Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଗମ୍ଭୀର କହିଲେ, ଆଇବି ଅଧିକାରୀ ହତ୍ୟା ଘଟଣାରେ କେଜରିୱାଲଙ୍କ ନୀରବତା ଚିନ୍ତାଜନକ

ନୂଆଦିଲ୍ଲୀ: ଗୋଇନ୍ଦା ବିଭାଗ ଅଧିକାରୀଙ୍କ ମୃତୁ୍ୟ ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନୀରବତା ଚିନ୍ତାଜନକ ଓ ଭୟଙ୍କର ବୋଲି କହିଛନ୍ତି । ଆପର ପାର୍ଷଦ ତାହିର ହୁସେନ ଏହି ହତ୍ୟକାଣ୍ଡରେ ଜଡିତ ଥିବା ପ୍ରାରମ୍ଭିକ ପୋଲିସ ରିପୋର୍ଟରୁ ଅନୁମାନ…

ଆପ୍ ନେତା ତାହିରଙ୍କ ଘରୁ ପେଟ୍ରୋଲ ବୋମା, ପଥର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ଏବେ ଆମ୍ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ ଭୂମିକା ସନ୍ଦେହଘେରକୁ ଆସିଛି । ଆପ ନେତା ତଥା କର୍ପୋରେଟର ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଏବଂ ପଥର ମିଳିଛି। ଦଙ୍ଗା ସମୟରେ ହୁସେନ ନାଲି ରଙ୍ଗର ସ୍ଵେଟର ପିନ୍ଧି ନିଜ ଘର ଛାତ ଉପରେ…

ସ୍ବଦେଶ ଫେରିଲେ ଜାପାନ ଜାହାଜରେ ଫସି ରହିଥିବା ଓଡିଆ ଇଞ୍ଜିନିୟର

ଭୁବନେଶ୍ୱର/ନୂଆଦିଲ୍ଲୀ: କୋରାନା ଭାଇରସରେ ପ୍ରଭାବିତ ‘ଡାଏମଣ୍ଡ ପ୍ରିନସେସ୍‌’ କ୍ରୁଜରଲାଇନରେ ୨୦ ଦିନ ରହିବା ପରେ ଓଡିଆ ଯୁବ ସଫ୍ଟୱେୟାର ଇଞ୍ଜିନିୟର ଶିବାଶିଷ ନାୟକ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ଟୋକିଓରୁ ଏୟାର ଇଣ୍ଡିଆ ବିମାନ ୧୧୮ ଭାରତୀୟଙ୍କ ସହ ୫ ବିଦେଶୀ ନାଗରିକଙ୍କୁ ଧରି…

ଦିଲ୍ଲୀ ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏହି ଦଙ୍ଗାରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ହେଉଥିବା ଯୋଗୁଁ ଏହି ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସା ବ୍ୟାପିଥିଲା । ଏଥିରେ ସାମିଲ…

ଦିଲ୍ଲୀ ହିଂସା : ୧୦୬ ଗିରଫ, ୧୮ ଏଫଆଇଆର ରୁଜୁ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସା ବ୍ୟାପିଥିଲା । ଏଥିରେ ସାମିଲ ଥିବା ୧୦୬ ଲୋକଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୮ ଏଫଆଇର ରୁଜୁ କରାଯାଇଛି । ବୁଧବାର ପୋଲିସ ମୁଖ୍ୟ ମନ୍ଦୀପ ସିଂ ରାନ୍ଧୱା ଏହି ରିପୋର୍ଟ ଗଣମାଧ୍ୟମକୁ ଦେଇଛନ୍ତି । ଦିଲ୍ଲୀ ପୋଲିସ…

ଦିଲ୍ଲୀ ହିଂସା: ସ୍ଥିତି ସମୀକ୍ଷା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ହିଂସାର ନିଆଁରେ ଜଳୁଛି । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆରମ୍ଭ ହୋଇଥିବାା ହିଂସାରେ ଦିଲ୍ଲୀରେ ଭୟାବହ ରୂପ ଧାରଣ କରିଛି । ଏହି ହିଂସାରେ ଅନେକ ଲୋକଙ୍କ ଜୀବନ ଗଲାଣି । ଅନ୍ୟ ପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭା ହିଂସାକୁ ରୋକିବାର…

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ନାଁରେ ଦିଲ୍ଲୀ ରାସ୍ତାରେ ତେଜିଥିବା ଆନ୍ଦୋଳନ ଥମିବାର ନାଁ ନେଉନି । ଗତ ତିନି ଦିନ ହେବ ଦିଲ୍ଲୀର କିଛି ଅଂଚଳରେ ହିଂସା ସୀମା ପାର ହୋଇଛି । ଯେଉଁଥିରେ ଏପର୍ଯ୍ୟନ୍ତ ୨୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ବୁଧବାର ଦିନ ଦିଲ୍ଲୀର ଗୋକୁଲପୁରୀ ଅଂଚଳରେ…

ଇସ୍ପାତ୍ ଉତ୍ପାଦନ କ୍ଷମତାକୁ ୧୪୦ ଏମଟିରୁ ୩୦୦ ଏମଟିକୁ ବୃଦ୍ଧି କରିବା ଦିଗରେ ଭାରତ ଅଗ୍ରସର

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉର୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆ-ୟୁଏସ୍ ବିଜନେସ୍ ଷ୍ଟୋରୀ: ସୁଯୋଗ, ନବଉନ୍ମେଷ ଏବଂ ଉଦ୍ୟମିତା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିଲ୍ଲୀ ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ବିଭିନ୍ନ ସ୍କୁଲ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଜଳୁଛି ଦିଲ୍ଲୀ । ନାଗରିକତା ଆଇନ ନିଆଁ ଜଳୁଛି। ଉତ୍ତର ପୂର୍ବ ଦିଲ୍ଲରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ସେଠାରେ ଏକ ମାସ ପାଇଁ ଦିଲ୍ଲୀ ସରକାର ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହିଂସାରେ ଏବେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୧୫୧ରୁ…

ବିଜେପି ନେତା କପିଳ ମିଶ୍ରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସକ ପ୍ରଦର୍ଶନ ଜାରି ରହିଛି । ଏହି ଅବସରରେ ବିଜେପି ନେତା କପିଳ ମିଶ୍ରଙ୍କ ହତ୍ୟା ଧମକ ଆସିଛି । କପିଳ ଟୁଇଟ କରିଛନ୍ତି ଯେ, ମୋତେ ଗାଳି ଦିଆଯିବ ସହ, ହତ୍ୟା ଧମକ ମିଳୁଛି । ମୁଁ ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ଆଖିରେ ଆଖି ମିଶାଇ…