Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବାକୁ ୬୩ବର୍ଷୀୟ ବୃଦ୍ଧଙ୍କ ୭୫୦ କିଲୋମିଟର ପଦଯାତ୍ରା

ଦିଲ୍ଲୀ: ପାଦରେ ଚାଲି ଚାଲି ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ୬୩ବର୍ଷୀୟ ବୃଦ୍ଧ। ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜଣେ ବୃଦ୍ଧ ୭୫୦ କିଲୋମିଟର ପଦଯାତ୍ରା କରି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଯାତ୍ରା ସେ ୨୨ଦିନରେ ଅତିକ୍ରମ କରିଛନ୍ତି। ପିପାରିଆ ଗାଁର…

୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ପାଇଁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ: ବିଜୟା ଦଶମୀରେ ଦେଶର ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଭାରତର ସାମରିକ ଶକ୍ତି ଏକ ବୃହତ ଆଧାର ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହି କମ୍ପାନୀଗୁଡ଼ି ଉନ୍ମୋଚନ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ…

ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦି ଓ ଡୋଭାଲଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ବିଗତ କିଛିଦିନ ଧରି କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ନୂତନ ଋଣକୌଶଳ ଜରିଆରେ ୭ ଜଣ ସାଧାରଣ ନାଗରିକଙ୍କୁ ନିହତ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ସଂପୃକ୍ତି ଥିବା ନେଇ ପ୍ରମାଣ ମିଳିଛି । ଏହି ଘଟଣା ପରେ କେନ୍ଦ୍ର ଶାସିତ…

ଟି୨୦ କ୍ରିକେଟ୍ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ: ଆଜି ବିସିସିଆଇ ଉନ୍ମୋଚନ କରିଛି ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି । ଏହି ଜର୍ସି ପିନ୍ଧି ଭାରତୀୟ ଖେଳାଳିମାନେ ଟି୨୦ ବିଶ୍ୱକପ କ୍ରିକେଟ ପ୍ରତିଯାଗୀତାରେ ନଜର ଆସିବେ । ନୂଆ ଜର୍ସି କିଟ୍‌କୁ ବିଲିଅନ୍ ଚିଅର୍ସ ଜର୍ସି ଭାବେ ନାମିତ କରାଯାଇଛି । Presenting the Billion…

୨୦୨୩ରେ ନୂଆ ପ୍ରଗତି ମୈଦାନରେ ହେବ ଜି-୨୦ ବିଶ୍ୱ ସମ୍ମିଳନୀ: ପିୟୁଷ ଗୋଏଲ

ଦିଲ୍ଲୀ: ଆସନ୍ତା ୨୦୨୩ରେ ନୂଆ ପ୍ରଗତି ମୈଦାନରେ ଆୟୋଜନ ହେବ ଜି-୨୦ ବିଶ୍ୱ ସମ୍ମିଳନୀ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ। ପ୍ରଧାନମନ୍ତ୍ରୀ ଗତି ଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ବିଭିନ୍ନ ବିକାଶ ଯୋଜନାକୁ ଆଗକୁ ବି ଦିଗ ଯୋଗାଇବ ଏବଂ ଏହା ପୁଞ୍ଜି…

ଶହେ ଲକ୍ଷ କୋଟି ଟଙ୍କାର ‘ଗତିଶକ୍ତି’ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ‘ଗତିଶକ୍ତି’ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀ ସମୟରେ ପ୍ରଭାବିତ ହେଇଥିବା ଦେଶର ଅର୍ଥନୀତିକୁ ସଜାଡିବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ପ୍ରୟାସ । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନା ଦେଶରେ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବାରେ…

ଜାତୀୟ ମାନବାଧିକାର ଆୟୋଗର ୨୮ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଦିଲ୍ଲୀ: ଜାତୀୟ ମାନବାଧିକାର କମିଶନରର ସ୍ଥାପନା ଦିବସ ଏହି ସମୟରେ ଆୟୋଜନ କରାଯାଉଛି ଯେଉଁ ସମୟରେ ଆମ ଦେଶ ନିଜ ଆଜାଦୀର ଅମୃତ ମହୋତ୍ସବ ମନଉଛି। ଭାରତ ପାଇଁ ମାନବ ଅଧିକାରର ପ୍ରେରଣା, ମାନବ ଅଧିକାରର ମୂଲ୍ୟର ବହୁତ ବଡ଼ ଶ୍ରୋତ ଆଜାଦୀ ପାଇଁ ଆନ୍ଦୋଳନ ଆମ ଇତିହାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଲମିରାରେ ବିଡାବିଡା ଟଙ୍କା, କାହାଠୁ ଜବତ ହେଲା ୧୪୨ କୋଟି ଟଙ୍କା ?

ନୂଆଦିଲ୍ଲୀ: ହାଇଦ୍ରାବାଦର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ ଗତ ବୁଧବାର ଛାପା ମାରିଥିଲା ଆୟକର ବିଭାଗ । ଲଗାତାର ଭାବେ ଦୁଇଟି ପର୍ଯ୍ୟାୟ କ୍ରମେ ଜବତ ହୋଇଥିଲା ୫୦୦ କୋଟି ଓ ୧୪୨.୮୭ କୋଟି ଟଙ୍କା । ଜବତ ଟଙ୍କାକୁ ନେଇ କମ୍ପାନୀ ତରଫରୁ କøଣସି ପ୍ରକାର ସ୍ପଷ୍ଟୀକରଣ ସାମ୍ନାକୁ ଆସିପାରିନି ।…

ଜମ୍ମୁ-କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ପରେ ଏନଆଇଏର ଚଢ଼ାଉ ଆରମ୍ଭ

ଦିଲ୍ଲୀ:  ଜମ୍ମୁକଶ୍ମୀର ସାଧାରଣ ନାଗରିକଙ୍କ ହତ୍ୟା ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଏନଆଇଏ ଏବେ ସକ୍ରିୟ ହେବାରେ ଲାଗିଛି। ମଙ୍ଗଳବାର ଏନଆଇଏ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଜାରି କରାଯାଇଛି । ଜମ୍ମୁ କଶ୍ମୀରର ୧୬ ଟି ସ୍ଥାନରେ ଏନଆଇଏ ପକ୍ଷରୁ ଚଢଉ କରାଯାଇଛି ବୋଲି ଜଣାପଡ଼ିଛି।ଆତଙ୍କବାଦୀ…

[ଭିଡିଓ]ଗାଁ ଲୋକଙ୍କ ସହ ନାଚିଲେ କେନ୍ଦ୍ରମନ୍ତ୍ରୀ , ଟ୍ୱିଟକରି ପ୍ରଶଂସା କଲେ ମୋଦି

ଦିଲ୍ଲୀ : କେନ୍ଦ୍ର ଆଇନ ମନ୍ତ୍ରୀ ବୁଧବାର ଦିନ ଅରୁଣାଚଳ ପ୍ରଦେଶରେ ଏକ ଯୋଜନାର ସମୀକ୍ଷା କରିବାକୁ ଯାଇଥିବା ବେଳେ ଗାଁ ଲୋକଙ୍କ ସହ ନାଚିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ବି ଟ୍ୱିଟ କରି ପ୍ରଶଂସା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କିରଣ…