Latest Odisha News

BREAKING NEWS

Browsing Category

ମଧ୍ୟପ୍ରଦେଶ

Madhyapradesh

ମଧ୍ୟପ୍ରଦେଶରେ ଗାଦି ଲାଗି ବିଜେପି କଂଗ୍ରେସ କସରତ; କାହା ପାଖରେ ମ୍ୟାଜିକ୍ ସଂଖ୍ୟା !

ଭୋପାଳ: ଘଡ଼ିକେ ଘୋଡ଼ା ଛୁଟିଲା ପରି ମଧ୍ୟପ୍ରଦେଶ ରାଜନୀତିରେ ଦଳ ବଦଳ କୂଟନୀତି ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ୨୨ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ ରାଜନୈତିକ ସଙ୍କଟ ଦେଖାଯାଇଛି ମଧ୍ୟପ୍ରଦେଶ ରାଜନୀତିରେ । ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାର ସଙ୍କଟାପନ୍ନ ହେବାର…

କାହିଁକି ସିନ୍ଧିଆ ଛାଡ଼ିଲେ କଂଗ୍ରେସ; କ’ଣ ରହିଛି ବିଜେପିରେ ମିଶିବାର ରହସ୍ୟ !

ଭୁବନେଶ୍ୱର: ରାଜନୀତିରେ ସବୁକିଛି ସମ୍ଭବ । ପୂର୍ବର ରାଜନୀତି ଆଉ ଏବର ରାଜନୀତି ମଧ୍ୟରେ ଆକାଶ ପାତାଳ ଫରକ । ଭାରତୀୟ ଗଣତାନ୍ତ୍ରୀକ ପଦ୍ଧତି ଆଜି ସମଗ୍ର ବିଶ୍ୱରେ ସମ୍ମାନିତ ହେଉଛି କାରଣ ଭାରତୀୟ ରାଜନୀତି ଗଣତାନ୍ତ୍ରୀକ ନିୟମ ଓ ଆଇନାନୁମୋଦିତ କାର୍ଯ୍ୟଧାରା ଅନୁସାରେ ପରିଚାଳିତ ହୋଇଥାଏ ।…

ମଧ୍ୟପ୍ରଦେଶ ରାଜନୀତିରେ ସବୁ ଦିଗରୁ କଂଗ୍ରେସର କ୍ଷତି: ସରକାର ଗଠନର ୫ ସମୀକରଣ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ କମଳନାଥ ସରକାର ଭାଙ୍ଗିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତଥାପି ଆସନ୍ତୁ ଜାଣିବା ମଧ୍ୟପ୍ରଦେଶ ସରକାର ଗଠନର ୫ ସମୀକରଣ । ପ୍ରଥମ ସମୀକରଣ: ବିଧାୟକଙ୍କ ଇସ୍ତଫା ମଂଜୁର ହେଲେ ୨ ବିଧାୟକଙ୍କ…

ଜ୍ୟୋତିରାଦିତ୍ୟଙ୍କ ନିଷ୍ପତିକୁ ପୁଅ, ପିଉସୀଙ୍କ ସ୍ୱାଗତ

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଜ୍ୟୋତିରାଦିତ୍ୟଙ୍କ ଏହି ନିଷ୍ପତ୍ତି ପରେ ପୂରା ପରିବାର ତାଙ୍କ ସହ ଛିଡା ହୋଇଛି । ଏପରିକି ପୁଅ ମହାଆର‌୍ୟ୍ୟମାନ ଟ୍ୱିଟ୍ କରି କହିଛନ୍ତି, ଏଭଳି ନିଷ୍ପତ୍ତି ପାଇଁ…

୫୩ ବର୍ଷ ପରେ ମଧ୍ୟପ୍ରଦେଶରେ ସିନ୍ଧିଆ ପରିବାର ଇତିହାସର ପୁନରାବୃତି କରାଇଲେ

ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ତିଷ୍ଠିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରିବା କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ୫୩ ବର୍ଷ ତଳେ ୧୯୬୩ରେ ସମାନ ଭୁଲ କରିଥିଲା କଂଗ୍ରେସ । ସେ ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ…

ବିପଦରେ ପୁଣି କମଳନାଥ ସରକାର : ବାଙ୍ଗାଲୋରରେ ୧୭ ବିଧାୟକ

ଭୋପାଳ: ମଧ୍ୟପ୍ରଦେଶରେ ପୁନର୍ବାର କଂଗ୍ରେସ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି । ମୂଖ୍ୟମନ୍ତ୍ରୀ କମଳନାଥ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି । ରିପୋର୍ଟ ମୁତାବକ ବିଜେପିର ବାଙ୍ଗାଲୋର ରିଜର୍ଟରେ ୧୭ କଂଗ୍ରେସ ବିଧାୟକ ରହିଛନ୍ତି । ତେବେ ଏହାର ସତ୍ୟତା କେହି…

ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିପଦରେ

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିପଦରେ ପଡିଛି । ମୁଖ୍ୟମନ୍ତ୍ରୀ କମଳନାଥ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି । ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟତାରୁ ଇସ୍ତଫା  ଦେବା ପରେ ଆଉ ୭ ବିଧାୟକ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି । ଏହାକୁ ରୋକିବା ପାଇଁ କମଲନାଥ…

ମଧ୍ୟପ୍ରଦେଶରେ ରାଜନୀତି ଜୋର ଧରିଲା: କଂଗ୍ରେସର ହରଦୀପ ସିଂ ଦେଲେ ଇସ୍ତଫା

ଭୋପାଲ: ମଧ୍ୟପ୍ରଦେଶରେ ରାଜନୀତି ଆହୁରି ସରଗରମ ହୋଇଯାଇଛି । ଗୁରୁବାର ନିଖୋଜ ୪ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ହରଦୀପ ସିଂ ଡଂଗ ଇସ୍ତଫା ଦେଇଛନ୍ତି । ସେ ବାଚସ୍ପତିଙ୍କ ନିକଟକୁ ଇସ୍ତଫାପତ୍ର ପଠେଇ ଦେଇଛନ୍ତି । ଫଳରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଚିନ୍ତା ବଢ଼ିଛି । ସେ ଏହା ପୂର୍ବରୁ କଶ୍ମୀରରୁ…

ଦାହ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୧୨ ଆହତ

ଭୋପାଲ: ବିକାଶଖଣ୍ଡ ଗ୍ରାମରେ ଜଣେ ମହିଳାଙ୍କ ଦାହ ସଂସ୍କାର କରିବା ପାଇଁ ଯାଇଥିବା ୫୦ ବ୍ୟକ୍ତିଙ୍କ ଉପରେ ମହୁମାଛି ଆକ୍ରମଣ କରିଛି । ଏଥିରେ ୧୨ ଲୋକ ବେହୋଶ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ସରପଂଚ ରାମଦୟାଲ ହଡପାଚେଙ୍କ କହିବା ଅନୁସାରେ, ସ୍ଥାନୀୟ…

ହନୁମାନ ପ୍ରତିମା ସ୍ଥାପିତ ହେଲା: ୨୦ ବର୍ଷ ପରେ ଅନ୍ନ ଗ୍ରହଣ କଲେ ବିଜୟବର୍ଗୀୟ

ଇନେ୍ଦାର: ବିଜେପି ନେତା କୈଳାଶ ବିଜୟବର୍ଗିୀୟ ଦୀର୍ଘ ୨୦ ବର୍ଷ ପରେ ଅନ୍ନ ଗ୍ରହଣ କରିଛନ୍ତି । ୨୦୦୦ରେ ସେ ଇନେ୍ଦାରର ମେୟର ଥିବା ବେଳେ ଏହାର ଉନ୍ନତି ପଛରେ ପିତୃଦୋଷ ରହିଛି ବୋଲି ଜଣେ ମହର୍ଷି କହିଥିଲେ । ସେହି ଦିନ ଠାରୁ ସେ ସଂକଳ୍ପ କରିଥିଲେ ପିତୃ ପର୍ବତରେ ବିଶ୍ୱର ସବୁଠାରୁ ଉଚ୍ଚତମ…