Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

କଂଗ୍ରେସକୁ ବଡ ଝଟକା; ଦଳରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ/ ଭୋପାଳ: କଂଗ୍ରେସକୁ ବଡ ଝଟକା । ମଧ୍ୟ ପ୍ରଦେଶର ରାଜ ପରିବାରରୁ ଆସୁଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ସେ ମଙ୍ଗଳବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଇସ୍ତଫା…

ହୋଲି ରଙ୍ଗରେ ରଙ୍ଗେଇ ହେଲା ସାରା ଦେଶ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ସାରା ଦେଶବାସୀ ଧୁମଧାମରେ ହୋଲି ଖେଳୁଛନ୍ତି । କରୋନା ଭାଇରସର ଭୟ ସତ୍ୱେ ନିଜ ସଂସ୍କୃତି ଓ ପରମ୍ପରାକୁ ଛାଡି ନାହାଁନ୍ତି ଭାରତବାସୀ । ହର୍ବାଲ ରଙ୍ଗ କିମ୍ବା ହଳଦୀ, ଚନ୍ଦନ ହେଉ ପଛେ ହୋଲି ଖେଳିବାକୁ ଆଗେଇ ଆସିଛନ୍ତି ସମସ୍ତେ । ଆସନ୍ତୁ ଦେଖିବା…

କରୋନା ଭାଇରସ: ଇରାନରୁ ଫେରିଲେ ୫୮ ଭାରତୀୟ

ନୂଆଦିଲ୍ଲୀ: ଚୀନରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ ଏବେ ଇରାନ ଓ ଇଟାଲୀରେ ହାହାକାର ସୃଷ୍ଟି କରିଛି । ଇରାନରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ସୋମବାର ଦିନ ୨୩୭ରେ ପହଞ୍ଚିଛି । ଏହା ମଧ୍ୟରେ ଇରାନରେ ଫସିରହିଥିବା ଭାରତୀୟଙ୍କ ଉଦ୍ଧାର କରାଯାଇଛି । ୫୮ଜଣଙ୍କ ପ୍ରଥମ ବ୍ୟାଚ…

କରୋନା: ଇରାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବ ସି-୧୭ ଗ୍ଲୋବମାଷ୍ଟର

ନୂଆଦିଲ୍ଲୀ: ସାରା ଦୁନିଆରେ କରୋନା ଭାଇରସ ହାହାକାର ସୃଷ୍ଟି କରିଛି । ବିଶ୍ୱରେ ଏପର୍ଯ୍ୟନ୍ତ ୧.୧୦ଲକ୍ଷ ଲୋକ ଭାଇରସ ଦ୍ୱାରା ସଂକ୍ରମିତ ହେଲେଣି । କରୋନା ଭାଇରସରୁ ଇରାନ ମଧ୍ୟ ବଂଚିତ ନୁହେଁ । ଇରାନରେ କରୋନା ଭାଇରସ ଯୋଗୁଁ ୨୩୭ ଜଣଙ୍କ ମୃତୁ୍ୟ ହୋଇସାରିଛି । ସେଠାରେ କିଛି ଭାରତୀୟ…

ପିଏଫଆଇ ସଦସ୍ୟ ଗିରଫ: ଦିଲ୍ଲୀ ହିଂସାର ଯୋଜନା ପୂର୍ବରୁ କରାଯାଇଥିଲା

ନୂଆଦିଲ୍ଲୀ: ସିଏଏକୁ ବିରୋଧ କରିବା ବାହାନାରେ ଦିଲ୍ଲୀ ହିଂସାର ଯୋଜନା ବହୁ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ବୋଲି ଧୀରେ ଧୀରେ ରିପୋର୍ଟ ସାମ୍ନାକୁ ଆସୁଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ସୋମବାର ପିଏଫଆଇ ମହମ୍ମଦ ଦୀନେଶଙ୍କୁ ଗିରଫ କରିଛି । ରବିବାର ଆଇଏସ ସହି ଜଡିତ ଏକ ଦମ୍ପତି ମଧ୍ୟ…

ଜ୍ୱାଇଁ ହତ୍ୟାକାରୀ ଶ୍ୱଶୂରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପ୍ରଣୟ ଅନର କିଲିଂର ମୁଖ୍ୟ ଅଭିଯୁକ୍ତ ମାରୁତି ରାଓ ହାଇଦ୍ରାବାଦରେ ଆତ୍ମହତ୍ୟା କରିଛନ୍ତି। ମାରୁତି ରାୟ ଜାମିନ୍ ପାଇବା ପରେ ବାହାରେ ଥିଲେ । ଉଲ୍ଲେଖନୀୟ ଯେ, ୨୩ ବର୍ଷୀୟ ପ୍ରଣୟଙ୍କୁ ସେପ୍ଟେମ୍ବର ୨୦୧୮ରେ ଦିନଦ୍ବିପ୍ରହରେ ହତ୍ୟା କରିଦିଆଯାଇଥିଲା। ଏହି ଘଟଣାର ସିସିଟିଭି…

ଦିଲ୍ଲୀରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ସ୍ବାମୀ-ସ୍ତ୍ରୀ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍(ଆଇଏସ୍ଆଇଏସର ଖୁରାସାନ୍ ମଡ୍ୟୁଲ)  ଆଇଏସ ସହିତ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି । ଦୁହିଁଙ୍କୁ ଓଖାଲା ଅଞ୍ଚରେ ଗିରଫ କରାଯାଇଛି।  ପୋଲିସର ସୂଚନା ଅନୁସାରେ ଗିରଫ ବ୍ୟକ୍ତିର ନାମ ଜାହାନଜେବ୍ ସାମି ଓ ତା’ ସ୍ତ୍ରୀର ନାଁ ହିନ୍ଦା ବସିର…

ସାହିନବାଗରେ ଗୁଳିଚଳାଇଥିବା କପିଳଙ୍କୁ ଜାମିନ ମିଳିଲା

ନୂଆଦିଲ୍ଲୀ: ଦିଲ୍ଲୀର ସାହିନବାଗରେ ଗୁଳି ଫୁଟାଇ ଗିରଫ ହୋଇଥିବା କପିଳ ଗୁଜ୍ଜରଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଛି । ଜାମିନକୁ ଦିଲ୍ଲୀ ପୁଲିସ ବିରୋଧ କରିଥିଲା । ଦିଲ୍ଲୀର ଦାଲୁ ପୁରା ଅଞ୍ଚଳର ଅଧିବାସୀ କପିଲ ଗତ ଫେବ୍ରୁଆରି ୧ ତାରିଖରେ ଦିଲ୍ଲୀର ସାହିନବାଗରେ ହେଉଥିବା ଆନ୍ଦୋଳନ…

ତାହିରଙ୍କ ମୋବାଇଲ, ପିସ୍ତଲ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡର ଅଭିଯୁକ୍ତ ତାହିର୍ ହୁସେନଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଏବଂ ମୋବାଇଲ ମିଳିବା ପରେ ପୋଲିସକୁ ଯାଂଚରେ ଆହୁରି ସୁବିଧା ହେବ ବୋଲି ଆଶା କରାଯାଉଛି । ମୋବାଇଲରେ ସେ କାହାକୁ ଫୋନ କରିଥିଲେ ସେ ତଥ୍ୟ ଖୁବ୍ ଶୀଘ୍ର ସଂଗ୍ରହ କରାଯିବ ବୋଲି ପୋଲିସ ପକ୍ଷରୁ…

ୟେସ ବ୍ୟାଙ୍କ: ସଙ୍କଟ ଦୂର କରିପାରେ ଏସବିଆଇ

ନୂଆଦିଲ୍ଲୀ: ଗୁରୁବାର ଦିନ ୟେସ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ୟେସ ବ୍ୟାଙ୍କର ଟଙ୍କା ଜମାକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ୟେସ ବ୍ୟାଙ୍କରେ ନିଜ ଟଙ୍କାକୁ ନେଇ ଜମାକାରୀ ଆଶା ଆଶଙ୍କାରେ ରହିଛନ୍ତି । ଗ୍ରାହକଙ୍କ ଟଙ୍କା ସୁରକ୍ଷିତ…