୟ ଏନ.କେ ଅରୋରା

 ଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ 'XE' କୁ ନେଇ ଚାରି ଆଡେ ଭୟର ବାତା ବରଣ ଖେଳିଯାଇଥିବା ବେଳେ । ଏଥିପ୍ରତି ଭୟଭୀତ ହୁଅନ୍ତୁ ନାହିଁ ବୋଲି ଏନଟିଏଜିଆଇ ମୁଖ୍ୟ ଏନକେ ଅରୋରା ପରାମର୍ଶ ଦେଲେ  । 'XE' ଭାରିଆଣ୍ଟ ପ୍ରଥମେ ମହାରାଷ୍ଟ୍ର ଓ ପରେ ଗୁଜୁରାଟରେ ଚିହ୍ନଟ ହୋଇଥିଲା ।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଦ୍ୱିପାକ୍ଷିକ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଭର୍ଚ୍ୟୁଆଲ୍ ମୋଡରେ ଏହି ଆଲୋଚନା ହେବ । ବିଶ୍ୱ ଅର୍ଥନୀତି ଆଲୋଚନାର ପ୍ରସଙ୍ଗ ହୋଇପାରେ । ଦୁଇଦେଶ ମଧ୍ୟରେ ଥିବା ବୈଷୟିକ ସାମରିକ ସହଯେଗ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହୋଇପାରେ…

ନବରାତ୍ରି ସମୟରେ ମାଂସ ବିକ୍ରି ବନ୍ଦକୁ ନେଇ ଦିଲ୍ଲୀ ମେୟର ଓ କମିଶନରଙ୍କୁ ନୋଟିସ ଜାରି କଲେ ସଂଖ୍ୟାଲଘୁ କମିଶନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ତିନିଟି ମହାନଗର ନିଗମ ପରିଧିରେ ନବରାତ୍ରି ସମୟରେ ମାଂସ ଦୋକାନ ବନ୍ଦକୁ ନେଇ ମେୟର ଓ କମିଶନର ମାନଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ସଂଖ୍ୟାଲଘୁ କମିଶନ । ଗୁରୁବାର ଦକ୍ଷିଣ ଦିଲ୍ଲୀ, ପୂର୍ବ ଦିଲ୍ଲୀ ମେୟର ତାଙ୍କ ନିଗମ ପରିଧିରେ ନବରାତ୍ରି ସମୟରେ ମାଂସ…

ହକି ଇଣ୍ଡିଆର ମୁଖ୍ୟ ନରିନ୍ଦର ବାତ୍ରାଙ୍କ ବିରୋଧରେ ତଦନ୍ତ କରୁଛି ସିବିଆଇ, ଅଭିଯୋଗ କ’ଣ ?

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଏବଂ ହକି ଇଣ୍ଡିଆ (ଏଚ୍ଆଇ)ର କିଛି ଅଧିକାରୀଙ୍କ ବିରୋଧରେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହି ପୂର୍ବତନ ଏଚଆଇ ସଭାପତିଙ୍କ ବିରୋଧରେ ରହିଛି ଦୁର୍ନୀତି ଅଭିଯୋଗ । ବ୍ୟକ୍ତିଗତ ଲାଭ ପାଇଁ…

[ଭିଡିଓ] ଭାରତୀୟ ସେନାରେ ଭର୍ତ୍ତି ହେବାକୁ ନିଶା, ଦୌଡିଲେ ୩୫୦ କି.ମି !

ଭୁବନେଶ୍ୱର: ଭାରତୀୟ ସେନାରେ ଭର୍ତ୍ତି ହେବା ତାଙ୍କ ନିଶା । ଦେଶ ପାଇଁ ଲଢିବା ତାଙ୍କ ଲକ୍ଷ୍ୟ । ଖାସ ସେଥିପାଇଁ ଜଣେ ଯୁବକ ନିଜ ଜୀବନକୁ ସେନା ପାଇଁ ଉତ୍ସର୍ଗ କରିଦେଇଛନ୍ତି । ଏପରି ଅନେକ ଯୁବକଙ୍କୁ ଆପଣ ଭାରତରେ କୋଣଅନୁକୋଣରେ ପାଇବେ । ହେଲେ ସୁରେଶ ନାମକ ଜଣେ ଯୁବକଙ୍କ ଭାରତୀୟ ସେନା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାଓ୍ୱାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୨୦ ରୁ ୨୫ ମିନିଟ୍ ଧରି ଆଲୋଚନା ହୋଇଥିଲା, ଏହି ବୈଠକରେ ମହାରାଷ୍ଟ୍ରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି। ଉଭୟଙ୍କ ମଧ୍ୟରେ ଏଭଳି…

ସଂସଦରେ କଂଗ୍ରେସ ସରକାରର କଥା କହି ବର୍ଷିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି। ଜରୁରୀକାଳୀନ ପରିସ୍ଥିତି କଥା କହି କଂଗ୍ରେସକୁ ଗୃହରେ କଡା ସମାଲୋଚନା କରିଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ସମସ୍ତ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେଇଥିଲା କଂଗ୍ରେସ, ବିରୋଧୀଙ୍କୁ…