Latest Odisha News
Browsing Category

ଝାଡ଼ଖଣ୍ଡ

Jharkhand

ଭାଇରାଲ୍ ପୋଷ୍ଟମୋର୍ଟମ୍: କାହିଁକି ଝାଡଖଣ୍ଡରେ ଉଠିଥିଲା ପାକିସ୍ତାନ ଓ ବଙ୍ଗଳାଦେଶକୁ ନେଇ ଝଡ ?

ଭୁବନେଶ୍ୱର: ଆମେ ରହୁଛନ୍ତି ଭାରତରେ ହେଲେ ଶିଖିବା ପାକିସ୍ତାନୀ ଓ ବଙ୍ଗଳାଦେଶୀ ଜାତୀୟ ସଙ୍ଗୀତ ! କଥାଟା ଅଖାଡୁଆ ଲାଗୁଥିଲେ ବି କିଛି ଏପରି ଘଟଣା ଘଟିଛି ଝାଡଖଣ୍ଡରେ । ଏ ଘଟଣାଟା କେତେଦୂର ସତ । ଆସନ୍ତୁ ଜାଣିବା ଆଜିର ଭାଇରାଲ୍ ପୋଷ୍ଟମୋର୍ଟମ୍‌ରେ । ଏହି ସମସ୍ତ  ଖବର କାଗଜ ଉପରେ ଟିକେ…

ସର୍ଚ୍ଚ ଅପରେଶନ ବେଳେ ନକ୍ସଲଙ୍କ ଗୁଳିରେ ଶହୀଦ ହେଲେ ସିଆରପିଏଫ କନେଷ୍ଟବଳ

ରାୟପୁର:ନକ୍ସଲଙ୍କୁ ଧରିବା ପାଇଁ କରାଯାଉଥିବା ସର୍ଚ୍ଚ ଅପେରେଶନରେ ସୋମବାର ଜଣେ ସିଆରପିଏଫ କନେଷ୍ଟବଲ ଶହୀଦ ହୋଇଛନ୍ତି । ନକ୍ସଲଙ୍କ ସହ ଗୁଳି ବିନିମୟ ବେଳେ ୩୨ ବର୍ଷୀୟ ମାନ୍ନା କୁମାରଙ୍କ ଦେହରେ ଗୁଳି ବାଜିଥିଲା । ଛତିଶଗଡ ବିଜାପୁର ଜିଲାର ଉରିପାଲି ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିଲା ।…

ପିଏମ୍ କେୟାର୍ସ ଫଣ୍ଡ ନାଁରେ ୫୨ ଲକ୍ଷରୁ ଅଧିକ ଠକେଇ, ୨ ଅଭିଯୁକ୍ତ ଗିରଫ !

ଝାଡଖଣ୍ଡ: ଗୁରୁବାର ଝାଡଖଣ୍ଡ ପୋଲିସ ପିଏମ୍ କେୟାର ଫଣ୍ଡ ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଭାଇ ବୋଲି ଜଣାପଡିଛି । ତଦନ୍ତରୁ ଜଣାପଡିଥିଲା ଦୁଇ ଅଭିଯୁକ୍ତ ନୁର ହସନ ଓ ମହମ୍ମଦ ଇଫତିକାର ଫେକ୍ ୱେବସାଇଟ୍…

ମହଙ୍ଗା ପଡିଲା ଲୋକଙ୍କୁ ସାମାଜିକ ଦୂରତ୍ୱ ନେଇ ସଚେତନ କରିବା, ଝାଡଖଣ୍ଡରେ ଦୋକାନୀକୁ ପିଟି ପିଟି ହତ୍ୟା ଅଭିଯୋଗ

ଝାଡଖଣ୍ଡ: ଝାଡଖଣ୍ଡର ପାଲାମୁ ଉଦୟପୁରରେ ଏକ ଅଭାବନୀୟ ଘଟଣା । କରୋନା ଡରରେ ସାମାଜିକ ଦୂରତ୍ୱ ରଖିବା ନେଇ ଗାଁ ଲୋକଙ୍କୁ ବୁଝାଇବାରୁ ଜଣେ ଦୋକାନୀକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟାର ଶିକାର ହୋଇଥିବା କାଶୀ ନାମକ ଏହି ବ୍ୟକ୍ତି ଗାଁରେ ଏକ ଗ୍ରୋସରୀ ଦୋକାନ କରିଥିଲେ…

ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ: ୪୨ଟି ଆସନ ସହ ଆଗରେ ଜେଏମଏମ-କଂଗ୍ରେସ ମେଣ୍ଟ, ବିଜେପି ୨୮

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ଦିନ ୧୧ଟା ସୁଦ୍ଧା ହୋଇଥିବା ଭୋଟଗଣତି ଅନୁଯାୟୀ ଜେଏମଏମ-କଂଗ୍ରେସ ମେଣ୍ଟ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ ଶାସକ ବିଜେପି ୨୮ଟି ଆସନ ସହିତ ପଛରେ ରହିଛି । ସେହିପରି ଜେଭିଏମ ୩ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ନିର୍ଦ୍ଦଳୀୟ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୧୯: ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟ ଭୋଟ୍

ଋାଞ୍ଚି: ଆସନ୍ତା ନଭେମ୍ବର ୩୦ ତାରିଖରେ ଅନୁÂିତ ହେଉଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁÂିତ ହେଉଥିବା ବେଳେ ଡ଼ିସେମ୍ବର ୨୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷିତ ହେବ । ଭାରତୀୟ ନିର୍ବାଚନ କମିଶନ ନଭେମ୍ବର ୧ ତାରିଖରେ ନିର୍ବାଚନ ତାରିଖ ଘୋଷଣା କରିବା…