Latest Odisha News
Browsing Category

ଗୁଜରାଟ

Gujarat

ଲ୍ୟାଣ୍ଡଫଲ୍ ପରେ ଗୁଜରାଟ ଉପକୂଳରେ ତାଣ୍ଡବ ରଚିଲା ବାତ୍ୟା ତାଉ’ତେ

ଅହମ୍ମଦାବାଦ: ଲ୍ୟାଣ୍ଡଫଲ୍ ପରେ ଗୁଜରାଟ ଉପକୂଳରେ କରାଳ ଓ ପ୍ରଳୟଙ୍କରୀ ରୂପ ଦେଖାଇଥିଲା ବାତ୍ୟା ତାଉ’ତେ । ଗତକାଲି ରାତି ପାଖାପାଖି ୯ଟା ବେଳକୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପୋରବନ୍ଦର-ମହୁଭା ନିକଟରେ ସ୍ଥଳଭାଗ ଛୁଇଁଥିଲା । ବାତ୍ୟାର ଆଖି ଖୋଲିବା ପରେ ପ୍ରଳୟ ଆଣିଥିଲା ।…

ଦ୍ୱାରକାଧୀଶଙ୍କ ଭବ୍ୟ ମନ୍ଦିର

ଗୁଜୁରାଟ: ୪ ଧାମରୁ ମୁଖ୍ୟ ପଶ୍ଚିମର ଦ୍ୱାରକା ଧାମ । ଯେଉଁଠି ଲୀଳା କରନ୍ତି ବିଷ୍ଣୁ । ସମୁଦ୍ରକୂଳରେ ପ୍ରାଚୀନ ନଗରୀ । ଯେଉଁଠି ଲୁଚି ରହିଛି ରହସ୍ୟ । ହେଲେ ସେଠି ରହିଛି ଏକ ଭବ୍ୟ ମନ୍ଦିର । ଯେଉଁଠି ବିଷ୍ଣୁଙ୍କ ଅବତାର ପୂଜା ପାଉଛନ୍ତି । ସେହି ଦେବ ସ୍ଥାନରେ ରହିଛି ଲୋକଙ୍କର ଆସ୍ଥା ଓ…

ଗୁଜରାଟକୁ ଫେରିଲା ନାଇଟ୍ କର୍ଫ୍ୟୁ, ୪ଟି ସହରରେ କାଲିଠୁ କଟକଣା

ଅହମ୍ମଦାବାଦ: ମାଡୁଛି କରୋନା । ବଢୁଛି କଟକଣା । ଗୁଜରାଟକୁ ଫେରିଲା ନାଇଟ୍ କର୍ଫ୍ୟୁ । ଚାରିଟି ସହରରେ ଆସନ୍ତାକାଲିଠୁ ଜାରି ହେବ ନାଇଟ କର୍ଫ୍ୟୁ । ଏହି ସହରଗୁଡ଼ିକ ହେଲା ଅହମ୍ମଦାବାଦ, ଭଦୋଦରା, ସୁରଟ ଓ ରାଜକୋଟ । ରାତି ୧୦ଟାରୁ ସକାଳ ୬ଟା ଯାଏ ଲୋକଙ୍କ ଯାଆସ ଉପରେ କଟକଣା ଲାଗିବ ।…

ସୁରଟରେ ବଢିଲା କରୋନା, ୨୦ ଛାତ୍ରଛାତ୍ରୀ ପଜିଟିଭ୍,  କଲେଜ ସହ ୨ ସ୍କୁଲ ବନ୍ଦ

ସୁରଟ: ଗୁଜୁରାଟର ସୁରଟରେ ସ୍କୁଲ-କଲେଜ ଖୋଲିବା ପରେ ବଢିଗଲା କରୋନା । ଗୋଟିଏ କଲେଜ ଓ  ଦୁଇଟି ବିଦ୍ୟାଳୟରେ ୨୦ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୁଜୁରାଟରେ ଗତ ଫେବ୍ରୁଆରୀ ମାସରୁ ସ୍କୁଲ ଖୋଲିଲାଣି । ତାପରଠୁ ଏବେ ସୁଦ୍ଧା ରାଜ୍ୟରେ ୧୧୮ ଛାତ୍ରଛାତ୍ରୀ ଓ ଶିକ୍ଷକ…

ହସି ହସି ନଦୀକୁ ଡେଇଁ ଆତ୍ମହତ୍ୟା କଲେ ବିବାହିତ ମହିଳା, ମୃତ୍ୟୁ ପୂର୍ବରୁ ଭିଡିଓରେ ବଖାଣିଲେ ଦୁଃଖ

ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦରେ ଜଣେ ବିବାହିତ ମହିଳା ସାବରମତୀ ନଦୀରେ ଡେଇଁ ଆତ୍ମହତ୍ୟା କରିଛନ୍ତି । ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେତିକି ଦିନ ବଞ୍ଚିଲି, ଖୁବ୍ ଆନନ୍ଦରେ ବଞ୍ଚିଲି । ଏବେ ସେ ନିଜକୁ…

ଭାରତରେ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର !

ପାଲିତାନା : ଅନନ୍ୟ ପରମ୍ପରା ଓ ସଂସ୍କୃତି ପାଇଁ ସାରା ବିଶ୍ୱରେ ଭାରତ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ତେବେ ଭାରତ ଏକ ରହସ୍ୟମୟ ଦେଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ଇତିହାସ ହେଉ କି ପୌରାଣିକ ଗାଥା । କାହିଁ କେଉଁ ଅଜଣା ଯୁଗରୁ ଭାରତ ଅନେକ ଅକୁହା ଓ ଅଜଣା ରହସ୍ୟକୁ ନେଇ ଲୋକଙ୍କର…

ଖାସ୍ ପର୍ବ ପାଇଁ ବଜାରକୁ ଆସଲା ସୁନାରେ ପ୍ରସ୍ତୁତ ମିଠା !

ଗୁଜରାଟ: ବଜାରକୁ ଆସିଲା ସୁନାରେ ପ୍ରସ୍ତୁତ ମିଠା । ନାଁ ରହିଛି ଗୋଲ୍ଡ ଘାରି । ତେବେ ଖାଲି ନାଁ ନୁହେଁ ବରଂ ଏହି ମିଠାରେ ବି ରହିଛି ସୁନାର ଆବରଣ । ଏହି ମିଠା ଖାଇବାକୁ ହେଲେ ଆପଣଙ୍କୁ ସୁରଟ୍ ଯିବାକୁ ପଡିବ । ଏପରି ମିଠା ପ୍ରସ୍ତୁତ କରି ସୁରଟର ଏକ ମିଠା ଦୋକାନ ଚର୍ଚ୍ଚାକୁ ଆସିଛି ।…

ମନ୍ଦିରରେ ଚଢ଼ାଗଲା ୩୦୦୦କେଜି ସେଓ!!

ଅହମ୍ମଦାବାଦ: ଅହମ୍ମଦାବାଦର ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିରରେ ଦେବତାଙ୍କୁ ଅର୍ପଣ କରିବା ପାଇଁ ପ୍ରାୟ ୩୦୦୦ କିଲୋଗ୍ରାମ ସେଓ ପ୍ରଦର୍ଶିତ ହୋଇଛି। ଲାଲ, ସବୁଜ ଏବଂ ସୁବର୍ଣ୍ଣ ସେଓ ଗୁଡିକ ଦେବତାମାନଙ୍କ ସମ୍ମୁଖରେ ଏବଂ ମୂର୍ତ୍ତିଗୁଡ଼ିକର ଆସନକୁ ଯାଉଥିବା ପାହାଚରେ ଛୋଟ ତ୍ରିଭୁଜାକର…

କିଏ ଦେଇଥଲା ଧୋନୀଙ୍କ ଝିଅକୁ ଦୁଷ୍କର୍ମ ଧମକ ?

ଗୁଜରାଟ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ହାରିଥିଲା ବୋଲି ଧୋନୀଙ୍କ ଝିଅ ଜିଭାକୁ ମିଳିଥିଲା ଦୁଷ୍କର୍ମ ଧମକ । ଏ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । କ୍ରିକେଟ୍ ଖେଳକୁ ନେଇ ଏଭଳି ଧମକ ଘଟଣାକୁ ସମସ୍ତେ ନିନ୍ଦା କରିଥିଲେ । ତେବେ ଶେଷରେ ରାଂଚି ଓ ଗୁଜରାଟ ପୋଲିସର ତତ୍ପରତା ଯୋଗୁଁ…

ଗୁଜୁରାଟ ମନ୍ତ୍ରୀ, କଂଗ୍ରେସ ବିଧାୟକ ପାଇଲେ ‘ଶ୍ରେଷ୍ଠ ବିଧାୟକ ପୁରସ୍କାର’

ଗାନ୍ଧୀନଗର: ଗୁଜୁରାଟ ଶିକ୍ଷା ମନ୍ତ୍ରୀ ଭୁପେନ୍ଦ୍ରସିନ ଚୁଡାସାମାଙ୍କୁ ୨୦୨୦ ପାଇଁ ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଗୁରୁବାର ଦିନ ବିଧାନସଭାରେ କଂଗ୍ରେସ ବିଧାୟକ ମୋହନସିନ୍ହ ରଥଭା ୨୦୧୯ ପାଇଁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଗୁଜୁରାଟ ବିଧାନସଭା ବାଚସ୍ପତି…