Latest Odisha News

BREAKING NEWS

Browsing Category

ଗୋଆ

Goa

ଗୋଆର ମୁଖ୍ୟମନ୍ତ୍ରୀ କିଏ ହେବେ ନିଷ୍ପତି ନେଇପାରୁନି ବିଜେପି ?

ପାଣାଜି: ଗୋଆରେ କିଏ ହେବେ ମୁଖ୍ୟମନ୍ତ୍ରୀ । ଏ ନେଇ ସସପେନ୍ସ ଜାରି ରହିଛି । ବିଧାନସଭା ନିର୍ବାଚନ ଫଳାଫଳର ଚାରି ଦିନ ପରେ ମଧ୍ୟ ବିଜେପି ପ୍ରମୋଦ ସାଓ୍ୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଦ୍ୱିତୀୟ ସୁଯୋଗ ଦେବ ନା ଦଳ ନୂଆ ମୁଖ୍ୟମନ୍ତ୍ରୀ ଆଣିବ ତାହା ସ୍ଥିର କରିନାହିଁ। ଏ ନେଇ…

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଜୟୀ

ଗୋଆ: ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ବିଜୟୀ ହୋଇଛନ୍ତି । ସେ ତାଙ୍କ ସାଙ୍କେଲିମ୍ ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠରୁ ମାତ୍ର ୧ ହଜାର ଭୋଟରେ ବିଜୟୀ ହୋଇଛନ୍ତି । ଏଯାଏ ବିଜେପି ୧୫ଟି ଆସନରେ ଜୟଯୁକ୍ତ ହୋଇସାରିଥିବା ବେଳେ…

ଗୋଆରେ ଆସିଲା ୪୦ ଆସନର ଟ୍ରେଣ୍ଡ, ବିଜେପି ୨୦ ଆସନରେ ଆଗୁଆ

ଭୁବନେଶ୍ବର : ଗୋଆରେ ୪୦ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି । ବିଜେପି ୨୦ ଆସନରେ ଆଗୁଆ ରହିଛି । ସେପଟେ କଂଗ୍ରେସ ମଧ୍ୟ କଡା ଟକ୍କର ଦେଉଛି । ୧୩ ଆସନରେ କଂଗ୍ରେସ ଆଗୁଆ ରହିଛି । ଟିଏମସି ୪ ଆସନରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି । ୨୦୧୭ରେ ଏକକ ସଂଖ୍ୟା…

ଏକଜିଟ୍ ପୋଲ୍: ୟୁପିରେ କ୍ଷମତା ବଜାର ରଖିବ ବିଜେପି, ପଞ୍ଜାବରେ ଆପ୍ ସରକାର

ନୂଆଦିଲ୍ଲୀ: ୫ ରାଜ୍ୟରେ କିଏ ଗଢ଼ିବ ସରକାର । ଭୋଟ୍ ସରିବା ପରେ ଏକଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆସିଛି । ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବ ବିଜେପି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ୟୁପି ଶାସନ ଗାଦି ଦଖଲ କରିବ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲିସ ବିଜେପି ଓ…

[ଭିଡିଓ] ଗୋଆରେ ଆଦିବାସୀ ମହିଳାଙ୍କ ସହ ନାଚିଲେ ପ୍ରିୟଙ୍କା ଗାନ୍ଧି

ଗୋଆ : ଗୋଆ ଗସ୍ତରେ ପ୍ରିୟଙ୍କା ଗାନ୍ଧି । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଗୋଆ ମାରପିର୍ଲା ଗାଁ ରେ ପହଁଞ୍ଚିଛନ୍ତି କଂଗ୍ରେସ ସଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି। ସେଠାରେ ପ୍ରିୟଙ୍କା ଆଦିବାସୀ ମହିଳାଙ୍କ ସହିତ ପାରମ୍ପରକି ଆଦିବାସୀ ନୃତ୍ୟରେ ତାଳଦେଇ ନାଚିଥିଲେ। ଯାହାର ଭିଡିଓ ଏବେ…

[ଭିଡିଓ] ଗୋଆରେ ମୋଟର ସାଇକେଲରେ ବୁଲି ନିର୍ବାଚନୀ ପ୍ରଚାର କଲେ ରାହୁଲ ଗାନ୍ଧୀ

ପାଣାଜୀ : ଗୋଆରେ ମୋଟର ସାଇକେଲରେ ହେଲମେଟ୍ ପିନ୍ଧି ବୁଲିଲେ ରାହୁଲ ଗାନ୍ଧୀ। ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆଜି ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି ରାହୁଲ ଗାନ୍ଧୀ।ଏହି ସମୟରେ ରାହୁଲ ବାଇକରେ ଜଣେ ବ୍ୟକ୍ତିଙ୍କ ପଛରେ ବସି ହେଲମେଟ୍ ପିନ୍ଧି ବୁଲୁ ଥିବାର…

ଗୋଆରେ ୧୪୪ ଧାରା ଜାରି, କରୋନା ସଂକ୍ରମଣ ବଢୁଥିବାରୁ ହୋଲି-ଇଦ୍‌-ଇଷ୍ଟର ପୂର୍ବରୁ ଗୋଆ ସରକାରଙ୍କ କଟକଣା 

ପାଣାଜୀ: କରୋନା ସଂକ୍ରମଣ ରୋକିବାକୁ ଗୋଆ ସରକାରଙ୍କ ପଦକ୍ଷେପ ।  ୧୪୪ ଧାରା ଜାରି କରିଛନ୍ତି ଗୋଆ ସରକାର । ଆଗକୁ ଗୋଆରେ ହୋଲି ଇଦ୍ ଓ ଇଷ୍ଟର ପର୍ବ ପାଳନ ହେବ । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛନ୍ତି ସରକାର ।  ହୋଲି, ଇଦ୍‌-ଉଲ୍‌-ଫିତର ପାଳନ ଉପରେ କଟକଣା ଲଗାଯାଇଛି…

ଗୋଆର ଘରୋଇ ହସ୍ପିଟାଲରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ୨୦% ବେଡ୍ ସଂରକ୍ଷିତ

ପାଣାଜୀ: ଗୋଆରେ ସମସ୍ତ ଘରୋଇ ହସ୍ପିଟାଲରେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ୨୦ ପ୍ରତିଶତ ବେଡ୍ ସଂରକ୍ଷିତ ରହିବ । ଆଇସିୟୁ ସୁବିଧା ଉପଲବ୍ଧ ଥିବା ହସ୍ପିଟାଲରେ ବେଡ୍ ସଂରକ୍ଷିତ ରଖିବା ବାଧ୍ୟତାମୂଳକ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗତକାଲି କରୋନା ସ୍ଥିତିର ସମୀକ୍ଷା…

ଗୋଆରେ କିପରି ପାଳିତ ହୁଏ ଗୁଡ୍ ଫ୍ରାଇଡ଼େ…

ପାନାଜୀ: ଭାରତ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଗୋଆରେ ପର୍ତ୍ତୃଗୀଜ ଔପନିବେଶମାନେ ରହିଆସୁଥିଲେ । ଗୋଆକୁ ଏହି ପର୍ତ୍ତୃଗୀଜମାନେ ଅନେକ ଦିନ ଧରି ଶାସନ କରିଆସୁଥିଲେ । ଏବେ ମଧ୍ୟ ଗୋଆରେ ବହୁସଂଖ୍ୟାରେ ପର୍ତ୍ତୃଗୀଜମାନେ ବାସ କରୁଥିବା ସହିତ ସେଠାରେ ସ୍ୱାଭାବିକ ଭାବେ ଖ୍ରୀଷ୍ଟଧର୍ମର ସମସ୍ତ…

କରୋନା ଅପଡେଟ୍‌: ଭାରତରୁ ଘରକୁ ଫେରିବେ ୧୬ଶହ ବିଦେଶୀ ପର୍ଯ୍ୟଟକ !

ଗୋଆ: ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ପରେ ଗୋଆରେ ଫସି ରହିଛନ୍ତି ପ୍ରାୟ ୧୬ ଶହ ବିଦେଶୀ ପର୍ଯ୍ୟଟକ । ଖୁବଶୀଘ୍ର ସେମାନଙ୍କୁ ଘରକୁ ପଠାଇବାକୁ ଯୋଜନା ହୋଇଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । '1,600 foreign tourists in Goa to be airlifted by April 3,4': CM…