Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ

ନୂଆଦିଲ୍ଲୀ: ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ । ଆସନ୍ତାକାଲି ୧୩ ତାରିଖ ଶନିବାର ଠାରୁ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ ଖୋଲାଯିବ । ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହି ଉଦ୍ୟାନ ଖୋଲା ରହିବ । ତେବେ କୋଭିଡ ଯୋଗୁ ବିଭିନ୍ନ ନିୟମ ରହିଛି ।…

ରିକ୍ସା ଚାଳକଙ୍କ ଝିଅ ଫେମିନା ମିସ୍ ଇଣ୍ଡିଆ ୨୦୨୦ ରନର୍ସ ଅପ୍

ନୂଆଦିଲ୍ଲୀ :ରିକ୍ସା ଚାଳକଙ୍କ ଝିଅ ଫେମିନା ମିସ୍ ଇଣ୍ଡିଆ ୨୦୨୦ ରନର୍ସ ଅପ୍ । ମାନ୍ୟା ସିଂହଙ୍କ ଏହି ଯାତ୍ରା ବହୁତ ସଂଘର୍ଷମୟ ଥିଲା। ମିସ ଇଣ୍ଡିଆ ମଞ୍ଚ ଯାଏଁ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ଇନଷ୍ଟାଗ୍ରାମରେ ସେ ନିଜ କାହାଣୀ ସେୟାର କରିଛନ୍ତି। କିଭଳି ଜଣେ ରିକ୍ସା ଚାଳକଙ୍କ ଝିଅ…

କାନାଡ଼ାକୁ କୋଭିଡ ଟିକା ଯୋଗାଇବ ଭାରତ: ଜଷ୍ଟିନ୍‌ ଟ୍ରୁଡୋଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: କାନାଡ଼ାକୁ ପର୍ଯ୍ୟାପ୍ତ ମାତ୍ରାରେ କୋଭିଡ ଟିକା ଯୋଗାଇବ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ବାବଦରେ ଉଭୟଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା ହୋଇଛି ।  ଏ ନେଇ ଟ୍ୱିଟ୍‌ କରି…

ଶାଢୀ ଓ ଧୋତିରେ ଦମ୍ପତ୍ତି କଲେ ସ୍କିଇଂ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଏକ ଦମ୍ପତ୍ତି ଶାଢୀ ଓ ଧୋତି ପିନ୍ଧି ସ୍କିଇଂ କରୁଛନ୍ତି । ଏହାକୁ ନେଇ ଏବେ ଉଭୟ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଭିଡିଓଟିକୁ ୩ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି । ୧୩ ହଜାରରୁ ଅଧିକ କମେଣ୍ଟ୍ସ ମଧ୍ୟ ମିଳିଛି । ଏହି ଭାରତୀୟ…

୭ ଦିନିଆ ରିମାଣ୍ଡରେ ଗଲେ ଦୀପ ସିଦ୍ଧୁ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ମୁଖ୍ୟ ସୂତ୍ରଧର ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ମଙ୍ଗଳବାର ଗିରଫ କରି ତୀସ ହଜାରୀ କୋର୍ଟରେ ହାଜର କରିଛି । କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ପୁଲିସ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଅନୁରୋଧ…

ଏବେ ଆପଣ କ୍ରେଡିଟ୍ କାର୍ଡରୁ ଦେଇପାରିବେ ଘରଭଡ଼ା, ମିଳିବ କ୍ୟାସ୍ ବ୍ୟାକ୍ 

ନୋଇଡା: ଯଦି ଆପଣ ଭଡ଼ା ଘରେ ରହୁଥାନ୍ତି ତେବେ ଘର ମାଲିକଙ୍କୁ କ୍ରେଡିଟ୍‌ କାର୍ଡରୁ ପୈଠ କରିପାରିବେ । ଏହି ସୁବିଧା ପେଟିଏମ ତାଙ୍କ ପ୍ଲାଟଫର୍ମରେ ଉପଲବ୍ଧ କରାଇଛନ୍ତି । ପେଟିଏମରେ ଘରଭଡ଼ା ପୈଠ କଲେ ଟଙ୍କା ତୁରନ୍ତ ଘର ମାଲିକଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଯିବ । ଏଥିଲାଗି ଡିଜିଟାଲ…

କାବୁଲରେ ଡ୍ୟାମ୍ ତିଆରି କରିବ ଭାରତ, ‘ଆଫଗାନିସ୍ତାନ ସହ ବନ୍ଧୁତ୍ୱ କେହି ଭାଙ୍ଗିପାରିବେ ନାହିଁ’: ମୋଦି

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆଲୋଚନାରେ ସମ୍ବୋଧନ କରିଛନ୍ତି । ସେ ନିଜ ସମ୍ବୋଧନରେ ବିଭିନ୍ନ କ୍ଷତ୍ରୀୟ ସମସ୍ୟା ଉପରେ ଜୋର୍ ଦେଇଛନ୍ତି । ଏହି…

ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌, ପ୍ରତି ସପ୍ତାହରେ କର୍ମଚାରୀଙ୍କୁ ମିଳିପାରେ ୩ ଦିନର ଛୁଟି

ନୂଆଦିଲ୍ଲୀ : ଆସନ୍ତା ସମୟ କର୍ମଚାରୀଙ୍କ ଜୀବନରେ ଆହୁରି ଖୁସି ଭରିପାରେ । ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌ । ଏହି ଅନୁସାରେ ପ୍ରତି କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ଆଉ ଗୋଟିଏ ଦିନ ନୁହେଁ ୩ ଦିନର ଅଫ୍‌ ମିଳିପାରେ । ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ୪ଟି ନୂଆ ଲେବର କୋଡ୍‌କୁ…

ଲାଲକିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାରେ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ । ତାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ । ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଭିତରେ ସେ ଥିଲା । ୧୫ ଦିନ…

କରୋନାର ଜାତୀୟ ସୁସ୍ଥ ହାର ୯୭%

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ଦେଶରେ ୧୧,୮୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୩୮,୧୯୪ ହୋଇଛି । ସେହିପରି ମୋଟ…