Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

କରୋନା କାୟାରେ ଦିଲ୍ଲୀ: ଦିନକରେ ରେକର୍ଡ ୧୩୧ ମୃତ ଓ ୭୪୮୬ ପଜିଟିଭ୍, ସର୍ବଦଳୀୟ ବୈଠକ ଡାକିଲେ ଜେକ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ତୃତୀୟ ଲହର । ମହାମାରୀ ମାଡ଼ି ମାଡ଼ି ଚାଲିଛି । ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ଭାଇରସ୍ । ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲାରେ ରେକର୍ଡ ୧୩୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ସମୟରେ ସଂକ୍ରମିତ…

ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ: ୭୭ ବର୍ଷ ବୟସରେ ଆଜି ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତ୍ରୀ ମୃଦୁଳା ସିହ୍ନାଙ୍କର ନିଧନ ହୋଇଛି । ସେ ଏକ ଧାରାରେ ଥିଲେ ଜଣେ ଜଣାଶୁଣା ହିନ୍ଦୀ ଲେଖିକା, ସାହିତ୍ୟିକ ଓ ଔପନ୍ୟାସିକା । ତା ଛଡା ବିଜେପି ମହିଳା ମୋର୍ଚ୍ଚା ଓ କେନ୍ଦ୍ରୀୟ ସମାଜ କଲ୍ୟାଣ ବୋର୍ଡର…

ଦିଲ୍ଲୀକୁ ଫେରିବ ଲକଡାଉନ୍ ! କଟକଣା ଲାଗୁ ପାଇଁ କେନ୍ଦ୍ରକୁ କେଜ୍ରିଓ୍ୱାଲଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ପୁଣି ଦିଲ୍ଲାରେ କାୟା ମେଲାଇଚି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ପୁଣି ଥରେ ଲକଡାଉନ୍ ଲାଗୁ ପାଇଁ କେନ୍ଦ୍ରର ଅନୁମତି ଲୋଡିଛନ୍ତି । ଦିଲ୍ଲୀର ସବୁ ଅଞ୍ଚଳରେ ନୁହେଁ । ଅଧିକ ସଂକ୍ରମିତ…

ଦିଲ୍ଲୀରେ କରୋନା ମୁକାବିଲା ପାଇଁ ୧୨ ସୂତ୍ରୀ ପ୍ଲାନ୍, ଦିନକୁ ହେବ ଲକ୍ଷେ ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୁକିବାଲା ସହ ଟ୍ରେସିଂ, ଟ୍ରେସିଂ ଓ ଟିର୍ଟମେଣ୍ଟ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । କୋଭିଡ୍ ଟେଷ୍ଟକୁ ଦ୍ୱିଗୁଣିତ କରାଯିବ । ଅର୍ଥାତ ଖୁବଶୀଘ୍ର ଦୈନିକ ଲକ୍ଷେ କୋଭିଡ୍ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି ।…

ମୋବାଇଲ କମ୍ପାନୀ ପାଇଁ ୪୦ ବର୍ଷୀୟଙ୍କ ଆତ୍ମହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ରୋହିଣୀ ଅଂଚଳରେ ସାମ୍ନାକୁ ଆସିଥିଲା ଏକ ଅବିଶ୍ୱସନୀୟ ଘଟଣା । ସାମାନ୍ୟ ଏକ ମୋବାଇଲ ଫୋନ୍ ପାଇଁ ହୋଇଥିଲା ଆତ୍ମହତ୍ୟା ଉଦ୍ୟମ । ନିଜ ଦେହରେ ନିଆଁ ଲଗାଇଦେଇଥିଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି । ଏହି ଘଟଣା ଯେତିକି ଅସାଧାରଣ, ଏହା ପଛର କାରଣ ବି ସେତିକି ସାଧାରଣ…

ମହଙ୍ଗା ପଡିଲା ପରିଶ୍ରା କରିବା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଂଚଳରେ ରହୁଥିବା ଜଣେ ୩୯ ବର୍ଷୀୟ ବ୍ୟବସାୟୀଙ୍କୁ ପରିଶ୍ରା କରିବା ମହଙ୍ଗା ପଡିଛି । ଆଜି ଦିଲ୍ଲୀର ସରାଇକେଲ ଖାନ ଅଂଚଳରେ ତାଙ୍କ ସହ ଘଟିଥିଲା ଅପ୍ରତ୍ୟଶିତ ଘଟଣା । ଶେଷରେ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ହରାଇ ନିଜ ଭାଗ୍ୟକୁ ଦୋଷ ଦେଇଛନ୍ତି ସେହି…

ଅଭିନେତା ମୋହନଲାଲ କିଣିବେ ନବମ ଆଇପିଏଲ୍ ଟିମ୍ !

ନୂଆଦିଲ୍ଲୀ: ବେଶ କିଛିଦିନ ଧରି ଶୁଣିବାକୁ ମିଳୁଛି ୨୦୨୧ ଆଇପିଏଲରେ ବିସିସିଆଇ ସାମିଲ କରିବ ନବମ ଟିମ୍ । ଏ ନେଇ ନିଷ୍ପତ୍ତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିନଥିଲେ ବି କିଛି ସମ୍ଭାବ୍ୟ ନିଲାମଧାରୀ ନାଁ ସାମ୍ନାକୁ ଆସିଛି । ବିଗତ କିଛିବର୍ଷ ଧରି ବିସିସିଆଇର ଯୋଜନା ମୁତାବକ ଖେଳ ଓ ମନୋରଂଜନ…

ପୁଣି ଯମୁନାକୁ ଫେରିଲା ବିଷାକ୍ତ ଫେଣ !

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ମାର୍ଚ୍ଚ ମାସରୁ ସାରା ଦେଶରେ ଲକଡାଉନ୍ ଆଦେଶ ଜାରି ହୋଇଥିଲା । ଦିଲ୍ଲୀର ଯମୁନା ନଦୀ ଅପ୍ରତ୍ୟଶିତ ଭାବେ ନିଜ ପୂର୍ବ ରୂପ ଫେରିପାଇଥିଲା । ହେଲେ ଯମୁନା ନଦୀର ଏହି ରୂପ ଯେ କ୍ଷଣସ୍ଥାୟୀ ତାହା ପୁଣିଥରେ ପ୍ରମାଣିତ ହୋଇଛି । ସରକାରଙ୍କ ଦ୍ୱାରା ଜାରି…

ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପାଇଁ ହିନ୍ଦୁ ସେନାର ସ୍ୱତନ୍ତ୍ର ପୂଜାର୍ଚ୍ଚନା !

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଘୋଷଣା ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । କିଏ ଜିତିବ, କିଏ ହାରିବ । ଏ ନେଇ ବିଭିନ୍ନ ଆକଳନ ଚାଲିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥିତି ସନ୍ତୁଳିତ ରହିଛି । ତେବେ ନିର୍ବାଚନରେ ଯେପରି ତାଙ୍କର ବିଜୟ ହେଉ ସେ ନେଇ ଦିଲ୍ଲୀରେ ତାଙ୍କ ସମର୍ଥକ…

‘ଡେସ୍ପାସିଟୋ’କୁ ପଛରେ ପକାଇଲା ନର୍ସରୀ ରାଇମ୍ସ “ବେବି ସାର୍କ” !

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ନୂଆ ମାଇଲଖୁଣ୍ଟ ସ୍ଥାପନ କଲା ନର୍ସରୀ ରାଇମ୍ସ ବେବି ସାର୍କ । ଦକ୍ଷିଣ କୋରିଆ କମ୍ପାନୀ ପିଙ୍କଫୋଙ୍ଗ ଦ୍ୱାରା ରେକର୍ଡ କରାଯାଇଥିବା ଏହି ଗୀତଟି ୟୁଟ୍ୟୁବରେ ସବୁଠୁ ଅଧିକ ଦେଖାଯାଇଥିବା ଭିଡିଓ ଭାବେ ରେକର୍ଡ କରିଛି । ତାଜା ସ୍ଥିତିରେ…