Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

କୋଟିଆ ମାମଲାରେ ଆନ୍ଧ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଦିଲ୍ଲୀ : ସୁପ୍ରିମକୋର୍ଟରେ ଚାଲିଥିବା କୋଟିଆ ମାମଲାର ଶୁଣାଣି ଶେଷ ହୋଇଛି । ରାଜନୈତିକ ସମାଧାନ ଉପରେ ପୁଣି ଜୋର୍ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଶୁଣାଣି ବେଳେ ଆନ୍ଧ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଓଡିଶା ବିଭିନ୍ନ ପଦକ୍ଷେପ ଓ ଦୁଇ ରାଜ୍ୟ ଭିତରେ ହୋଇଥିବା ଆଲୋଚନା ଉପରେ ନିଜ…

ସକାଳୁ ଭୂକମ୍ପର ଝଟକା

ଦିଲ୍ଲୀ: ସକାଳୁ ଭୂକମ୍ପର ଝଟକା । ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ମିଆଁମାର ଓ ଭାରତ ସୀମାରେ ଆଜି ସକାଳୁ ଅନୁଭୂବ ହୋଇଥିଲା ଭୂକମ୍ପ ଝଟକା । ଏହି ଭୂକମ୍ପ ଝଟକା ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଓ ମିଜୋରାମର ଥେନଜୋଲରେ ଅନୁଭୂତ କରାଯାଇଛି । ଏଠାରେ ଭୂକମ୍ପର ରିକ୍ଟର…

ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଦିଲ୍ଲୀ : ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ଉଡାଣ ଲୋକମାନଙ୍କ ଦୀର୍ଘ ଦିନର…

ପାକିସ୍ତାନରୁ ଆସିଥିଲା ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଥିବା ହତ୍ୟା ଧମକ ଖୁଲାସା ହୋଇଛି । ପାକିସ୍ତାନରୁ ଗୌତମଙ୍କ ପାଖକୁ ମେଲ୍ ଜରିଆରେ ଧମକ ଆସିଛି ବୋଲି ଜଣାପଡିଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଆଇଏସ୍ଆଇଏସ୍ କାଶ୍ମୀର ତାଙ୍କୁ ଜୀବନରୁ ମାରିଦେବାକୁ…

ଭାରତୀୟ ବାୟୁସେନା ଫ୍ରାନ୍ସଠାରୁ ଆଣିଲା ମିରାଜ-୨୦୦୦ ଲଢୁଆ ବିମାନ

ଦିଲ୍ଲୀ : ଶତ୍ରୁକୁ ଟକ୍କର ଦେବା ପାଇଁ ଭରତୀୟ ସେନାର ପ୍ରସ୍ତୁତି ଆରମ୍ଭ । ଫ୍ରାନ୍ସ ବାୟୁସେନାରେ ପୂର୍ବରୁ ବ୍ୟବହାର ହୋଇଥିବା ଦୁଇଟି ମିରେଜ ୨୦୦୦ ଲଢୁଆ ବିମାନ ଗୁରୁବାର ଭାରତରେ ପହଁଚିଛି ।ଏହି ବିମାନ ଗ୍ୱାଲିଅର ଏୟାରବେସରେ ପହଁଚିଛି । ତେବେ ବାୟୁସେନାରେ ସାମିଲ କରିବା ପୂର୍ବରୁ…

ଦେଶର ସର୍ବବୃହତ ବିମାନ ବନ୍ଦରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ଆଜି ଦେଶର ସବୁଠାରୁ ବଡ଼ ବିମାନ ବନ୍ଦରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦିନ ୧ଟାରେ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେୱରରେ ନୋଏଡ଼ା ଅନ୍ତରଷ୍ଟ୍ରୀୟ ଏୟାରପୋର୍ଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଏହା ପଞ୍ଚମ ବିମାନ ବନ୍ଦର…

ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ, କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆଉ ୪ମାସ ବୃଦ୍ଧି କରାଯାଇଛି । ମହାମାରୀ କରୋନା ଜନିତ ଯନ୍ତ୍ରଣାକୁ ଲାଘବ କରିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆଜି ବଡ଼ ଘୋଷଣା କରିଛନ୍ତି । ହିତାଧିକାରୀ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ରାସନ…

ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ପଦକ ସମ୍ମାନ

ଦିଲ୍ଲୀ : ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଲା ବିଶିଷ୍ଟ ସେବା ପଦକ । ଆଜି ଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ଚଣ୍ଡିପ୍ରସାଦଙ୍କୁ ପରମ ବିଶିଷ୍ଟ ସେବା ପଦକ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେନାରେ ନିଜ କାର୍ଯ୍ୟପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ…

ଗୁଆଟେମାଲାର ରାଷ୍ଟ୍ରଦୂତ ନିଯୁକ୍ତ ହେଲେ ଓଡ଼ିଆ ଆଇଏଫଏସ ଅଧିକାରୀ

ଦିଲ୍ଲୀ :ଗୁଆଟେମାଲାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଓଡିଆ ଆଇଏଫ୍ଏସ୍ ଅଧିକାରୀ ।୨୦୦୦ ବ୍ୟାଚର ଭାରତୀୟ ବିଦେଶ ସେବା ଅଧିକାରୀ ମନୋଜ କୁମାର ମହାପାତ୍ର କେନ୍ଦ୍ରୀୟ ଆମେରିକୀୟ ଦେଶ ଗୁଆଟେମାଲା ପାଇଁ ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି । ମନୋଜ ଖୁବ୍ ଶିଘ୍ର ନିଜର କାର୍ଯ୍ୟଭାର…

ଓଡିଶାର ନଦୁରାମ ସୋରେନଙ୍କୁ ମିଳିଲା ମରଣୋତ୍ତର ବୀର ଚକ୍ର ସମ୍ମାନ

ଦିଲ୍ଲୀ : ଚୀନ୍ ସୈନଙ୍କ ସହିତ ସଂଘର୍ଷରେ ସହିଦ ହୋଇଥିବା ଓଡିଆ ପୁଅଙ୍କୁ ମରୋଣତ୍ତୋର ବୀର ଚକ୍ରରେ ସମ୍ମାନୀତ କରାଯାଇଛି । ମୟୂରଭଞ୍ଜର ନାଏବ ସୁବେଦାର ନଦୁରାମ ସୋରେନଙ୍କ ପତ୍ନୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ବୀର ଚକ୍ର ପୁରଷ୍କାର ଗ୍ରହଣ କରିଛନ୍ତି । ଗତବର୍ଷ ଗଲୱାନ ଚାଇନାରେ…