Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

୭୦୦ ଜମାତିଙ୍କ ପାସପୋର୍ଟ, କାଗଜପତ୍ର ଜବତ

ନୂଆଦିଲ୍ଲୀ: ଦିଳ୍ଳୀ ପୋଲିସର କ୍ରାଇମ ବ୍ରାଞ୍ଚ ପ୍ରାୟ ୭୦୦ଜଣ ଜମାତିଙ୍କ ପାସପୋର୍ଟ ଏବଂ ଅନ୍ୟ କାଗଜପତ୍ର ଜବତ କରିଛି । ଦିଲ୍ଳୀ ପୋଲିସର ସୂଚନା ଅନୁସାରେ, ଜମାତିଙ୍କ ଉପରେ ସନ୍ଦେହ ହେଉଛି ଯେ, ସେମାନେ ଭୁଲ ଭାବରେ ଭିସା ନେଇ ଭାରତ ଆସିଥିଲେ, ତାଙ୍କର ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଖୋଜା ଯାଉଛି…

ଦିଲ୍ଲୀରେ ୭ ଟଙ୍କା ୧୦ ପଇସା ବଢିଲା ଡିଜେଲ୍ ଦର

ନୂଆଦିଲ୍ଲୀ: ମଦ ଉପରେ ଅତିରିକ୍ତ ୭୦ ପ୍ରତିଶତ ସ୍ୱତନ୍ତ୍ର କରୋନା ଫି ବୃଦ୍ଧି ହେବା ପରେ, ଏବେ ଦିଲ୍ଲୀ ସରକାର ମଙ୍ଗଳବାର ଦିନ ଇନ୍ଧନ ଉପରେ ଭାଲ୍ୟୁ ଆଡ଼େଡ୍ ଟ୍ୟାକ୍ସ (ଭାଟ୍‌) ବୃଦ୍ଧି କରିଛନ୍ତି । ଲିଟର ପିଛା ପେଟ୍ରୋଲ୍ ୧ଟଙ୍କା ୬୭ ପଇସା ବୃଦ୍ଧି ହୋଇଛି । ତେବେ ଦିଲ୍ଲୀରେ ଡିଜେଲ୍ ଦର…

ମଦ ଉପରେ ୭୦% ‘ସ୍ୱତନ୍ତ୍ର କରୋନା ଫି’ ଲଗାଇଲେ ଦିଲ୍ଲୀ ସରକାର !

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହଙ୍ଗା ହେଲା ମଦ । ସୋମବାର ଦିନ ଦିଲ୍ଲୀ ସରକାର ମଦ ବୋତଲ ଉପରେ ୭୦ ପ୍ରତିଶତ ‘ସ୍ପେଶାଲ କରୋନା ଫି’ ଲାଗୁ କରିଛନ୍ତି। ମଙ୍ଗଳବାର ଠାରୁ ଏହି ନୂତନ ମୂଲ୍ୟ ଲାଗୁ ହେବ ଏବଂ ଏମଆରପି ଉପରେ ୭୦ ପ୍ରତିଶତ ‘ସ୍ପେଶାଲ କରୋନା ଫି’ ଆଦାୟ କରାଯିବ। ଏହି…

କରୋନା ସଂକ୍ରମିତଙ୍କ ଉପରେ ପ୍ଲାଜ୍‌ମା ଥେରାପି ପରୀକ୍ଷଣ କଲା ଦିଲ୍ଲୀ ସରକାର !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଅହରହ ଉଦ୍ୟମ ଚଳାଇଛନ୍ତି ସମସ୍ତ ରାଜ୍ୟ ସରକାର । କିଏ ଲକ୍‌-ଡାଉନ୍ ଅବଧିକୁ ବଢାଇଛି ତ କିଏ ଚିକିତ୍ସାର ମାନ ବଢାଇବା ସହ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ କରିବାରେ ଲାଗିଛନ୍ତି । ଦିନ ବଢିବା ସହ ଅନେକ ରାଜ୍ୟ କରୋନା ସଂକ୍ରମିତଙ୍କ ଉପରେ ନୂତନ…

ଦିଲ୍ଲୀର କରୋନା ସଂକ୍ରମିତଙ୍କ ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଚାଲିଛି ଅହରହ ଉଦ୍ୟମ । ହେଲେ ଏତିକିବେଳେ କ୍ୱାରେନ୍‌ଣ୍ଟାଇନ୍ ଅବ୍ୟବସ୍ଥା ନେଇ ଏକ ଭିଡିଓ ଜରିଆରେ ଅଭିଯୋଗ ଆଣିଛନ୍ତି ଜଣେ କରୋନା ସଂକ୍ରମିତ ପୋଲିସ କର୍ମଚାରୀ । #WATCH A Delhi Police constable, who had tested positive for…

ଯୁଦ୍ଧର ନାଁ କରୋନା; ଯୋଦ୍ଧାର ନାଁ ଲବ ଅଗ୍ରୱାଲ୍‌ !

ନୂଆଦିଲ୍ଲୀ: ସେ ହେଉଛନ୍ତି କରୋନା ଯୁଦ୍ଧର ସେନାପତି । ଦେଶର ବହୁଚର୍ଚ୍ଚିତ ଆଇଏଏସ୍ ଅଫିସର । ଯାହାଙ୍କୁ ଦେଶ ୪୦ରୁ ଅଧିକ ଦିନ ଧରି ଟିଭି ସ୍କ୍ରିନ୍‌ରେ ଅପରାହ୍ନ ୪ଟାରେ ପ୍ରତିଦିନ ଶୁଣିଆସୁଛି । ଖାସ କରୋନାଭାଇରସ୍ ସମ୍ବନ୍ଧୀୟ ସୂଚନା ପାଇଁ । ସେ ହେଉଛନ୍ତି କେନ୍ଦ୍ର ସରକାରଙ୍କ ମିଷ୍ଟଭାଷୀ…

ଭାରତୀୟ ଚିକିତ୍ସା ସଂଘର ଚେତାବନୀ; ଅପ୍ରେଲ୍ ୨୩ରେ ପାଳିବ କଳା ଦିବସ !

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଉପରେ ହିଂସାକୁ ବିରୋଧ କରି ଚେତାବନୀ ଦେଲା ଦ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) । ହିଂସାକାରୀଙ୍କ ବିରୋଧରେ ତୁରନ୍ତ କେନ୍ଦ୍ରୀୟ ଆଇନ୍ ଲାଗୁ ନହେଲେ ଅପ୍ରେଲ ୨୩ରେ ପାଳିତ ହେବ କଳା ଦିବସ । Our legitimate needs for safe…

ଚିକେନ ବିରିୟାନୀ, ସିଙ୍ଗଡା, ପିଜ୍ଜା ମଗାଉଛନ୍ତି ଦିଲ୍ଲୀର କଂଟେନମେଂଟ ଜୋନରେ ରହୁଥିବା ଲୋକେ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ପାଇଁ ସରକାର ନେଉଥିବା ପଦକ୍ଷେପକୁ ଅନେକ ଲେକ ହାଲକାରେ ନେଉଛନ୍ତି । ଏ ଭଳି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଦକ୍ଷିଣ ଦିଲ୍ଲୀରେ କରୋନା ଭାଇରସକୁ ରୋକିବା ପାଇଁ ୯ କଂଟେନମେଂଟ ଜୋନ୍ ପ୍ରସ୍ତୁତ କରାଯାଇଛି । ତେବେ ଏଠାରେ ଲୋକେ…

ଆପ୍ ‌(AAP) ସରକାର ବିରୋଧରେ କପିଲ ମିଶ୍ରାଙ୍କ ଖାଦ୍ୟ ଅଭାବ ଅଭିଯୋଗ; ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଦିଲ୍ଲୀର ଏକ ଭିଡିଓ । ଜାହାଙ୍ଗିରପୁରି ମ୍ୟୁନିସିପାଲ ସ୍କୁଲରେ ଖାଦ୍ୟ ବଣ୍ଟନ ନେଇ ବ୍ୟାପକ ଅବ୍ୟବସ୍ଥା । ଏପରିକି ଲୋକେ ସ୍କୁଲ ଗେଟ୍ ଭାଙ୍ଗିବା ସହ ଦଳାଚକଟାର ସମ୍ମୁଖୀନ ହୋଇଥିଲେ । खाने के लिए भागते, गिरते, मरते लोग सीरिया,…

ଟିମ୍ ଇଣ୍ଡିଆ ଏବେ ଟିମ୍ ମାସ୍କ ଫୋର୍ସ; ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ଶେୟାର କରିଛି ଟିମ୍ ମାସ୍କ ଫୋର୍ସ ର ଭିଡିଓ । ଏଥିରେ ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଭଳି ମହାନ କ୍ରିକେଟର ଭାରତୀୟ ଜନତାଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ସଚେତନ କରିଛନ୍ତି ।…