Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି, ରୁଟ୍ ପ୍ଲାନ୍ ଦେଲେ ଚାଷୀ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ କରିବେ ଟ୍ରାକ୍ଟର ରାଲି । ଏଥିପାଇଁ ଦିଲ୍ଲୀ ପୋଲିସ ଚାଷୀଙ୍କୁ ସର୍ତ୍ତମୂଳକ ଅନୁମତି ଦେଇଛି । ଭିନ୍ନ ଭିନ୍ନ ରୁଟ୍‌ରେ ଶାନ୍ତିପୂର୍ଣ୍ଣ ଭାବେ ପରେଡ କରିବେ ଅନ୍ନଦାତା । ପରେଡ୍‌ରେ ସାମିଲ ହେବ ହଜାର ହଜାର ଟ୍ରାକ୍ଟର । ସାରା ବିଶ୍ବ ଏହି…

ତୁଟୁନି କୃଷି ଆଇନ ବିବାଦ, ଏକାଦଶ ପର୍ଯ୍ୟାୟ ବୈଠକ ଫେଲ

ନୂଆଦିଲ୍ଲୀ: ସରକାର ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ଏକାଦଶ ପର୍ଯ୍ୟାୟ ବୈଠକ ବିଫଳ । ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, କୃଷକଙ୍କ ହିତ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତେଣୁ ଏହାଠାରୁ ଅଧିକ ଆମେ କିଛି କରିପାରିବୁ ନାହିଁ ।…

ପୂର୍ବତନ ସିଜେଆଇ ଜଷ୍ଟିସ୍ ଗୋଗୋଇଙ୍କୁ z+ ସୁରକ୍ଷା 

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଭାରତ ସରକାର ଦେଶର ସବୁଠାରୁ ବଡ ସୁରକ୍ଷା ବଳୟ ପ୍ରଦାନ କରିଛନ୍ତି । ଏଣିକି ତାଙ୍କୁ z+ ଭିଆଇପି ସୁରକ୍ଷା ଯୋଗାଇ ଦିଆଯିବ । ୬୬ ବର୍ଷିୟ ଜଷ୍ଟିସ ଗୋଗୋଇଙ୍କୁ ସିଆରପିଏଫଙ୍କ ସଶସ୍ତ୍ର କମାଣ୍ଡୋ ସୁରକ୍ଷା…

ପେଟ୍ରୋଲ ଓ ଡିଜେଲ ଦାମ ଆକାଶ ଛୁଆଁ, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍ 

ନୂଆଦିଲ୍ଲୀ : ହୁ ହୁ ହୋଇ ବଢୁଛି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଁଞ୍ଚିଛି । ଦିଲ୍ଲୀ ଓ ବମ୍ବେରେ ତେଲ ଦାମ ଆକାଶ ଛୁଆଁ ରହିଛି । ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ଦାମ ୮୫ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଦାମ ୭୫ ଟଙ୍କାରୁ ଅଧିକ ରହିଛି । ମୁମ୍ବାଇରେ…

ରିଲାଏନ୍ସ-ଫ୍ୟୁଚର ଗ୍ରୁପ୍ ଡିଲ୍‌କୁ ସେବିର ମଞ୍ଜୁରି

ନୂଆଦିଲ୍ଲୀ : ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା…

ନଷ୍ଟ ହେଉଛି ଡୋଜ, ସ୍ବାସ୍ଥ୍ୟମନ୍ତ୍ରୀ ଜାରି କଲେ ସଚେତନତା ପୋଷ୍ଟର 

ନୂଆଦିଲ୍ଲୀ : ଦେଶରେ ସାର୍ବଜନୀକ କରୋନା ଟିକାକରଣ ଜାରି ରହିଛି । ଟିକାର ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଫଳରେ ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ଯେଉଁଥିପାଇଁ ଡୋଜ ନଷ୍ଟ ହେବାରେ ଲାଗିଛି ।  ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ…

[ଭିଡ଼ିଓ] ପିପିଇ କିଟ୍ ପିନ୍ଧି ବିପୁଳ ପରିମାଣର ସୁନା ଚୋରି !

ନୂଆଦିଲ୍ଲୀ: ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଯୁବକଙ୍କ ବିରୋଧରେ ଆସିଛି କିଛି ଚକିତକର ତଥା ସଙ୍ଗୀନ ଅଭିଯୋଗ । ଜାଣି ଆଶ୍ଚର୍ଯ୍ୟ ହେବେ ଅଭିଯୁକ୍ତ ଜଣକଏକାକି ଏକ ଗହଣା ଦୋକାନରେ କଳାକନା ବୁଲାଇଥିଲା । ଆଉ ତା ପୁଣି ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୧୩ କୋଟି…

ଆରମ୍ଭ ହେବ ଇ- କ୍ୟାଟରିଂ ବ୍ୟବସ୍ଥା, ଟ୍ରେନରେ ପୂର୍ବଭଳି ଯାତ୍ରୀଙ୍କୁ ମିଳିବ ନିଜ ମନପସନ୍ଦର ଖାଦ୍ୟ 

ନୂଆଦିଲ୍ଲୀ : ଫେବୃଆରୀରୁ ପୁଣି ଆରମ୍ଭ ହେବାକୁ ଯାଉଛି ଇ-କ୍ୟାଣ୍ଟରିଂ ସେବା । ଟ୍ରେନରେ ଯାତ୍ରୀ ପୁଣିଥରେ ନିଜ ମନ ପସନ୍ଦ ବ୍ରାଣ୍ଡର ଖାଇବା ଅର୍ଡର କରିପାରିବେ । ଏଥିପାଇଁ ଭାରତୀୟ ରେଳବାଇ ଏବଂ ପର୍ଯ୍ୟଟନ ନିଗମ ସମସ୍ତ ପ୍ରସ୍ତୁତି କରିସାରିଛି ।  ମାର୍ଚ୍ଚ ୨୦୨୦ରେ କରୋନା ମହାମାରୀ ଯୋଗୁ…

୨୧ରେ ସୁପ୍ରିମକୋର୍ଟ କମିଟି ଓ କୃଷକ ସଙ୍ଗଠନ ମଧ୍ୟରେ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ୫୫ ଦିନ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ହେଲେ ଏଯାଏ ସମସ୍ୟାର ହୋଇପାରୁନି ସମାଧାନ । ଆଜି ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ ସୁପ୍ରିମକୋର୍ଟ ଗଠନ କରିଥିବା କମିଟି ସଦସ୍ୟ । ହେଲେ ପ୍ରଥମ ଦିନରେ କୌଣସି ନିଷ୍କର୍ସ ବାହାରି ନଥିବା ବେଳେ…

2021 ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ଜେଇଇ ଏବଂ ଏନ୍ଇଇଟି ସିଲାବସ 

ନୂଆଦିଲ୍ଲୀ: ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଛାତ୍ରଛାତ୍ରୀ ଜେଇଇ ଏବଂ ଏନ୍ଇଇଟି ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବାରେ ବିକଳ୍ପ ପାଇବେ । କାରଣ ଜେଇଇ ଏବଂ ଏନ୍ଇଇଟି ସିଲାବସ୍ 2021 ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ।  ଜେଇଇ ସିଲାବସ ପୂର୍ବବର୍ଷ ଭଳି ସମାନ ରହିବ । କିନ୍ତୁ ଛାତ୍ରଛାତ୍ରୀ…